banner
Breaking
Yearly Archives

2022

ଆଇପିଏଲ ନିଲାମରେ ୫୯୦ ଖେଳାଳି

ବେଙ୍ଗାଲୁରୁ,୨।୨: ଆଇପିଏଲ୍‌ ୨୦୨୨ର ମେଗା ନିଲାମ ୧୨ ଏବଂ ୧୩ ଫେବୃୟାରୀରେ ବେଙ୍ଗାଲୁରୁରେ ଅନୁଷ୍ଠିତ ହେବ। ଏଥିରେ କେତେ ଖେଳାଳିଙ୍କୁ ନିଲାମ କରାଯିବ ତାହାର ଅନ୍ତିମ ତାଲିକା ପ୍ରକାଶ ପାଇଛି। ଏହି ନିଲାମରେ ମୋଟ ୫୯୦ ଖେଳାଳି ଅଂଶଗ୍ରହଣ କରିବେ। ସେଠାରେ ୨୨୮ କ୍ୟାପ୍‌ଡ ଖେଳାଳି, ୩୫୫…
Read More...

ଏହା ବିକାଶଶୀଳ ଓ ଆତ୍ମନିର୍ଭର ଭରାତ ବଜେଟ୍ : ମୋଦି

ଦିଲ୍ଲୀ,୨/୧ : ସଂସଦରେ ଉପସ୍ଥାପିତ ସାଧାରଣ ବଜେଟ ୨୦୨୨-୨୩କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସ୍ବାଗତ କରିବା ସହିତ ଏହାକୁ ଆତ୍ମନିର୍ଭର ଭାରତ ବଜେଟ୍ ବୋଲି କହିଛନ୍ତି। ସେ କହିଛନ୍ତି ଯେ ଏହି ବଜେଟ୍ ପ୍ରତ୍ୟେକ କ୍ଷେତ୍ରର ଲୋକଙ୍କ ମଧ୍ୟରେ ଉତ୍ସାହ ଆଣିଦେଇଛି। ଏହି ବଜେଟ୍‌ ଦେଶର ଅର୍ଥ…
Read More...

ବଜେଟରେ କଣ ଶସ୍ତା କଣ ମହଙ୍ଗା ଜାଣନ୍ତୁ

ନୂଆଦିଲ୍ଲୀ,୧/୨ : ମଙ୍ଗଳବାର କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ବଜେଟ୍‍ ଉପସ୍ଥାପନ କରିଛନ୍ତି। ଚତୁର୍ଥ କେନ୍ଦ୍ରୀୟ ବଜେଟ୍‍ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ। ତେବେ ବଜେଟ୍‍ କୁ ନେଇ ସାଧାରଣ ଜନତାଙ୍କ ମନରେ ପ୍ରଶ୍ନବାଚୀ କେଉଁ ଦ୍ରବ୍ୟ ଶସ୍ତା ଓ କେଉଁ ଦ୍ରବ୍ୟ ମହଙ୍ଗା…
Read More...

ଅବସର ଗ୍ରହଣ କଲେ ସେନା ଉପମୁଖ୍ୟ

ନୂଆଦିଲ୍ଲୀ,୧।୨: ଭାରତର ସେନା ଉପମୁଖ୍ୟ ଥିବା ଲ୍ୟୁଟ୍‌ନାଣ୍ଟ ଜେନେରାଲ ଚଣ୍ଡି ପ୍ରସାଦ ମହାନ୍ତି ସୋମବାର ଅବସର ଗ୍ରହଣ କରିଛନ୍ତି। ସେ ଜାତୀୟ ଯୁଦ୍ଧ ସ୍ମାରକୀକୁ ଯାଇ ଶହୀଦ ଯବାନମାନଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ। ଓଡ଼ିଶାର ଜଗତ୍‌ସିଂହପୁର ଜିଲାରେ ଜନ୍ମିତ ସି.ପି.…
Read More...

ଓମିକ୍ରନ୍ ଆକ୍ରାନ୍ତ ସୁସ୍ଥ ହେବାପରେ ବଢୁଛି ଇମ୍ୟୁନିଟି

ନୂଆଦିଲ୍ଲୀ,୧ ।୨: କରୋନା ଭାଇରସର ଓମିକ୍ରନ୍ ଭାରିଏଣ୍ଟରେ ସଂକ୍ରମିତ ହେଉଥିବା ଲୋକେ ସୁସ୍ଥ ହେବା ପରେ ସେମାନଙ୍କ ନିକଟରେ ଭରପୁର ରୋଗ ପ୍ରତିରୋଧକ କ୍ଷମତା(ଇମ୍ୟୁନିଟି) ବିକଶିତ ହେଉଛି । ଜିନୋମ ସିକ୍ୟୁନସିଂର ଅଧ୍ୟୟନରୁ ଏହା ଜଣାପଡିଛି । ଏହି ଇମ୍ୟୁନିଟି ଡେଲ୍ଟା ଭଳି ଅନ୍ୟ ଭାରିଏଣ୍ଟକୁ…
Read More...

ଆବାସ ଘର ପାଇଁ କେନ୍ଦ୍ରମନ୍ତ୍ରୀଙ୍କୁ ଚିଠି

ଭୁବନେଶ୍ୱର,୧ା୨(ବ୍ୟୁରୋ): ପ୍ରଧାନମନ୍ତ୍ରୀ ଆବାସ ଯୋଜନା-ଗ୍ରାମୀଣ (ପିଏମ୍‌ଏୱାଇ-ଜି) ଅଧୀନରେ ଗୃହ ମଞ୍ଜୁର କରିବା ସଂକ୍ରାନ୍ତରେ ରାଜ୍ୟ ସରକାର କେନ୍ଦ୍ରକୁ ପୁଣି ମନେପକାଇ ଦେଇଛନ୍ତି। ରାଜ୍ୟ ସରକାର ଘର ଯୋଗାଇ ଦେବାକୁ କେନ୍ଦ୍ରକୁ ବାରମ୍ବାର ଅନୁରୋଧ କରିବା ପରେ ମଧ୍ୟ କୌଣସି ଉତ୍ତର…
Read More...

ଏବେ କଡାକଡି ହେବ ଗାଡ଼ି ଚେକିଂ

ଭୁବନେଶ୍ୱର,୧ା୨(ବ୍ୟୁରୋ): ରାଜ୍ୟରେ ସଡ଼କ ଦୁର୍ଘଟଣାଜନିତ ମୃତ୍ୟୁ ସଂଖ୍ୟା ହ୍ରାସ କରାଇବା ପାଇଁ ପରିବହନ ବିଭାଗ ପକ୍ଷରୁ ଜୋର୍‌ଦାର ପ୍ରୟାସ ଆରମ୍ଭ ହୋଇଛି। ପ୍ରତ୍ୟେକ ବର୍ଷ ଦୁର୍ଘଟଣାଜନିତ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଉଥିବା କାରଣରୁ ରାଜ୍ୟ ସରକାରଙ୍କୁ ବାରମ୍ବାର ସୁପ୍ରିମକୋର୍ଟ କମିଟି…
Read More...

ରାଜ୍ୟରେ ଆଜି ୩,୦୮୬ ଜଣ ପଜିଟିଭ ଚିହ୍ନଟ

ଭୁବନେଶ୍ୱର,୧।୨(ବ୍ୟୁରୋ): ରାଜ୍ୟରେ ଗତ ୨୪ ଘଣ୍ଟାରେ ୩ ,୦୮୬ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ସଂଗରୋଧରୁ ୧, ୭୯୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ, ସ୍ଥାନୀୟ ସଂକ୍ରମିତ ୧, ୨୮୯ ଜଣ ଓ ୧୮ ବର୍ଷ ମଧ୍ୟରେ ୪୫୪ ଜଣ ପଜିଟିଭ୍ ରହିଛନ୍ତି। ଆଜି ଚିହ୍ନଟ…
Read More...

ପ୍ରେମ, ପ୍ରତାରଣା ପାଇଁ ତାଲିଗଲା ଜୀବନ

ଭୁବନେଶ୍ୱର,୧।୨(ବ୍ୟୁରୋ): ପ୍ରେମିକାଙ୍କ ପ୍ରତାରଣା ଶେଷରେ ଜଣେ ମଡେଲଙ୍କ ପ୍ରାଣ ନେଇଗଲା। ସୋମବାର ଇନ୍‌ଫୋସିଟି ଥାନା ନନ୍ଦନବିହାର ଅଞ୍ଚଳରେ ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ମୃତ ମଡେଲ ହେଲେ ସୌମ୍ୟରଞ୍ଜନ ପାଣିଗ୍ରାହୀ(୩୧)। ସେ ରହୁଥିବା ଘରୁ ତାଙ୍କର ଝୁଲନ୍ତା ମୃତଦେହକୁ ପୋଲିସ…
Read More...

ପୌର ଅଧ୍ୟକ୍ଷ ସ°ରକ୍ଷଣ ତାଲିକା ପ୍ରକାଶ

ଭୁବନେଶ୍ୱର,୩୧।୧(ବ୍ୟୁରୋ): ପୌର ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ପୌରସଂସ୍ଥା ଅଧ୍ୟକ୍ଷ ଆସନ ପାଇଁ ଚୂଡାନ୍ତ ସଂରକ୍ଷଣ ତାଲିକା ପ୍ରକାଶ ପାଇଛି। ଏ ନେଇ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି। ୧୦୭ ପୌରସଂସ୍ଥା ଅଧ୍ୟକ୍ଷ ପଦ ପାଇଁ ସଂରକ୍ଷଣ ତାଲିକା…
Read More...