banner
Breaking
Yearly Archives

2022

କଲବଲ କରୁଛି ତାତି

ଭୁବନେଶ୍ୱର,୨୬ା୪(ବ୍ୟୁରୋ)- ସମଗ୍ର ରାଜ୍ୟକୁ କଲବଲ କରୁଛି ତାତି। ମଙ୍ଗଳବାର ରାଜ୍ୟର ୨୪ଟି ସ୍ଥାନରେ ସର୍ବୋଚ୍ଚ ତାପମାତ୍ରା ୪୦ ଡିଗ୍ରୀ ସେଲ୍‌ସିୟସ ରହିଛି। ସେଥିରୁ ୧୪ଟି ସ୍ଥାନରେ ପାରଦ ୪୨ ଡିଗ୍ରୀ ସେଲ୍‌ସିୟସ ଥିବା ବେଳେ ୯ଟି ସ୍ଥାନରେ ସର୍ବୋଚ୍ଚ ତାପମାତ୍ରା ୪୩ ଡିଗ୍ରୀ ସେଲ୍‌ସିୟସ…
Read More...

ଚତୁର୍ଥ ଲହରରେ ସାବଧାନ ପାଇଁ ବିଶେଷଜ୍ଞଙ୍କ ମନ୍ତ୍ର

ନୂଆଦିଲ୍ଲୀ/ଜେନେଭା, ୨୬।୪ : ଦିଲ୍ଲୀ-ଏନସିଆରରେ କରୋନା ମହାମାରୀ ସଂକ୍ରମଣ ବଢ଼ିବାରେ ଲାଗିଛି। ଏଥର ଛୋଟ ପିଲାମାନେ ମଧ୍ୟ ବହୁ ସଂଖ୍ୟାରେ କରୋନା ସଂକ୍ରମିତ ହେଉଛନ୍ତି। ନୋଏଡା ଏବଂ ଗାଜିଆବାଦରେ ହାରାହାରି ୧୦ ଜଣ ପିଲା ପ୍ରତିଦିନ କରୋନାରେ ଆକ୍ରାନ୍ତ ହେଉଛନ୍ତି। ଏଭଳି ପରିସ୍ଥିତିରେ,…
Read More...

୬ ରୁ ୧୨ ବର୍ଷ ପିଲାଙ୍କୁ ମିଳିବ ଟିକା

ନୂଆଦିଲ୍ଲୀ,୨୬।୪: ଦେଶରେ ଏବେ ଦୈନିକ ସଂକ୍ରମଣ ବଢିବାରେ ଲାଗିଛି। ଏଭଳି ସ୍ଥିତିରେ ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି। ୬ରୁ ୧୨ ବର୍ଷ ପିଲାଙ୍କୁ କୋଭିଡ଼ ଟିକା ମିଳିବ। ତେବେ ପିଲାଙ୍କୁ ଭାରତ ବାୟୋଟିକ୍‌ ଦ୍ୱାରା ପ୍ରସ୍ତୁତ ‘କୋଭାକ୍ସିନ’ ଟିକା ଦେବାକୁ ଡିସିଜିଆଇ ପକ୍ଷରୁ ଅନୁମତି ମିଳିଛି।…
Read More...

ନିଷ୍ଠାର ସହ ଲୋକମାନଙ୍କ କାମ କର : ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୫ା୪(ବ୍ୟୁରୋ): ଲୋକସେବା ଭବନରେ ସୋମବାର ନବନିର୍ବାଚିତ ମେୟର ଏବଂ ପୌରାଧ୍ୟକ୍ଷମାନଙ୍କୁ ଭେଟିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ‘ପୌର ଶାସନ ପ୍ରଣାଳୀ ଓ ଉନ୍ନୟନ ପଦ୍ଧତି’ ଶୀର୍ଷକ କର୍ମଶାଳାକୁ ଉଦଘାଟନ କରି ନିଜ ନିଜ ସହରରେ ନିଷ୍ଠାର ସହ କାମ କରିବାକୁ ମେୟର ଏବଂ…
Read More...

ବିଶିଷ୍ଟ ସାହିତ୍ୟିକା ବୀଣାପାଣି ମହାନ୍ତିଙ୍କ ଶେଷକୃତ୍ୟ ସମ୍ପନ୍ନ

କଟକ,୨୫।୪: ବିଶିଷ୍ଟ ସାହିତି୍ୟକା ତଥା ପଦ୍ମଶ୍ରୀ ବୀଣାପାଣି ମହାନ୍ତିଙ୍କ ସୋମବାର ଶେଷକୃତ୍ୟ ସମ୍ପନ୍ନ ହୋଇଛି। କଟକ ସତୀଚଉରା ଶ୍ମଶାନରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଯାଇଛି। କଟକ ଜିଲାପାଳ ଭବାନୀ ଶଙ୍କର ଚୟିନୀ, ଡିସିପି ପ୍ରତିକ ସିଂହ, ଚୌଦ୍ୱାର-କଟକ ପୂର୍ବତନ…
Read More...

ପାଞ୍ଚ ଦିନ ପାଇଁ ରାଜ୍ୟର ସମସ୍ତ ସ୍କୁଲ ଛୁଟି

ଭୁବନେଶ୍ୱର,୨୫।୪(ବ୍ୟୁରୋ): ରାଜ୍ୟର ସମସ୍ତ ସ୍କୁଲ୍‌ ମଙ୍ଗଳବାରଠାରୁ ୫ ଦିନ ଛୁଟି। ଏ ନେଇ ସ୍କୁଲ୍‌ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ରାଜ୍ୟର ସମସ୍ତ ସରକାରୀ ଏବଂ ବେସରକାରୀ କାଲିଠାରୁ ଆସନ୍ତା ୩୦ ପର୍ଯ୍ୟନ୍ତ ଛୁଟି ରହିବ। ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟ…
Read More...

ଚେନ୍ନାଇକୁ ଜିତିବାକୁ ୧୮୮ ରନ୍ ଆବଶ୍ୟକ

ମୁମ୍ବାଇ,୨୫।୪: ମୁମ୍ବାଇର ଓ୍ବାଙ୍ଖଡେ ଷ୍ଟାଡିୟମ୍‌ରେ ସୋମବାର ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ର ୩୮ତମ ମ୍ୟାଚରେ ଚେନ୍ନାଇ ସୁପରକିଙ୍ଗ୍ସ ଅଧିନାୟକ ରବିନ୍ଦ୍ର ଜାଡେଜା ଟସ୍‌ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଫଳରେ ପଞ୍ଜାବ କିଙ୍ଗ୍ସ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ…
Read More...

ବଜରଙ୍ଗି ଡ୍ୟାନ୍ସ ଏକାଡେମୀର ବାର୍ଷିକ ଉତ୍ସବ

ଭୁବନେଶ୍ୱର, ୨୨/୪ : ବଜରଙ୍ଗି ଡ୍ୟାନ୍ସ ଏକାଡେମୀର ବାର୍ଷିକ ଉତ୍ସବ ଗାଡକଣ ସ୍ଥିତ କାର୍ତ୍ତିକେଶ୍ୱର ପୂଜା ମଣ୍ଡପରେ ବର୍ଣ୍ଣାଢ୍ୟ ଆଲୋକମାଳାରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଭୁବନେଶ୍ୱର ଜିଲ୍ଲା ଉତ୍ତର ବିଜେଡି ସଂପାଦକ ପ୍ରଶନ୍ନ କୁମାର ସାହୁ…
Read More...

ଏୟାରଟେଲ ପକ୍ଷରୁ ଦ୍ରୁତ ୫ଜି ନେଟ୍‌ୱର୍କ ଓ ଅଭିନବ ଉଦ୍ୟୋଗ ବ୍ୟବହାର ପ୍ରଦର୍ଶିତ

ଭୁବନେଶ୍ୱର : ଭାରତର ପ୍ରମୁଖ ଯୋଗାଯୋଗ ସମାଧାନ ପ୍ରଦାନକାରୀ ଭାରତୀ ଏୟାରଟେଲ୍ (ଏୟାରଟେଲ୍‌), କୋଲ୍‌କାତାର ସାଇନ୍ସ ସିଟିଠାରେ ବେଙ୍ଗଲ୍ ଗ୍ଲୋବାଲ ଟ୍ରେଡ୍ ଏକ୍ସପୋ ୨୦୨୨ (ବିଜିଟିଇ ୨୦୨୨)ରେ ନିଜର ସୁପର୍‌ଫାଷ୍ଟ୍ ଓ ଅଲ୍‌ଟ୍ରା-ଲୋ ଲାଟେନ୍ସି ଲାଇଭ୍ ୫ଜି ନେଟ୍‌ୱର୍କର ପ୍ରଦର୍ଶନ କରିଛି । ଏହି…
Read More...

ନବୀକୃତ ସକାରାତ୍ମକତା ସହ ତନିଷ୍କ ଆଣିଲା ଅକ୍ଷୟ ତୃତୀୟା ଉତ୍ସବ

ଭୁବନେଶ୍ୱର : ସାରା ବିଶ୍ୱରେ ପ୍ରଚଳିତ ବିଭିନ୍ନ ସଂସ୍କୃତି ସହ ସୁନାର ସଂଶ୍ଳିଷ୍ଟତା ରହିଛି ଏବଂ ଏହା ଶୁଭ, ଭବ୍ୟତା ଓ ପବିତ୍ରତାର ଏକ ପ୍ରତୀକ । ଉଭୟ ଅଳଙ୍କରଣ ଏବଂ ନିବେଶ ଦୃଷ୍ଟିରୁ ସୁନାର ସମାନ ଆକର୍ଷଣ ରହିଛି । ଅକ୍ଷୟ ତୃତୀୟାର ଶୁଭ ଅବସରରେ ଟାଟା ହାଉସ୍ ତରଫରୁ ଭାରତର ସବୁଠୁ…
Read More...