banner
Breaking

ବରିଷ୍ଠ ନାଗରିକ ସ°ଘର ବାର୍ଷିକ ଉତ୍ସବ ଓ ଉତ୍କଳ ଦିବସ ପାଳିତ

ଭୁବନେଶ୍ୱର ୧/୪, ଚନ୍ଦ୍ରଶେଖରପୁର ହାଉସିଂବୋର୍ଡ କଲୋନୀ ବରିଷ୍ଠ ନାଗରିକ ସଂଘର ବାର୍ଷିକ ଉତ୍ସବ ଓ ଉତ୍କଳ ଦିବସ ପାଳିତ ହୋଇଯାଇଛି । ଏହି ଉବରେ ମୁଖ୍ୟ ଅତିଥିଭାବେ ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ ଯୋଗଦେଇ ବରିଷ୍ଠ ନାଗରିକ ମାନଙ୍କ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ…
Read More...

ଆଉ ଛଅ ମାସ ମାଗଣା ରାସନ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶର,୧।୪(ବ୍ୟୁରୋ): ଖାଦ୍ୟ ସୁରକ୍ଷା ହିତାଧିକାରୀଙ୍କୁ ଆଉ ୬ ମାସ ମିଳିବ ମାଗଣା ଚାଉଳ। ଏ ନେଇ ଶୁକ୍ରବାର ଉତ୍କଳ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି। ପୁଣି ୬ ମାସ ପାଇଁ ଏହାର ଅବଧି ବୃଦ୍ଧି କରିଛନ୍ତି। ଏପ୍ରିଲରୁ ସେପ୍ଟେମର ପର୍ଯ୍ୟନ୍ତ ହିତାଧିକାରୀଙ୍କୁ…
Read More...

ଜାଗୁଆର ଲ୍ୟାଣ୍ଡ ରୋଭର ପକ୍ଷରୁ ୨୦୩୦ ସ୍ଥିରତା ଟାର୍ଗେଟ ଘୋଷଣା

ଭୁବନେଶ୍ବର : ଜାଗୁଆର ଲ୍ୟାଣ୍ଡ ରୋଭର ୨୦୩୦ ସୁଦ୍ଧା ଏହାର କାର୍ଯରେ ୪୬% ଗ୍ରୀନହାଉସ ଗ୍ୟାସ ନିର୍ଗମନକୁ ହ୍ରାସ କରିବାକୁ ପ୍ରତିଶ୍ରୁତ ପ୍ରଦାନ କରିଛି । ଏଥିସହ କମ୍ପାନୀ ଏହାର ମୂଲ୍ୟ ଶୃଙ୍ଖଳା ମଧ୍ୟରେ ହାରାହାରି ଯାନ ନିର୍ଗମନକୁ ୫୪% ହ୍ରାସ କରିବ । ଏହା ସହିତ ବ୍ୟବହାର ପର୍ଯ୍ୟାୟରେ…
Read More...

ଆତ୍ମବିଶ୍ବାସ ସହ ଆଗକୁ ବଢ

ନୂଆଦିଲ୍ଲୀ,୧।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ଛାତ୍ରୀଛାତ୍ରଙ୍କ ସହ ଶୁକ୍ରବାର ‘ପରୀକ୍ଷା ପେ ଚର୍ଚ୍ଚା’ରେ ଆଲୋଚନା କରିଛନ୍ତି। ଛାତ୍ର, ଶିକ୍ଷକ ଏବଂ ଅଭିଭାବକମାନଙ୍କ ସହ କଥାବାର୍ତ୍ତା କରିବାକୁ ପ୍ରଧାନମନ୍ତ୍ରୀ ଟକାଟୋରା ଷ୍ଟାଡିୟମରେ ପହଞ୍ଚିଛନ୍ତି। କେନ୍ଦ୍ର ଶିକ୍ଷା ମନ୍ତ୍ରୀ…
Read More...

ଆସନ୍ତା କାଲିଠାରୁ ନିଟ୍ ୟୁଜି ପରୀକ୍ଷା ପାଇଁ ପଞ୍ଜୀକରଣ

ଭୁବନେଶ୍ୱର,୧।୪(ବ୍ୟୁରୋ): ଚଳିତ ବର୍ଷ ଆସନ୍ତା ଜୁଲାଇ ୧୭ରେ ନିଟ୍‌ ୟୁଜି ପରୀକ୍ଷା ହୋଇପାରେ। ଏନେଇ ଅନ୍‌ଲାଇନ୍‌ ପଞ୍ଜୀକରଣ ଶନିବାର(ଏପ୍ରିଲ୍‌ ୨)ରୁ ଆରମ୍ଭ ହେବ। ତେବେ ପଞ୍ଜୀକରଣର ଶେଷ ସମୟ ସୀମା ମେ ୭ ପର୍ଯ୍ୟନ୍ତ ରହିଛି। ପରୀକ୍ଷା ୧୩ଟି ଭାଷାରେ ଅନୁଷ୍ଠିତ ହେବ । ଛାତ୍ରୀଛାତ୍ର…
Read More...

ସହରାଞ୍ଚଳ ରାଜନୀତିରେ ନୂଆ ସମୀକରଣ, ୩ଟି ମେୟର ସିଟ ନେଇଗଲା ବିଜେଡି

ଭୁବନେଶ୍ବର : ରାଜ୍ୟର ସହରାଞ୍ଚଳ ରାଜନୀତିରେ ନୂଆ ସମୀକରଣ ସୃଷ୍ଟି ହୋଇଛି।ବିଜୁ ଜନତାଦଳ ରାଜ୍ୟର ସମସ୍ତ ତିନୋଟି ଯାକ ମହାନଗର ନିଗମରେ ବାଜିମାତ୍ କରିଛି । ଏବେ ତିନୋଟି ଯାକ ମହାନଗର ନିଗମର ମେୟର ପଦ ବିଜେଡି ଦଖଲରେ । ଭୁବନେଶ୍ୱର ମହାନଗର ନିଗମ ମେୟର ଭାବେ ବିଜେଡିର ସୁଲୋଚନା ଦାସ…
Read More...

ଆଉ ୬ ମାସ ବଢିଲା ମାଗଣା ରାସନ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାକୁ ସରକାର ସେପ୍ଟେମ୍ବର ମାସ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ବୈଠକରେ, ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାକୁ ଆଉ ୬ ମାସ ଅର୍ଥାତ…
Read More...

ଆଜି ଆଇପିଏଲ ଉଦଘାଟନୀ ମ୍ୟାଚ

ମୁମ୍ବଇ: ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ) ୧୫ତମ ସଂସ୍କରଣର ଉଦ୍‌ଘାଟନୀ ମ୍ୟାଚରେ ଗତବର୍ଷର ବିଜେତା ଚେନ୍ନଇ ସୁପରକିଙ୍ଗ୍‌ସ ଓ ଉପ ବିଜେତା କଲକାତା ନାଇଟ୍‌ ରାଇଡର୍ସ ମୁହାଁମୁହିଁ ହେବାକୁ ଯାଉଛନ୍ତି। ମ୍ୟାଚ ଶନିବାର ମୁମ୍ବଇର ୱାଙ୍ଖେଡ ଷ୍ଟାଡ଼ିୟମରେ ଖେଳାଯିବ। ଦୁଇ ଦଳ ଚଳିତ ସଂସ୍କରଣରେ…
Read More...

ରେସପେକ୍ଟ ଇଣ୍ଡିଆ ଫାଉଣ୍ଡେସନ୍ ପକ୍ଷରୁ ମହିଳା ଦିବସ

ନୂଆଦିଲ୍ଲୀ : ରେସପେକ୍ଟ ଇଣ୍ଡିଆ ଫାଉଣ୍ଡେସନ୍ ପକ୍ଷରୁ ନୂଆଦିଲ୍ଲୀରେ ଅନ୍ତର୍ଜତୀୟ ମହିଳା ଦିବସ ପାଳିତ ହୋଇଯାଇଛି । କେନ୍ଦ୍ର କୃଷି ମନ୍ତ୍ରୀ ତଥା ସିକିମର ପୂର୍ବତନ ରାଜ୍ୟପାଳ କୈଳାସ ଚୌଧୁରୀ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ବିଶିଷ୍ଟ ଲେଖକ ବିବି ସିଂ,…
Read More...

ସାଇ ଆରାଧନା ଡ୍ୟାନ୍ସ ଏକାଡେମୀ ପକ୍ଷରୁ ଆର୍ନ୍ତଜାତୀୟ ମହିଳା ଦିବସ ପାଳିତ

ଭୁବନେଶ୍ୱର : ଆର୍ନ୍ତଜାତୀୟ ମହିଳା ଦିବସ ଅବସରରେ ସାଇ ଆରାଧନା ଡ୍ୟାନ୍ସ ଏକାଡେମୀ ତରଫରୁ କଳିଙ୍ଗ ନଗର ସ୍ଥିତ ଡ. ଏପିଜେ ଅବଦୁଲ୍ କାଲାମ ପାର୍କ ପରିସରରେ ଛୋଟ ଛୋଟ ପିଲାମାନଙ୍କ ମଧ୍ୟରେ ଏକ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏଥିରେ ଏଲକେଜି ଠାରୁ ଆରମ୍ଭ କରି…
Read More...