banner
Breaking

ନିର୍ବାଚନ ପାଇଁ ୨୨ ରୁ ୨୪ ପରୀକ୍ଷା ବନ୍ଦ

0

ଭୁବନେଶ୍ୱର,୮।୩(ବ୍ୟୁରୋ): ଆଗାମୀ ୨୪ ତାରିଖରେ ରାଜ୍ୟର ପୌରାଞ୍ଚଳରେ ନିର୍ବାଚନ ହେବ। ତେବେ ଏ ନେଇ ୨୨ରୁ ୨୪ ପରୀକ୍ଷା ବନ୍ଦ ପାଇଁ ନିଷ୍ପତ୍ତି ହୋଇଛି। ଯୁକ୍ତ ୩ ଓ ବିଶ୍ୱବିଦ୍ୟାଳୟଗୁଡିକରେ ପରୀକ୍ଷା ବନ୍ଦ ରହିବ। ଏଥିଲାଗି କୁଳପତି ଓ କଲେଜ ଅଧ୍ୟକ୍ଷଙ୍କଙ୍କୁ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ଚିଠି କରାଯାଇଛି। କଲେଜଗୁଡ଼ିକରେ ପୁଲିଂ ବୁଥ୍‌ ହେବାକୁ ଥିବାରୁ ଏଭଳି ନିଷ୍ପତ୍ତି ନିଆଯାଇଛି। ପରୀକ୍ଷା ବନ୍ଦ କରିବାକୁ ବିଭାଗକୁ ରାଜ୍ୟ ନିର୍ବାଚନ କମିଶନର ନିର୍ଦ୍ଦେଶ ଦେଇଥିଲେ।

Khansweb Solution Bhubaneswar

Leave A Reply

Your email address will not be published.