ପଡିଆରୁ ମିଳିଲା ମହିଳାଙ୍କ ମୃତ ଦେହ
ଫୁଲନଖରା,୫।୪:(ବ୍ୟୁରୋ): କଟକ ସଦର ଥାନା ଅଧୀନ ଅରିଲୋ ମେଳନ ପଡ଼ିଆରୁ ପୋଲିସ ଜଣେ ମହିଳାଙ୍କ ମୃତଦେହ ଜବତ କରିଛି। ସେ ହେଲେ ଅରିଲୋ ଗ୍ରାମର ହେମଲତା ପାଣିଗ୍ରାହୀ(୫୧)।
ମିଳିଥିବା ସୂଚନା ମୁତାବକ, ହେମଳତାଙ୍କ ସ୍ବମୀ ଭୀମସେନ ପାଣିଗ୍ରାହୀ ଓ ପୁଅ ବିକାଶ ପରିବା ବ୍ୟବସାୟ କରି ସୋମବାର…
Read More...
Read More...