banner
Breaking
Yearly Archives

2023

ମହିଳା ଏସଆଇ ଆକ୍ରମଣ ଘଟଣାରେ ୩ ଅଟକ

ଭୁବନେଶ୍ୱର,୫ା୧(ବ୍ୟୁରୋ): ମହିଳା ଏସ୍‌ଆଇ ଶୁଭଶ୍ରୀ ନାୟକଙ୍କୁ ଆକ୍ରମଣ ଘଟଣାରେ ସଂପୃକ୍ତ ୩ ଅଭିଯୁକ୍ତଙ୍କୁ ଶହୀଦନଗର ଥାନାରେ ଅଟକ ରଖି ପଚରାଉଚରା କରିଛି ପୋଲିସ। ଏଥିସହ ଉକ୍ତ ରାତିରେ ଅଭିଯୁକ୍ତମାନେ ବ୍ୟବହାର କରିଥିବା ଏକ କାର୍‌କୁ ମଧ୍ୟ ପୋଲିସ ଜବତ କରିଛି। ନୂଆବର୍ଷରେ ଅତ୍ୟଧିକ ମଦ୍ୟପାନ…
Read More...

ଓଡ଼ିଶାରେ ଆରମ୍ଭ ହେଲା 5G ସେବା

ଭୁବନେଶ୍ୱର,୫ା୧(ବ୍ୟୁରୋ): ଆଜିଠୁ ଓଡ଼ିଶାରେ ୫-ଜି ସେବା ଆରମ୍ଭ ହୋଇଛି। କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଗୁରୁବାର ଏହାର ଶୁଭାରମ୍ଭ କରିଛନ୍ତି। ଏଥିପାଇଁ ରିଲାଏନ୍ସ ଜିଓ ଏବଂ ଏୟାରଟେଲ୍‌କୁ ଅନୁମତି ମିଳିଛି । ପ୍ରଥମେ ରାଜ୍ୟର ମୁଖ୍ୟ ସହରରେ ୫-ଜି ନେଟ୍‌ଓ୍ବାର୍କ ସୁବିଧା ଉପଲବ୍ଧ ହେବ।…
Read More...

ମାର୍ଚ୍ଚ ୧୦ରୁ ମାଟ୍ରିକ ପରୀକ୍ଷା

ଭୁବନେଶ୍ୱର : ମାର୍ଚ୍ଚ ୧୦ରୁ ଆରମ୍ଭ ହେବ ମାଟ୍ରିକ ପରୀକ୍ଷା। ଏନେଇ ବୋର୍ଡ ସଭାପତି ଗୁରୁବାର ସୂଚନା ଦେଇଛନ୍ତି। ମାର୍ଚ୍ଚ ୧୦ରୁ ଆରମ୍ଭ ହୋଇ ୧୭ ତାରିଖ ପର୍ଯ୍ୟନ୍ତ ପରୀକ୍ଷା ଚାଲିବ। ତେବେ ମାଟ୍ରିକ ପରୀକ୍ଷା ପାଇଁ ଖୁବ୍‌ଶୀଘ୍ର ଅନ୍‌ଲାଇନ୍‌ରେ ଫର୍ମ ଫିଲଅପ୍‌ ହେବ। ଗତବର୍ଷ ଭଳି ଚଳିତ ବର୍ଷ…
Read More...

ସହରରେ ମାଳ ମାଳ ବୁଲା ଗୋରୁ ଚିନ୍ତାରେ ବିଏମସି

ଭୁବନେଶ୍ୱର : ବୁଲା ଗୋରୁଙ୍କୁ ନେଇ ଚିନ୍ତାରେ ଭୁବନେଶ୍ୱର ମହାନଗର ନିଗମ (ବିଏମସି)। ଡିସେମ୍ବର ୩୦ ସୁଦ୍ଧା ରାଜଧାନୀ ରାସ୍ତାକୁ ଷଣ୍ଢମୁକ୍ତ କରାଯିବ ବୋଲି ମେୟର କହିଥିଲେ। ତେଣୁ ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରିବାକୁ ଅଧିକାରୀଙ୍କଠାରୁ ଆରମ୍ଭ କରି ଗୋରୁ ଉଠାଇବା ପାଇଁ ନିୟୋଜିତ ସଂସ୍ଥା…
Read More...

୧୦୮ ତମ ବିଜ୍ଞାନ କଂଗ୍ରେସ

ନୂଆଦିଲ୍ଲୀ : ମହାକାଶ ବିଜ୍ଞାନ କ୍ଷେତ୍ରରେ ଆଜି ସମଗ୍ର ବିଶ୍ୱରେ ଭାରତ ଆଗୁଆ ରହିଛି। ପ୍ରତିବର୍ଷ ଇସ୍ରୋ ଅନ୍ୟ ଦେଶର ଉପଗ୍ରହ ଉତକ୍ଷେପଣ କରିବା ଜାରି ରଖିଛି। ବର୍ତ୍ତମାନ ସୂର୍ଯ୍ୟଙ୍କ ବିଷୟରେ ସୂଚନା ସଂଗ୍ରହ କରିବାକୁ ଇସ୍ରୋ ଏକ ବଡ ଅଭିଯାନ ପାଇଁ ପ୍ରସ୍ତୁତ ହେଉଛି। ଏହା ବ୍ୟତୀତ…
Read More...

ବଟକୃଷ୍ଣ ପଣ୍ଡାଙ୍କ ଆଧ୍ୟାତ୍ମିକ କବିତା ସଂକଳନ ନିର୍ମାଲ୍ୟ କଣିକା ଉନ୍ମୋଚିତ

ଭୁବନେଶ୍ୱର - ନୀଳାଦ୍ରି ବିହାର ଠାରେ ପ୍ରତିବର୍ଷ ଭଳି ଶ୍ରୀମଦ୍ ଭାଗବତ ପାରାୟଣ କମିଟି ଦ୍ଵାରା ସ୍ଥାନୀୟ ଦୂର୍ଗାପୂଜା ମଣ୍ଡପ ଠାରେ ଏକାଦଶ ବର୍ଷର ପ୍ରବଚନ କାର୍ଯ୍ୟକ୍ରମ ଅବସରରେ କବି, ଲେଖକ, ସଂଗଠକ ତଥା ସମାଜସେବୀ ବଟକୃଷ୍ଣ ପଣ୍ଡାଙ୍କ ଦ୍ଵାରା ରଚିତ ଆଧ୍ୟାତ୍ମିକ କବିତା ସଂକଳନ ନିର୍ମାଲ୍ୟ…
Read More...

୧୭ରୁ ବସ୍ ଧର୍ମଘଟ

ଭୁବନେଶ୍ୱର,୫ା୧(ବ୍ୟୁରୋ): ଦାବି ପୂରଣ ନେଇ ନିଖିଳ ଓଡ଼ିଶା ଘରୋଇ ବସ୍‌ ମାଲିକ ସଂଘ ପୁଣି ସରକାରଙ୍କୁ ଚେତାବନୀ ଦେଇଛି। ଆସନ୍ତା ୧୬ ତାରିଖ ସୁଦ୍ଧା ଦାବି ପୂରଣ ନ ହେଲେ ୧୭ ତାରିଖରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ରାଜ୍ୟବ୍ୟାପୀ ଘରୋଇ ବସ୍‌ ଚଳାଚଳ ବନ୍ଦ ରହିବ। ରାଜ୍ୟ ଘରୋଇ ବସ୍‌ ମାଲିକ ସଂଘ…
Read More...

ନୂତନ ସ୍ବାସ୍ଥ୍ୟ ପରାମର୍ଶଦାତାଙ୍କ ନିଯୁକ୍ତି ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୪ା୧(ବ୍ୟୁରୋ): ରାଜ୍ୟ ସରକାରଙ୍କ ପକ୍ଷରୁ ବିଜୁ କଲ୍ୟାଣ ସ୍ବାସ୍ଥ୍ୟ ଯୋଜନାରେ ଯୋଗାଇ ଦିଆଯାଉଥିବା ସେବାର ବିକାଶ ପାଇଁ ନୂଆ ସ୍ବାସ୍ଥ୍ୟ ପରାମର୍ଶଦାତାଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ନିଯୁକ୍ତି ଦେଇଛନ୍ତି । ବିଭିନ୍ନ ସରକାରୀ ଯୋଜନା, ମେଡିକାଲ କଲେଜ ଓ ହସ୍ପିଟାଲରେ…
Read More...

ବଢିଲା ମେଡିକାଲ କଲେଜ ଅଧ୍ୟାପକଙ୍କ ଦରମା

ଭୁବନେଶ୍ୱର,୪ା୧(ବ୍ୟୁରୋ): ରାଜ୍ୟ ସରକାର ବୁଧବାର ବିଭିନ୍ନ ସରକାରୀ ମେଡିକାଲ କଲେଜରେ ଠିକାରେ ନିଯୁକ୍ତି ପାଇଥିବା ଅଧ୍ୟାପକମାନଙ୍କ ଦରମା ବୃଦ୍ଧି କରିଛନ୍ତି। ଆସିଷ୍ଟାଣ୍ଟ ପ୍ରଫେସର, ଆସୋସିଏଟ ପ୍ରଫେସର ଓ ପ୍ରଫେସରଙ୍କ ଦରମା ବୃଦ୍ଧି ସହ ବାର୍ଷିକ ୩ରୁ ୫ ପ୍ରତିଶତ ଇନ୍‌କ୍ରିମେଣ୍ଟ ପାଇଁ …
Read More...

ମୁଖ୍ୟମନ୍ତ୍ରୀଙ୍କ ଦୀର୍ଘାୟୁ କାମନା କରି ଜାଳିଲେ ୧୦୦୧ ଦୀପ

ଭୁବନେଶ୍ୱର,୪ା୧ ଭୁବନେଶ୍ୱରର ସର୍ବ ପୂରାତନ ପୀଠ ମା ଶିଖରଚଣ୍ଡୀ ମନ୍ଦିର ପର୍ଯଟନ କ୍ଷେତ୍ରର ମାନ୍ୟତା ପାଇଛି । ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତକାଲି ଏହା ଘୋଷଣା କରିବା ପରେ ଅଞ୍ଚଳବାସୀଙ୍କ ମନରେ ଖୁସିର ଲହରୀ ଖେଳି ଯାଇଛି । ଆଜି ସନ୍ଧ୍ୟାରେ ମାଙ୍କ ପୀଠର ପାଦଦେଶରେ…
Read More...