banner
Breaking
Yearly Archives

2022

ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ବୃଦ୍ଧି

ଭୁବନେଶ୍ୱର : ପୂଜା ପୂର୍ବରୁ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ବୃଦ୍ଧି କରିଛନ୍ତି ରାଜ୍ୟ ସରକାର। ଏହି ଘୋଷଣା ପରେ ବର୍ଦ୍ଧିତ ମହଙ୍ଗା ଭତ୍ତା ୩୧%ରୁ ୩୪%କୁ ବୃଦ୍ଧି ପାଇଛି। ଅର୍ଥାତ୍‌ ୩ ପ୍ରତିଶତ ଡିଏ ବୃଦ୍ଧି କରିଛନ୍ତି ସରକାର। ଏହି ବର୍ଦ୍ଧିତ ମହଙ୍ଗା ଭତ୍ତା ପିଛିଲା ଭାବେ ଜାନୁୟାରୀ…
Read More...

କଟକରୁ ପୁଣି ଜବତ ହେଲା ନକଲି ମେଡିସିନ

କଟକ : କଟକରୁ ସୋମବାର ପୁଣି ନକଲି ଔଷଧ ଜବତ ହୋଇଛି। ନକଲି ଟେଲ୍ମା-୪୦ ଔଷଧ ଜବତ ହୋଇଛି । ପୁରୀ ଘାଟ ଥାନା ପୋଲିସ ପକ୍ଷରୁ ଦୋଳମୁଣ୍ଡାଇ ମହତାବ ରୋଡସ୍ଥିତ ଏକ ଟ୍ରାନ୍ସପୋର୍ଟ କମ୍ପାନୀରୁ ଚଢ଼ାଉ କରାଯାଇ ଏହି ଔଷଧ ଜବତ ହୋଇଛି । ମିଳିଥିବା ଖବର ଅନୁସାରେ, ୧୩୫୦ ଷ୍ଟ୍ରିପ୍‌ ନକଲି ଔଷଧ ଜବତ…
Read More...

ବ୍ରହ୍ମାସ୍ତ୍ର ପାର୍ଟ ୨ ରେ ହିତ୍ରିକ ଓ ଦୀପିକାଙ୍କ ଯୋଡ଼ି

ମୁମ୍ବାଇ : ବଲିଉଡ ଅଭିନେତା ରଣବୀର କପୁର ଏବଂ ଆଲିଆ ଭଟ୍ଟଙ୍କ ଅଭିନୀତ ଫିଲ୍ମ ‘ବ୍ରହ୍ମାସ୍ତ୍ର’ ସେପ୍ଟେମ୍ବର ୯ରେ ରିଲିଜ୍‌ ହୋଇଯାଇଛି। ଯାହାକୁ ଦର୍ଶକ ଦେଖିବା ପାଇଁ ଅପେକ୍ଷା କରିଥିଲେ। ତେବେ ଫିଲ୍ମଟି ରିଲିଜ୍‌ ହେବାର ୧୦ ଦିନ ହୋଇଯାଇଥିଲେ ମଧ୍ୟ ଫିଲ୍ମକୁ ଦେଖିବାକୁ ଦର୍ଶକଙ୍କ ମଧ୍ୟରେ…
Read More...

ଭାରତୀୟ ଭ୍ରଷ୍ଟାଚାର ନିବାରଣ ସଂସ୍ଥା ତରଫରୁ ବାସହରା ଆଶ୍ରୟ ସ୍ଥଳରେ ରନ୍ଧା ଖାଦ୍ୟ ବଣ୍ଟନ

ଭୁବନେଶ୍ୱର : ଭାରତୀୟ ଭ୍ରଷ୍ଟାଚାର ନିବାରଣ ସଂସ୍ଥା ଭୁବନେଶ୍ୱର କମିଟି ତରଫରୁ ଘାଟିକିଆରେ ଥିବା ସରକାରୀ ବାସହରା ଆଶ୍ରୟସ୍ଥଳରେ ରନ୍ଧା ଖାଦ୍ୟ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସମ୍ପ୍ରତି ରାଜ୍ୟରେ ଦେଖା ଦେଇଥିବା ମହାମାରୀ କରୋନା ପ୍ରଭାବରେ ଲୋକଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗି…
Read More...

ପୁଣି ୧୮ରୁ ବର୍ଷା

ଭୁବନେଶ୍ୱର,୧୬।୯(ବ୍ୟୁରୋ): ଆସନ୍ତା ୧୮ ତାରିଖ ବେଳକୁ ଉତ୍ତର-ପଶ୍ଚିମ ପାର୍ଶ୍ୱବର୍ତ୍ତୀ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ବାୟୁମଣ୍ଡଳର ଉପରିଭାଗରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟିହେବାର ସମ୍ଭାବନା ରହିଛି। ଫଳରେ ପରବର୍ତ୍ତୀ ୪୮ଘଣ୍ଟା ମଧ୍ୟରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ।…
Read More...

ବିଏମସି ପକ୍ଷରୁ କିଶୋର ମଟନ ଦୋକାନ ଉଚ୍ଛେଦ

ଭୁବନେଶ୍ୱର : ରାଜଧାନୀର ପ୍ରସିଦ୍ଧ କିଶୋର ଭାଇନାଙ୍କ ମଟନ ହୋଟେଲ ଶୁକ୍ରବାର ମାଟିରେ ମିଶିଛି। ଅପମିଶ୍ରିତ ଖାଦ୍ୟ ପ୍ରସ୍ତୁତି ନେଇ ବିଏମ୍‌ସି ପକ୍ଷରୁ ଆଜି କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ବିଏମ୍‌ସି ପକ୍ଷରୁ ବୁଧବାର ଦୋକାନ ସିଲ୍‌ କରାଯାଇଥିବା ବେଳେ ଗୁରୁବାର ପୁଣି ଦୋକାନ…
Read More...

ବେଦାନ୍ତ ଓଡ଼ିଶାରେ କାର୍ଯ୍ୟ ସମ୍ପ୍ରସାରଣ କରିବ

ଭୁବନେଶ୍ୱର,୧୬।୯:ଦେଶର ପ୍ରମୁଖ ଘରୋଇ କମ୍ପାନୀ ବେଦାନ୍ତ ଆଲୁମିନିୟମ ଓଡ଼ିଶାରେ ଜାରି ରଖିଥିବା ବ୍ୟବସାୟିକ କାର୍ଯ୍ୟକଳାପ ଗୁଡ଼ିକର ସମ୍ପ୍ରସାରଣ କରିବ ବୋଲି ଜଣାପଡ଼ିଛି। ଏପରିକି ନିକଟରେ ଓଡ଼ିଶା ସରକାରଙ୍କ ଦ୍ୱାରା ମୁମ୍ବାଇଠାରେ ଆୟୋଜିତ ମେକ୍‌ ଇନ୍‌ ଓଡ଼ିଶା-୨୦୨୨ ରୋଡ୍‌ଶୋରେ ବେଦାନ୍ତ…
Read More...

ପିଜି ନାମଲେଖା ପ୍ରକିୟା ଆରମ୍ଭ

ଭୁବନେଶ୍ୱର : ରାଜ୍ୟର ବିଭିନ୍ନ ବିଶ୍ବବିଦ୍ୟାଳୟ ଓ ମହାବିଦ୍ୟାଳୟରେ ସ୍ନାତକତ୍ତୋର (ପିଜି) ପାଠ୍ୟକ୍ରମରେ ଶୁକ୍ରବାରଠୁ ନାମଲେଖା ପ୍ରକ୍ରିୟା ଆରମ୍ଭ ହୋଇଛି। ମେଧା ତାଲିକା ପ୍ରକାଶ ପାଇବା ପରେ ଯୋଗ୍ୟ ବିବେଚିତ ଛାତ୍ରୀଛାତ୍ର ଶୁକ୍ରବାର ଏବଂ ଶନିବାର ନାମ ଲେଖାଇବେ। ଏହା ପରେ ଆସନ୍ତା ୨୩…
Read More...

ରାଜଧାନୀରେ ସୂର୍ଯ୍ୟକିରଣ ଏୟାର ଶୋ ପ୍ରଦର୍ଶିତ

ଭୁବନେଶ୍ୱର : ରାଜଧାନୀର କୁଆଖାଇ ପଠାସ୍ଥିତ ବାଲିଯାତ୍ରା ପଡିଆରେ ‘ସୂର୍ଯ୍ୟକିରଣ ଏୟାର ଶୋ’ର ଦମ୍‌ଦାର ପ୍ରଦର୍ଶନ ଦେଖିବାକୁ ମିଳିଛି। ବାୟୁବୀରମାନେ ଆକାଶ ମାର୍ଗରେ ନିଜର ସାହସିକତା ପ୍ରଦର୍ଶନ କରିଛନ୍ତି। ଭିନ୍ନ ଭିନ୍ନ ଦୁଃସାହସିକ କ୍ରୀଡ଼ା କୌଶଳ ଦେଖାଇ ଓଡ଼ିଶାବାସୀଙ୍କୁ ମନୋରଞ୍ଜନର…
Read More...

୭୫ ତମ ସୀମିତ ସଂସ୍କରଣ ସହିତ ନୂତନ ଡିଫେଣ୍ଡର

ଭୁବନେଶ୍ୱର : ୧୯୪୮ରେ ଆମଷ୍ଟରଡାମ ମୋଟର ଶୋ’ରେ ପରିଚିତ ହୋଇଥିବା ଡିଫେଣ୍ଡରର ୭୫ ତମ ସୀମିତ ସଂସ୍କରଣ ସହିତ ଲ୍ୟାଣ୍ଡ ରୋଭର ପକ୍ଷରୁ ଏହାର ବାର୍ଷିକୀ ପାଳନ କରାଯାଉଛି । ୯୦ ଅବା ୧୧୦ ବଡି ଡିଜାଇନରେ ଉପଲବ୍ଧ । ଡିଫେଣ୍ଡର ୭୫ତମ ଲିମିଟେଡ ସଂସ୍କରଣ ଅନନ୍ୟ ସବିଶେଷ ବିବରଣୀ ସହିତ ସ୍ୱତନ୍ତ୍ର…
Read More...