banner
Breaking
Yearly Archives

2023

ବିଶ୍ବକପ୍ ଜିତିଲା ଭାରତ ମହିଳା ଦଳ(୧୯)

ପୋଶ୍ଚେଫଷ୍ଟ୍ରୁମ୍‌,୨୯।୧: ଭାରତ ଅଣ୍ଡର-୧୯ ମହିଳା ଟି-୨୦ ବିଶ୍ୱକପ ୨୦୨୩ ଟାଇଟଲ ହାସଲ କରିଛି। ଶେଫାଳି ବର୍ମାଙ୍କ ନେତୃତ୍ୱଧୀନ ଭାରତୀୟ ଦଳ ଫାଇନାଲରେ ଇଂଲଣ୍ଡକୁ ୭ ଉଇକେଟରେ ପରାସ୍ତ କରିଛି। ଟିମ ଇଣ୍ଡିଆ ଏହି ବିଶ୍ୱକପର ପ୍ରଥମ ସଂସ୍କରଣ ଜିତି ଇତିହାସ ସୃଷ୍ଟି କରିଛି । ପ୍ରଥମେ ବ୍ୟାଟିଂ…
Read More...

ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ପରଲୋକ

ଭୁବନେଶ୍ବର : ଗୁଳିମାଡରେ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ରବିବାର ପରଲୋକ ଘଟିଛି। ଆପୋଲ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିବା ହସ୍ପିଟାଲ ପକ୍ଷରୁ ସୂଚନା ଦିଆଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୬୧ ବର୍ଷ ହୋଇଥିଲା। ସୂଚନାଯୋଗ୍ୟ, ରବିବାର ବ୍ରଜରାଜନଗରେ ଏକ…
Read More...

ସରକାରୀ ଡାକ୍ତରଖାନାରେ ଛୁଟିଦିନରେ ଖୋଲା ରହିବ ଓଟି

ଭୁବନେଶ୍ୱର, ୨୮।୧(ବ୍ୟୁରୋ): ରାଜ୍ୟରେ ଥିବା ସରକାରୀ ଡାକ୍ତରଖାନାରେ ଏଣିକି ଛୁଟିଦିନରେ ମଧ୍ୟ ଅସ୍ତ୍ରୋପଚାର ଗୃହ (ଓଟି) ଖୋଲା ରହିବ। ଫଳରେ ଜରୁରିକାଳୀନ ଚିକିତ୍ସା ସେବା ପାଇଁ ଅସୁବିଧାର ସମ୍ମୁଖୀନ ହେଉଥିବା ବହୁ ଗରିବ ପରିବାର ଉପକୃତ ହୋଇପାରିବେ। ମାସର ଦ୍ୱିତୀୟ ଓ ଚତୁର୍ଥ ଶନିବାର ଏବଂ…
Read More...

ବିଶିଷ୍ଟ ସାହିତ୍ୟିକ ହୁସେନ ରବି ଗାନ୍ଧୀଙ୍କ ପରଲୋକ

କଟକ,୨୮ା୧: ବିଶିଷ୍ଟ ସାହିତ୍ୟିକ ତଥା ରାଜନେତା ହୁସେନ ରବି ଗାନ୍ଧୀଙ୍କର ଶନିବାର ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୪ ବର୍ଷ ହୋଇଥିଲା। ସେ ଅସୁସ୍ଥ ଥିବାରୁ ଏସ୍‌ସିବି ମେଡିକାଲରେ ଚିକିତ୍ସାଧୀନ ଥିଲେ। ତେବେ ଆଜି ମଧ୍ୟାହ୍ନରେ ତାଙ୍କର ଦେହାନ୍ତ ହୋଇଛି। ତାଙ୍କର ଶେଷ ଦର୍ଶନ ଲାଗି…
Read More...

ରେକର୍ଡ ଭାଙ୍ଗିଲା ପଠାନ

ନୂଆଦିଲ୍ଲୀ: ସୁପରଷ୍ଟାର ଶାହାରୁଖ୍‌ ଖାନ୍‌ ଏବଂ ଦୀପିକା ପାଦୁକୋନ୍‌ ଅଭିନୀତ ଚଳଚ୍ଚିତ୍ର ‘ପଠାନ’ ଗ୍ଲୋବାଲ ବକ୍ସ ଅଫିସ୍‌ରେ ରେକର୍ଡ ସୃଷ୍ଟି କରିଛି। ଦୁଇ ଦିନରେ ଏହାର ଆୟ ୨୧୯.୬ କୋଟି ଟଙ୍କାରେ ପହଞ୍ଚତ୍ଥିବା ଚଳଚ୍ଚିତ୍ର ପ୍ରଯୋଜକ ଘୋଷଣା କରିଛନ୍ତି। ପ୍ରଡକ୍‌ଶନ ହାଉସ ୟାଶ ରାଜ ଫିଲ୍ମସ୍‌ର…
Read More...

ଟି୨୦ (୧୯) ମହିଳା ବିଶ୍ବକପ୍ ଫାଇନାଲରେ ଭାରତ

ଦକ୍ଷିଣ ଆଫ୍ରିକା : ଓପନର ଶ୍ୱେତା ଶେରାଓ୍ବତଙ୍କ ଅପରାଜିତ ଅର୍ଦ୍ଧଶତକ ଏବଂ ପାର୍ଶଭି ଚୋପ୍ରାଙ୍କ ୩ ଉଇକେଟ ସଫଳତାକୁ ପାଥେୟ କରି ଭାରତ ୮ ଉଇକେଟରେ ନ୍ୟୁଜିଲାଣ୍ଡକୁ ପରାସ୍ତ କରି ୧୯ ବର୍ଷରୁ କମ୍‌ ମହିଳା ଟି୨୦ ବିଶ୍ୱକପ୍‌ ଫାଇନାଲରେ ପ୍ରବେଶ କରିଛି। ଶୁକ୍ରବାର ଅନୁଷ୍ଠିତ ପ୍ରଥମ…
Read More...

ହ୍ବାଟ୍ସଆପରେ ହେବ ଅନେକ ପରିବର୍ତନ

ନୂଆଦିଲ୍ଲୀ : ହ୍ୱାଟ୍ସଆପ୍‌ରେ ଅନେକ ପରିବର୍ତ୍ତନ ହେବା ପାଇଁ ଯାଉଛି । ଏହାର ବ୍ୟବହାରକାରୀଙ୍କୁ ଆପ୍‌ରେ ଅନେକ ନୂଆ ଅପସନ୍‌ ମିଳିବ । ହ୍ୱାଟ୍ସଆପ୍‌ର ବିଟା ଭର୍ସନରେ ଏହା ଏବେ ଉପଲବ୍ଧ । ଏବେ ଏହି ସବୁ ନୂଆ ଫିଚର୍‌ର ପରୀକ୍ଷଣ କରାଯାଉଛି । ହ୍ୱାଟ୍ସଆପ୍‌ର ଡ୍ରଇଂ ଟୁଲ୍‌ରେ ଏବେ ପରିବର୍ତ୍ତନ…
Read More...

ହକି ବିଶ୍ବକପ୍ ଫାଇନାଲରେ ଜର୍ମାନୀ, ବେଲଜିୟମ

ଭୁବନେଶ୍ୱର: ଓଡିଶାରେ ଚାଲିଥିବା ହକି ବିଶ୍ୱକପର ଫାଇନାଲରେ ପ୍ରବେଶ କରିଛନ୍ତି ଜର୍ମାନୀ ଏବଂ ବେଲଜିୟମ । ନେଦରଲାଣ୍ଡ ଓ ବେଲଜିୟମ ମଧ୍ୟରେ ଖେଳା ଯାଇଥିବା ଦ୍ୱିତୀୟ ସେମିଫାଇନାଲ ମ୍ୟାଚ ବେଶ ରୋମାଂଚପୂର୍ଣ୍ଣ ହୋଇଥିଲା । ନିର୍ଦ୍ଧାରିତ ସମୟରେ ଉଭୟ ଟିମ ୨ଟି ଲେଖାଁଏ ଗୋଲ ସ୍କୋର କରିଥିଲେ ।…
Read More...

ଶ୍ରୀକ୍ରିଷ୍ଣା ଇଣ୍ଟରନ୍ୟାସନାଲ ସ୍କୁଲରେ ବକୁଳ ବନ ଉଦ୍‌ଘାଟିତ

ଭୁବନେଶ୍ୱର : ପବିତ୍ର ୭୪ତମ ସାଧାରଣତନ୍ତ୍ର ଦିବସ ପାଳନ ଓ ସରସ୍ୱତୀ ପୂଜା ଅବସରରେ ଭୁବନେଶ୍ୱର ମଳିପଡାସ୍ଥିତ ଶ୍ରୀକ୍ରିଷ୍ଣା ଇଣ୍ଟରନ୍ୟାସନାଲ ସ୍କୁଲରେ ସାଧାରଣତନ୍ତ୍ର ଦିବସ ପାଳନ, ସରସ୍ୱତୀ ପୂଜା, ବକୁଳ ବନ ଶିଶୁ ଉଦ୍ୟାନ ଉଦ୍‌ଘାଟନ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ସ୍କୁଲର…
Read More...

ନୀଳାଦ୍ରି ବିହାର ବରିଷ୍ଠ ନାଗରିକ ଟ୍ରଷ୍ଟ ପକ୍ଷରୁ ସାଧାରଣତନ୍ତ୍ର ଦିବସ

ଭୁବନେଶ୍ବର: ନୀଳାଦ୍ରି ବିହାର ବରିଷ୍ଠ ନାଗରିକ ଟ୍ରଷ୍ଟ ପକ୍ଷରୁ ୭୪ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି। ଟ୍ରଷ୍ଟର ସମ୍ପାଦକ ବଂଶୀଧର ସେଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମାରୋହରେ ସଭାପତି ସାଧୁଚରଣ ସାମନ୍ତରାୟ ପତାକା ଉତ୍ତୋଳନ କରିଥିଲେ। ମୁଖ୍ୟ ଅତିଥି ଭାବେ ଯୁବନେତା ମନୋଜ…
Read More...