banner
Breaking

ଆଉ ଛଅ ମାସ ମାଗଣା ରାସନ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

0

ଭୁବନେଶର,୧।୪(ବ୍ୟୁରୋ): ଖାଦ୍ୟ ସୁରକ୍ଷା ହିତାଧିକାରୀଙ୍କୁ ଆଉ ୬ ମାସ ମିଳିବ ମାଗଣା ଚାଉଳ। ଏ ନେଇ ଶୁକ୍ରବାର ଉତ୍କଳ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି। ପୁଣି ୬ ମାସ ପାଇଁ ଏହାର ଅବଧି ବୃଦ୍ଧି କରିଛନ୍ତି। ଏପ୍ରିଲରୁ ସେପ୍ଟେମର ପର୍ଯ୍ୟନ୍ତ ହିତାଧିକାରୀଙ୍କୁ ପ୍ରତିମାସ ଅତିରିକ୍ତ ୫ କେ.ଜି ମାଗଣା ଚାଉଳ ମିଳିବ। ଏହାଦ୍ୱାରା ୮ ଲକ୍ଷ ୯ ହଜାର ହିତାଧିକାରୀ ଉପକୃତ ହେବେ।

Khansweb Solution Bhubaneswar

Leave A Reply

Your email address will not be published.