banner
Breaking
Yearly Archives

2023

ମୁଖ୍ୟମନ୍ତ୍ରୀ ଦେଇଥିବା ତଥ୍ୟ ସମ୍ପୁର୍ଣ୍ଣ ଭୁଲ୍ ଓ ନିରାଧାର : ସୂର୍ଯ୍ୟବଂଶୀ

ଭୁବନେଶ୍ବର,୩ା୨(ବ୍ୟୁରୋ):କେନ୍ଦ୍ର ବଜେଟରେ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ ଅର୍ଥ କମିବା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଇଥିବା ତଥ୍ୟ ସମ୍ପୂର୍ଣ୍ଣ ଭୁଲ୍‌ ଓ ନିରାଧାର ବୋଲି ଧାମନଗର ବିଧାୟକ ସୂର୍ଯ୍ୟବଂଶୀ ସୁରଜ କହିଛନ୍ତି। ଭାଜପା ରାଜ୍ୟ କାର୍ଯ୍ୟାଳୟଠାରେ ଗୁରୁବାର ଅନୁଷ୍ଠିତ ସାମ୍ବାଦିକ…
Read More...

ଓଡ଼ିଶାକୁ ମିଳିବ ୪୬,୨୫୧ କୋଟି

ନୂଆଦିଲ୍ଲୀ : ୨୦୨୩-୨୪ ଆର୍ଥିକବର୍ଷରେ କେନ୍ଦ୍ରୀୟ ଟିକସ ଓ ଶୁଳ୍କ ବାବଦ ଅଂଶଧନ ଆକାରରେ ଓଡ଼ିଶା ୪୬,୨୫୧ କୋଟି ଟଙ୍କା ପାଇବ। ୨୦୨୨-୨୩ ତୁଳନାରେ ଏହା ହେଉଛି ୩,୨୬୧ କୋଟି ଟଙ୍କା ଅଧିକ। କେନ୍ଦ୍ର ସରକାର ମୋଟ ୧୦.୨୧ ଲକ୍ଷ କୋଟି ଟଙ୍କା ରାଜ୍ୟଗୁଡ଼ିକ ପାଇଁ ବଜେଟରେ ଆବଣ୍ଟନ କରିଛନ୍ତି।…
Read More...

ଏମ୍‌ସ ଭୁବନେଶ୍ୱରର ଭାରପ୍ରାପ୍ତ ମେଡିକାଲ ଅଧୀକ୍ଷକ ଭାବେ ଦାୟିତ୍ବ ନେଲେ ବରିଷ୍ଠ ଚିକିତ୍ସକ ଡ. ଦିଲ୍ଲୀପ କୁମାର ପରିଡ଼ା

ଭୁବନେଶ୍ବର : ଏମ୍‌ସ ଭୁବନେଶ୍ୱର ଭାରପ୍ରାପ୍ତ ମେଡିକାଲ ଅଧୀକ୍ଷକ ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି ବରିଷ୍ଠ ଚିକିତ୍ସକ ତଥା ରେଡିଏସନ୍‌ ଅଙ୍କୋଲୋଜି ବିଭାଗ ମୁଖ୍ୟ ଡ. ଦିଲ୍ଲୀପ କୁମାର ପରିଡ଼ା। ଏହି ଅବସରରେ ଏମ୍‌ସ ଭୁବନେଶ୍ବର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ପ୍ରଫେସର(ଡ.) ଆଶୁତୋଷ ବିଶ୍ବାସ…
Read More...

କାଲି ଲାଗିଥିଲା ୪ ଦଫା, ଆଜିକି ୧୦ ହେଇଗଲା :ସାଲୁଜା

ଭୁବନେଶ୍ୱର: କଣ୍ଟାବାଞ୍ଜି କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ପୁଅକୁ ପୋଲିସ ଗିରଫ କରିଛି । ଅଭିଯୋଗ ଅନୁସାରେ, ସାଲୁଜାଙ୍କ ପୁଅ ସେଜି ଅନ୍ୟ ସାଙ୍ଗମାନଙ୍କ ସହ ମିଶି ସିନେମା ହଲରେ ଗଣ୍ଡଗୋଳ କରିଥିଲେ । ଯେଉଁଥିପାଇଁ ପୋଲିସ ସେଜିଙ୍କ ସହ ୬ ଜଣଙ୍କୁ ଗିରଫ କରିଛି । ପୁଅ ସହ ୬ ଜଣଙ୍କୁ…
Read More...

କାଗଜ ଖଣ୍ଡକୁ ମିଳିବ କି ହତ୍ୟା ରହସ୍ୟ?

ଝାରସୁଗୁଡ଼ା : ନବ ଦାସଙ୍କ ମୃତ୍ୟୁକୁ ନେଇ ଅନେକ ଆଲୋଚନା ପର୍ଯ୍ୟାଲୋଚନା ଚାଲିଛି। ବାସ୍ତବ ସତ କଣ ତାହା ତଦନ୍ତ ଶେଷ ହେବା ପରେ ଜଣାପଡ଼ିବ। କିନ୍ତୁ ଏନେଇ ଅନେକ ପ୍ରଶ୍ନ ଉଠିଛି। ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କୁ କାହିଁକି ଗୁଳି କଲା ଗୋପାଳ ? ଗୁଳି ପଛର କାରଣ ବ୍ୟକ୍ତିଗତ ଶତ୍ରୁତା ନା ଆଉ…
Read More...

ଅଗ୍ନିଶମ ବିଭାଗ ନାମ ପରିବର୍ତ୍ତନ

ଭୁବନେଶ୍ୱର,୨।୨(ବ୍ୟୁରୋ): ପରିବର୍ତ୍ତନ ହେଲା ଓଡ଼ିଶା ଅଗ୍ନିଶମ ବିଭାଗ ନାଁ। ଏହାର ନାଁକୁ ବଦଳାଇ ଅଗ୍ନିଶମ ଓ ଜରୁରୀ ସେବା ବିଭାଗ ହୋଇଛି। ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। କୌଣସି ବିପଦ ସମୟରେ ଉଦ୍ଧାର, ପୁନରୁଦ୍ଧାର ଏବଂ ରିଲିଫରେ ଅଗ୍ନିଶମ ବିଭାଗ ସେବା ଯୋଗାଇ…
Read More...

ଫେବୃଆରୀ ୨୧ରୁ ବଜେଟ ଅଧିବେଶନ

ଭୁବନେଶ୍ବର,୨।୨(ବ୍ୟୁରୋ): ଫେବୃୟାରୀ ୨୧ ତାରିଖରୁ ବିଧାନସଭା ବଜେଟ ଅଧିବେଶନ ଆରମ୍ଭ ହେବ। ୨ଟି ପର୍ଯ୍ୟାୟରେ ଏହି ଅଧିବେଶନ ବସିବ। ଫେବୃୟାରୀ ୨୧ରୁ ମାର୍ଚ୍ଚ ୨ ତାରିଖ ଯାଏ ପ୍ରଥମ ପର୍ଯ୍ୟାୟ ଅଧିବେଶନ ଏବଂ ମାର୍ଚ୍ଚ ୧୦ରୁ ଏପ୍ରିଲ ୬ ତାରିଖ ପର୍ଯ୍ୟନ୍ତ ଦ୍ବିତୀୟ ପର୍ଯ୍ୟାୟ ଅଧିବେଶନ ବସିବ।…
Read More...

ବଜେଟକୁ ଔପଚାରିକ ଅନୁମୋଦନ କଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ,୧।୨ : କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ପୂର୍ବାହ୍ନ ୧୧ ଟାରେ ଦେଶର ସାଧାରଣ ବଜେଟ ୨୦୨୩ ଉପସ୍ଥାପନ କରିବେ। ଇତି ମଧ୍ୟରେ ଅର୍ଥମନ୍ତ୍ରୀ କ୍ୟାବିନେଟ ବୈଠକରେ ଯୋଗଦେବା ପାଇଁ ସଂସଦ ଗୃହରେ ପହଞ୍ଚିଛନ୍ତି। ଏହାପୂର୍ବରୁ ସେ ରାଷ୍ଟ୍ରପତି ଭବନରେ ପହଞ୍ଚିବା ପରେ ରାଷ୍ଟ୍ରପତି…
Read More...

ଆଜିଠାରୁ ଯୁକ୍ତ ଦୁଇ ପ୍ରାକ୍ଟିକାଲ୍ ପରୀକ୍ଷା

ଭୁବନେଶ୍ୱର,୧।୨ : ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍‌ଏସ୍‌ଇ) ଦ୍ୱାରା ପରିଚାଳିତ ଯୁକ୍ତ୨ ପ୍ରାକ୍ଟିକାଲ ପରୀକ୍ଷା ବୁଧବାରଠାରୁ ଆରମ୍ଭ ହେବ। ସକାଳ ୯ଟା ୩୦ରୁ ଛାତ୍ରୀଛାତ୍ରମାନେ ଲାବ୍‌ ମଧ୍ୟକୁ ପ୍ରବେଶ କରିବେ। ପ୍ରଥମ ସିଟିଂ ୧୦ଟାରୁ ଆରମ୍ଭ ହୋଇ ଅପରାହ୍ନ ୧ଟା ପର୍ଯ୍ୟନ୍ତ ଚାଲିବ।…
Read More...

ଆଜିଠାରୁ ଜନତା ମଇଦାନରେ ତୋଷାଳି ମେଳା

ଭୁବନେଶ୍ୱର,୧।୨(ବ୍ୟୁରୋ): ସପ୍ତଦଶ ତୋଷାଳି ଜାତୀୟ ହସ୍ତତନ୍ତ ମେଳା ବୁଧବାରଠାରୁ ଜନତା ମଇଦାନଠାରେ ଆରମ୍ଭ ହେବ। ରାଜ୍ୟ ସରକାରଙ୍କ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ପକ୍ଷରୁ ହସ୍ତତନ୍ତ ମନ୍ତ୍ରଣାଳୟର ବିକାଶ ଆୟୁକ୍ତ (ହସ୍ତଶିଳ୍ପ) ଓ ବିକାଶ ଆୟୁକ୍ତ (ହସ୍ତତନ୍ତ)ଙ୍କ ସହଭାଗିତାରେ ରାଜ୍ୟ…
Read More...