banner
Breaking

ଅଗ୍ନିଶମ ବିଭାଗ ନାମ ପରିବର୍ତ୍ତନ

0

ଭୁବନେଶ୍ୱର,୨।୨(ବ୍ୟୁରୋ): ପରିବର୍ତ୍ତନ ହେଲା ଓଡ଼ିଶା ଅଗ୍ନିଶମ ବିଭାଗ ନାଁ। ଏହାର ନାଁକୁ ବଦଳାଇ ଅଗ୍ନିଶମ ଓ ଜରୁରୀ ସେବା ବିଭାଗ ହୋଇଛି। ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।
କୌଣସି ବିପଦ ସମୟରେ ଉଦ୍ଧାର, ପୁନରୁଦ୍ଧାର ଏବଂ ରିଲିଫରେ ଅଗ୍ନିଶମ ବିଭାଗ ସେବା ଯୋଗାଇ ଆସୁଥିଲା। ହେଲେ ଆଇନଗତ ମାନ୍ୟତା ମିଳି ନ ଥିଲା।

Khansweb Solution Bhubaneswar

Leave A Reply

Your email address will not be published.