banner
Breaking
Monthly Archives

May 2022

ବସ୍ତି ବାସିନ୍ଦାଙ୍କ ଦକ୍ଷତା ବୃଦ୍ଧି କାର୍ଯ୍ୟକ୍ରମ

ଭୁବନେଶ୍ୱର, : ଭୁବନେଶ୍ୱର ମହାନଗର ନିଗମ ଅନ୍ତର୍ଗତ ୧୨ ନମ୍ବର ଓାର୍ଡ କାର୍ଯ୍ୟାଳୟ ଠାରେ ୫ଟି ଅନ୍ତର୍ଗତ ଜାଗା ସମ୍ପର୍କ ମାଧ୍ୟମରେ ବସ୍ତି ବାସିନ୍ଦାଙ୍କ ଦକ୍ଷତା ବୃଦ୍ଧି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବସ୍ତି ଉନ୍ନୟନ ସଂଗଠନ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି…
Read More...

ନୀଳାଦ୍ରି ବିହାରରେ ନିର୍ମିତ ହେବ ଇଣ୍ଡୋର ଷ୍ଟାଡିୟମ

ଭୁବନେଶ୍ୱର, : ଭୁବନେଶ୍ୱର ଉତ୍ତର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ୧୪ ନମ୍ବର ଓାର୍ଡର ନୀଳାଦ୍ରି ବିହାର ଠାରେ ଇଣ୍ଡୋର ଷ୍ଟାଡିୟମର ଭିିତ୍ତିପ୍ରସ୍ତର ସ୍ଥାପନ ଭୁବନେଶ୍ୱର ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ ଓ ମେୟର ସୁଲୋଚନା ଦାସଙ୍କ କରକମଳରେ ଅନୁଷ୍ଠିତ ହୋଇଯାଇଛି । ୧୦ କୋଟି ଟଙ୍କା…
Read More...

ଆସୁଛି ମୌସୁମୀ ବିଏମସିର ଦେଖା ନାହିଁ

ଭୁବନେଶ୍ୱର, ୧୫।୫ (ବ୍ୟୁରୋ): ରାଜଧାନୀବାସୀଙ୍କ ପାଇଁ ଜଳବନ୍ଦୀ ସମସ୍ୟା ନୂଆ ନୁହେଁ। ଅସରାଏ ବର୍ଷା ହେଲେ ସ୍ମାର୍ଟ ସିଟି ଭୁବନେଶ୍ୱରର ରୂପ ପୁରାପୁରି ବଦଳିଯାଏ। କେଉଁଠି ଘର ଭିତରେ ଆଣ୍ଠୁଏ ଉଚ୍ଚର ପାଣି ଜମି ରୁହେ ତ ଆଉ କେଉଁଠି ରାସ୍ତାରେ ଜମିଥିବା ପାଣିରେ ଗାଡ଼ି ଫସିଯାଏ। ଚଳିତ ବର୍ଷ…
Read More...

ଅଣ ସ°କ୍ରମକରୋଗ (ଏନସିଡି)ରେ ୬୧% ଭାରତୀୟ ମୃତ୍ୟୁ ଘଟିଥାଏ,ଏହାର ପ୍ରତିକାର କଣ

ହୃଦ୍‌ଘାତ ଓ ଡାଇବେଟିସ୍ ଏବଂ ସିକେଡି ସହିତଏହାର ସମ୍ପର୍କ ଅଣ ସଂକ୍ରାମକରୋଗ (ଏନସିଡି) ହେଉଛି ଏକ ପ୍ରମୁଖ ସ୍ୱାସ୍ଥ୍ୟ ସମସ୍ୟା ଯେଉଁଥିରେ ଭାରତରେ ପ୍ରାୟ ୬୧% ମୃତ୍ୟୁ ହୋଇଥାଏ । ୧ ଦୁର୍ଭାଗ୍ୟ ବଶତଃ ବହୁମୁଖୀ ସମ୍ପର୍କିତ ଦୀର୍ଘସ୍ଥାୟୀ ଅବସ୍ଥାର ଆହୁରି ଅନେକ ବ୍ୟାପକ ସମସ୍ୟା ରହିଛି…
Read More...

ନ୍ୟୁ ରେଞ୍ଜ ରୋଭର ସ୍ପୋର୍ଟ ଆଇସଲ୍ୟାଣ୍ଡ୍‌ର ଏକ ବନ୍ୟାଜଳ ଡ୍ୟାମରେ ରେକର୍ଡ କଲା

ଭୁବନେଶ୍ୱର: ଆଇସଲ୍ୟାଣ୍ଡର ଏକ ବନ୍ୟାଜଳ ଡ୍ୟାମ ସ୍ପିଲୱେ ଉପରକୁ ନାଟକୀୟ ଭାବେ ଚଢ଼ି ରେକର୍ଡ କରିଛି । ନ୍ୟୁ ରେଞ୍ଜ ରୋଭର ସ୍ପୋର୍ଟ କରାହଞ୍ଜୁକର ଡ୍ୟାମର ରାମ୍ପରେ ପ୍ରବାହିତ ଜଳର ସ୍ରୋତକୁ ପ୍ରତିରୋଧ କରିଛି । ପ୍ରତି ମିନିଟରେ ୭୫୦ ଟନ ହାରରେ ଏହା ସମ୍ପନ୍ନ ହୋଇଛି । ଟ୍ରାକ୍ସନ ହରାଇବା…
Read More...

ପୁଣି ହନି ଟ୍ରାପରେ ଜବାନ

ନୂଆଦିଲ୍ଲୀ,୧୨।୫: ଗୁପ୍ତଚର କାର୍ଯ୍ୟକଳାପ ଅଭିଯୋଗରେ ଦିଲ୍ଲୀ ପୋଲିସର କ୍ରାଇମବ୍ରାଞ୍ଚ ଟିମ୍‌ ବାୟୁସେନାର ଜଣେ ଯବାନଙ୍କୁ ଗିରଫ କରିଛି। ଗିରଫ ଯବାନ ଜଣକ ଦେବେନ୍ଦ୍ର କୁମାର ଶର୍ମା। ଦେବେନ୍ଦ୍ର ଉତ୍ତରପ୍ରଦେଶର କାନପୁରର ବାସିନ୍ଦା । ଗତ କିଛି ଦିନ ତଳେ ଦେବେନ୍ଦ୍ର ଫେସ୍‌ବୁକରେ ଜଣେ…
Read More...

ଏମ୍ସ ଭୁବନେଶ୍ୱରରେ ଅନ୍ତର୍ଜାତୀୟ ସେବିକା ଦିବସ ପାଳିତ

ଭୁବନେଶ୍ୱର, : କୋଭିଡ ମହାମାରୀ ସମଗ୍ର ବିଶ୍ୱରେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ହୋଇଥିବା ଦୁର୍ବଳ ନିବେଶ ଏବଂ ଅବହେଳାକୁ ସାମ୍ନାକୁ ଆଣିଛି। ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ସେବିକା(ନର୍ସ) ମାନଙ୍କର ଏକ ପ୍ରମୁଖ ଭୂମିକା ରହିଛି। ତେଣୁ ଏହି କ୍ଷେତ୍ରରେ ଉତ୍ତମ ନିବେଶ କରିବା ସହିତ ସମଗ୍ର ବିଶ୍ୱରେ…
Read More...

ଜୁନ ୧୦ ରେ ରାଜ୍ୟସଭା ନିର୍ବାଚନ, ଓଡ଼ିଶାର ୩ଟି ଆସନରେ ଭୋଟ

ନୂଆଦିଲ୍ଲୀ,୧୨ ।୫: ନିର୍ବାଚନ କମିଶନ ଗୁରୁବାର ରାଜ୍ୟ ସଭା ଆସନ ପାଇଁ ଭୋଟ ଗ୍ରହଣ କରାଯିବାକୁ ଘୋଷଣା କରିଛନ୍ତି । ନିର୍ବାଚନ କମିଶନଙ୍କ ସୂଚନା ଅନୁଯାୟୀ, ୧୫ ରାଜ୍ୟର ମୋଟ ୫୭ ରାଜ୍ୟ ସଭା ଆସନ ଲାଗି ଜୁନ ୧୦ରେ ଭୋଟ ଗ୍ରହଣ କରାଯିବ । ଏଥିମଧ୍ୟରୁ ଉତ୍ତର ପ୍ରଦେଶ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ…
Read More...

ହିତାଧିକାରୀଙ୍କ ସହିତ କଥା ହୋଇ ଭାବପ୍ରବଣ ହେଲେ ମୋଦି

ନୂଆଦିଲ୍ଲୀ,୧୨।୫: ଗୁଜରାଟର ଭରୁଚଠାରେ ଗୁରୁବାର ଆୟୋଜିତ ‘ଉତ୍କର୍ଷ ସମରୋହ’ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡିଓ କନଫରେନ୍ସିଂ ଜରିଆରେ ସାମିଲ ହୋଇଥିଲେ। ଏହି ସମୟରେ ସେ ହିତାଧିକାରୀମାନଙ୍କ ସହିତ କଥାବାର୍ତ୍ତା ହୋଇ ଭାବପ୍ରବଣ ହୋଇପଡିଥିଲେ। ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ…
Read More...

ଡାନ୍ସବାରରୁ ଉଠିଲା କଟକଣା

ଭୁବନେଶ୍ୱର,୧୨।୫(ବ୍ୟୁରୋ): ଦୀର୍ଘ ୨ ବର୍ଷ ପରେ କୋହଳ ହେଲା କଟକଣା। ମହାମାରୀ କରୋନାକୁ ନେଇ ଡ୍ୟାନ୍ସ ବାର୍‌ ଉପରେ ଲାଗୁ ହୋଇଥିବା କଟକଣାକୁ ଶେଷରେ କୋହଳ କରାଯାଇଛି। ଏଣିକି ରାତି ୧୨ଟା ପର୍ଯ୍ୟନ୍ତ ଖୋଲା ରହିବ ଡ୍ୟାନ୍ସ ବାର୍‌ । ଏଥିରେ ମଦ୍ୟପାନ ସହ ଡ୍ୟାନ୍ସ ଚାଲିପାରିବ। ଅବକାରୀ ବିଭାଗ…
Read More...