banner
Breaking
Yearly Archives

2022

ଆସନ୍ତା କାଲିଠାରୁ ବିଧାନସଭାରେ ବଜେଟ ଅଧିବେଶନ

ଭୁବନେଶ୍ୱର,୧୨।୭(ବ୍ୟୁରୋ): ବିଧାନସଭା ଦ୍ୱିତୀୟ ପର୍ଯ୍ୟାୟ ବଜେଟ୍‌ ଅଧିବେଶନ ବୁଧବାରଠାରୁ ଆରମ୍ଭ ହେବ। ଏଥିରେ ୧୪ ତାରିଖରୁ ୨୮ ତାରିଖ ଯାଏ ବିଭିନ୍ନ ବିଭାଗର ଖର୍ଚ୍ଚ ଦାବି ଉପରେ ଆଲୋଚନା ହେବ। ଯେଉଁ ବିଭାଗର ଖର୍ଚ୍ଚ ଦାବି ଉପରେ ଆଲୋଚନା ହୋଇପାରିବନି, ତାହା ୨୯ ତାରିଖର ଗିଲୋଟିନ ଜରିଆରେ…
Read More...

ସରକାରୀ କର୍ମଚାରୀଙ୍କ ପାଇଁ ବଢିଲା ଗୃହ ରୁଣ, କମିଲା ସୁଧ ହାର

ଭୁବନେଶ୍ୱର : ରାଜ୍ୟ ସରକାର ସପ୍ତମ ବେତନ କମିଶନ ସୁପାରିଶ ଭିତ୍ତିରେ ସରକାରୀ କର୍ମଚାରୀଙ୍କ ପାଇଁ ଗୃହ ନିର୍ମାଣ ଋଣ ସହାୟତା ରାଶିକୁ ୨୫ ଲକ୍ଷ ଟଙ୍କାରୁ ୪୦ ଲକ୍ଷ ଟଙ୍କାକୁ ବୃଦ୍ଧି କରିଛନ୍ତି। ସୁଧ ହାର ପରିମାଣ ମଧ୍ୟ୍ୟ କମାଯାଇ ୮ ପ୍ରତିଶତ ରଖାଯାଇଛି। ଏହି ଋଣ ୬୦-୪୦ ଅନୁପାତରେ ଦୁଇଟି…
Read More...

ଜୟ ଜଗନ୍ନାଥ ପରିବାରର ତୃତୀୟ ବାର୍ଷିକ ଉତ୍ସବ

ଭୁବନେଶ୍ୱର, ; ଜଗନ୍ନାଥ ସଂସ୍କୃତି ଓ ପରମ୍ପରାକୁ ଉଜ୍ଜୀବିତ ରଖିବା ସହିତ ଲୋକଙ୍କ ପାଖରେ ପହଁଚାଇବାର ସଂକଳ୍ପ ନେଇ ଗଢି ଉଠିଥିବା ସ୍ୱେଚ୍ଛାସେବୀ ଅନୁଷ୍ଠାନ ଜୟ ଜଗନ୍ନାଥ ପରିବାରର ତୃତୀୟ ବାର୍ଷିକ ପ୍ରତିଷ୍ଠା ଦିବସ ଚନ୍ଦ୍ରଶେଖରପୁର ସ୍ଥିତ ହାଉସିଂ ବୋର୍ଡ କଲୋନୀ ଠାରେ ଅନୁଷ୍ଠିତ ହୋଇଯାଇଛି…
Read More...

ଲକ୍ଷ୍ମୀ ନାରାୟଣ ଜୀଉ ମନ୍ଦିର ପ୍ରତିଷ୍ଠା ଉତ୍ସବ

ଭୁବନେଶ୍ୱର,: ଶ୍ରୀ ଶ୍ରୀ ଲକ୍ଷ୍ମୀନାରାୟଣ ଜୀଉଙ୍କ ନୂତନ ମନ୍ଦିର ପ୍ରତିଷ୍ଠା ଓ ବିଗ୍ରହ ସ୍ଥାପନ ଉତ୍ସବ ଓଏସ୍‌ଏପି ୭ମ ବାଟାଲିୟନ ପରିସରରେ ଥିବା ଚନ୍ଦ୍ରଶେଖର ମହାଦେବଙ୍କ ପୀଠରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । କମିଶନରେଟ୍ ପୋଲିସ, ଓଏସଏପି ବାଟାଲିୟନ୍‌ର ହାବିଲ୍‌ଦାର ସିପାହୀ ସଂଘ ଓ…
Read More...

ଓଡ଼ିଶାରେ ଖୋଲିଲା କାଞ୍ଚନର ଶାଖା କାର୍ଯ୍ୟାଳୟ

ଭୁବନେଶ୍ୱର : ଦେଶର ପ୍ରମୁଖ ଗୃହୋପକରଣ ସଂସ୍ଥା ‘ କାଞ୍ଚନ ’ ତା’ର ସାମଗ୍ରୀର ପ୍ରଚାର ଓ ପ୍ରସାର ସାଙ୍ଗକୁ ଶାଖା ବିସ୍ତାର କାର୍ଯ୍ୟକ୍ରମ ଜାରି ରଖିଛି । ମଙ୍ଗଳବାର ସଂସ୍ଥାର ଓଡ଼ିଶା ଶାଖା ଭୁବନେଶ୍ୱର ପୁରୀ ବାଇପାସର ପାଣ୍ଡରା ଠାରେ ଏହାର ନୂତନ ଶାଖା କାର୍ଯ୍ୟାଳୟ ଓ ସି ଆଣ୍ଡ ଏଫ୍ ପଏଣ୍ଟର…
Read More...

ଏଲସି ବ୍ଲକ ଉନ୍ନୟନ ଓ ସାଂସ୍କୃତିକ ସଂଘର ବାର୍ଷିକ ନିର୍ବାଚନ

ଭୁବନେଶ୍ୱର ; ଶୈଳଶ୍ରୀ ବିହାର ଫେଜ ଦୁଇରେ ୮୮୮ଟି ପରିବାରକୁ ନେଇ ଗଠିତ ଏଲସି ବ୍ଲକ ଉନ୍ନୟନ ଓ ସାଂସ୍କୃତିକ ସଂଘର ସାଧାରଣ ବାର୍ଷିକ ବୈଠକ ଓ ନୂତନ କର୍ମକର୍ତ୍ତା ନିର୍ବାଚନ କମୁନିଟି ଗୃହ ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ସଂଘର ବିଭିନ୍ନ ସମସ୍ୟା ଓ ବିଗତ ଦିନର ଉନ୍ନତି…
Read More...

ଷ୍ଟାର ମିଷ୍ଟର ଓଡିଶା ଫେସ୍ ଅଫ ଇଣ୍ଡିଆ ଟାଇଟଲ ଜିତିଲେ ଅନ୍ୱେଶ ରାଓ

ଭୁବନେଶ୍ୱର, ୯ା୭ ; ଷ୍ଟାର ଏଣ୍ଟରଟେନମେଣ୍ଟ ତରଫରୁ ନୂଆଦିଲ୍ଲୀର ଏକ ଘରୋଇ ହୋଟେଲରେ ଅୟୋଜିତ ହୋଇଥିବା ଜାତୀୟ ସ୍ତରର ମଡେଲିଙ୍ଗ ପ୍ରତିଯୋଗୀତାରେ ଷ୍ଟାର ମିଷ୍ଟର ଓଡିଶା ଫେସ୍ ଅଫ୍ ଇଣ୍ଡିଆ ୨୦୨୨ ଟଇଟଲ ଜିତିଛନ୍ତି ଭୁବନେଶ୍ୱରର ଅନ୍ୱେଶ ରାଓ । ଏହି ମଡେଲିଙ୍ଗ ପ୍ରତିଯୋଗୀତା ତିନୋଟି କଟାଗୋରୀରେ…
Read More...

ଓଡ଼ିଆ ଫିଲ୍ମ ଅଧୁରା ପ୍ରେମ କାହାଣୀର ଶୁଭ ମହୁରତ

ଭୁବନେଶ୍ୱର ; ନୂଆ ଓଡିଆ ଫିଲ୍ମ ଅଧୁରା ପ୍ରେମ କାହାଣୀର ଶୁଭ ମହୁରତ ଉତ୍ସବ ଭୁବନେଶ୍ୱର ନୀଳାଦ୍ରି ବିହାର ସ୍ଥିତ ଲୁମ୍ବିନୀ ବିହାର ବିଷ୍ଣୁ ମନ୍ଦିର ପରିସରରେ ଥିବା ମା ଦୁର୍ଗା ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି । ତ୍ରୀକୋଣୀୟ ପ୍ରେମ,ଲଭ ରୋମାନ୍ସ, କମେଡି ଓ ସସ୍ପେନ୍ସକୁ ନେଇ…
Read More...

ପଟିଆରେ ଖୋଲିଲା ନିଶାସ ସାଲୁନ୍

ଭୁବନେଶ୍ୱର : ଭୁବନେଶ୍ୱରର ପଟିଆ ଷ୍ଟେସନ ରୋଡରେ ଖୋଲିଲା ଲକ୍‌ଜୁରୀ ସାଲୁନ୍ ଏବଂ ସ୍ପା ନିଶାସ । ଏହାକୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଅଲମ୍ପିଆଡ ଶିଭପାଲ ସିଂ ଉଦଘାଟନ କରିଛନ୍ତି । କଟକରେ ଦୀର୍ଘ୍ୟ ୨୦ ବର୍ଷ ଧରି ଲୋକଙ୍କୁ ସେବା ଯୋଗାଇ ପ୍ରିୟ ଭାଜନ ହୋଇପାରିଛି ନିଶାସ । ଭୁବନେଶ୍ୱରରୁ ବହୁ…
Read More...

ମା ମଙ୍ଗଳା ବସ୍ତିରେ ଡେଙ୍ଗୁ ସଚେତନତା କାର୍ଯ୍ୟକ୍ରମ

ଭୁବନେଶ୍ୱର ; ଭୁବନେଶ୍ୱରରୁ ଡେଙ୍ଗୁ ନିପାତ କରିବା ପାଇଁ ବିଏମସି କମିଶନର ସପ୍ତାହକୁ ଦୁଇଦିନ ରବିବାର ଓ ଗୁରୁବାର ଡ୍ରାଇ ଡେ ଘୋଷଣା କରିଛନ୍ତି । ଏହିଦିନ ପ୍ରତେକ ଓାର୍ଡରେ କର୍ପୋରେଟର, ବିଏମସି ଅଧିକାରୀ, ସ୍ୱାସ୍ଥ୍ୟକର୍ମୀ, ସମାଜସେବୀ ଓ ଅନ୍ୟ ସମସ୍ତେ ମିଶି ଡେଙ୍ଗୁ ମଶା ସୃଷ୍ଟି ହେଉଥିବା…
Read More...