banner
Breaking
Yearly Archives

2021

ପୌର ନିର୍ବାଚନ ପାଇଁ ସଜବାଜ।

ଭୁବନେଶ୍ୱର,୨୫।୧୦(ବ୍ୟୁରୋ): ଆଗାମୀ ୯ ତାରିଖରୁ ପୌର ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ ହେବ। ସଂରକ୍ଷଣ ଓ ସୀମା ନର୍ଦ୍ଧାରଣ ନେଇ ନଭେମ୍ବର ୯ ତାରିଖରୁ ମତାମତ ଗ୍ରହଣ କରାଯିବ। ମତାମତ ଦଖଲର ଶେଷ ଦିନ ନଭେମ୍ବର ୧୮। ନଭେମ୍ବର ୨୯ ତାରିଖରେ ସୀମା ନିର୍ଦ୍ଧାରଣ ଓ ସଂରକ୍ଷଣ ନେଇ ବିଜ୍ଞପ୍ତି…
Read More...

ଦୀପାବଳିରେ ଫୁଟିବନି ବାଣ।

କଟକ,୨୫।୧୦: ଦୀପାବଳିରେ ଗ୍ରୀନ କ୍ରାକର ବିକ୍ରି ଅନୁମତି ଦେବାକୁ ଆବେଦନ ହୋଇଥିଲା ଯାହାକୁ ସୋମବାର ହାଇକୋର୍ଟ ଖାରଜ କରିଛନ୍ତି। ଅଲ ଓଡିଶା ଫାୟାର ୱାର୍କର୍ସ ଡିଲର୍ସ ଆସୋସିଏଶନର ପକ୍ଷରୁ ଏହି ଆବେଦନ ହୋଇଥିଲା। ସେପ୍ଟେମ୍ବର ୩୦ରେ ରାଜ୍ୟ ସରକାର ଦୀପାବଳିରେ ବାଣଫୁଟା ଓ ବିକ୍ରି ମାମଲା…
Read More...

ରଜନୀକାନ୍ତଙ୍କୁ ଦାଦାସାହେବ ଫାଲକେ ପୁରସ୍କାର।

ନୂଆଦିଲ୍ଲୀ : ନୂଆଦିଲ୍ଲୀ ସ୍ଥିତ ବିଜ୍ଞାନ ଭବନରେ ସୋମବାର ୬୭ ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ବିତରଣ ଉତ୍ସବରେ ସୁପରଷ୍ଟାର ରଜନୀକାନ୍ତଙ୍କୁ ସମ୍ମାନଜନକ ଦାଦା ସାହେବ ଫାଲକେ ପୁରସ୍କାର ପ୍ରଦାନ କରାଯାଇଛି। ନୂଆଦିଲ୍ଲୀରେ ଆୟୋଜିତ ଏହି ସ୍ୱତନ୍ତ୍ର ଉତ୍ସବରେ ରଜନୀକାନ୍ତଙ୍କୁ ପୁରସ୍କାର…
Read More...

ଭାରତର ବୃହତ ପରାଜୟ। ୧୦ ୱିକେଟରେ ଜିତିଲା ପାକିସ୍ତାନ।

ଦୁବାଇ୨୫/୧୦(ବ୍ୟୁରୋ) : ‌ବିଶ୍ବକପ୍‌ରେ ପାକିସ୍ତାନ ବିପକ୍ଷରେ କ୍ରମାଗତ ୧୨ଟି ମ୍ୟାଚ୍‌ ଜିତିବା ପରେ ଭାରତୀୟ ଦଳ ୧୩ଶ ମ୍ୟାଚ୍‌ରେ ପ୍ରଥମ ପରାଜୟ ଭୋଗିଛି । ଚଳିତ ଟ୍ବେଣ୍ଟି୨୦ ବିଶ୍ବକପ୍‌ରେ ସବୁ ଆକଳନ ଓ ପୂର୍ବ ରେକର୍ଡକୁ ଭୁଲ୍‌ ପ୍ରମାଣିତ କରି ଭାରତକୁ ୧୦ ୱିକେଟରେ ପାକିସ୍ତାନ ପରାସ୍ତ…
Read More...

ଋତୁପୂର୍ଣ୍ଣା ପାଇବେ ଏକଲବ୍ୟ ପୁରସ୍କାର।

ଭୁବନେଶ୍ୱର,୨୪।୧୦: ବ୍ୟାଡମିଣ୍ଟନ ଷ୍ଟାର ଖେଳାଳି ଋତୁୁପର୍ଣ୍ଣା ପଣ୍ଡା ଚଳିତବର୍ଷ ଏକଲବ୍ୟ ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି । ପୁରସ୍କାର ବାବଦରେ ତାଙ୍କୁ ୫ଲକ୍ଷ ଟଙ୍କା ଓ ମାନପତ୍ର ପ୍ରଦାନ କରାଯିବ। ଏ ନେଇ ରବିବାର ଏକଲବ୍ୟ ପୁରସ୍କାର ଜୁରୀ କମିଟି ପକ୍ଷରୁ ସୂଚନା ଦିଆଯାଇଛି। ତେବେ…
Read More...

ଜଗନ୍ନାଥ ସ°ସ୍କୃତିକୁ ଲୋକାଦୃତ କରିବାରେ ସାହିତ୍ୟର ପ୍ରମୁଖ ଭୂମିକା ରହିଛି। – ‘ପ୍ରତିଶ୍ରୁତି’ର…

ଭୁବନେଶ୍ୱର,୨୪/୧୦ ଜଗତର ନାଥ ଜଗନ୍ନାଥ ଓଡ଼ିଶାର ଗର୍ବ ଓ ଗୌରବ। ଜଗନ୍ନାଥଙ୍କ ପାଇଁ ଓଡିଶା ଆଜି ସାରା ବିଶ୍ବରେ ଏକ ସ୍ବତନ୍ତ୍ର ସ୍ଥାନ ପାଇପାରିଛି। ଲିଳାମୟଙ୍କ ଗୁପ୍ତ ଲିଳା ବିଶ୍ବବାସୀଙ୍କୁ ଆକର୍ଷିତ କରିଛି। ମହାପ୍ରଭୁଙ୍କ ଅଲୌକିକ ମାହାତ୍ମ୍ୟକୁ ପ୍ରଚାର ପ୍ରସାର କରିବାରେ ସାହିତ୍ୟର…
Read More...

ପ୍ରସନ୍ନ ବେହେରା ନିଲମ୍ବିତ।

ଭୁବନେଶ୍ୱ,୨୪।୧୦(ବ୍ୟୁରୋ): ଭୁବନେଶ୍ୱର ଡିସିପି ଉମାଶଙ୍କର ଦାଶ ରବିବାର କନେଷ୍ଟବଳ ପ୍ରସନ୍ନ ବେହେରାଙ୍କୁ ଚାକିରିରୁ ବରଖାସ୍ତ କରିଛନ୍ତି। ପ୍ରସନ୍ନଙ୍କ ନାମରେ ୫ଟି ଫୌଜଦାରୀ ମାମଲା ରହିଛି। ଏପରି କି କୋଭିଡ୍‌ ନିମୟ ଉଲ୍ଲଂଘନ କରି ପାତ୍ରପଡ଼ାସ୍ଥିତ ସାଉଥ ସିଟି ବାରକୁ ବିଳମ୍ବିତ ରାତି…
Read More...

ଫେରିଗଲା ମୌସୁମୀ।

ଭୁବନେଶ୍ୱର, ୨୪।୧୦(ବ୍ୟୁରୋ): ସାରା ରାଜ୍ୟରୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଶନିବାର ବିଦାୟ ନେଇଛି। ଏ ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଚଳିତବର୍ଷ ଠିକ୍‌ ସମୟରେ ଅର୍ଥାତ୍‌ ଜୁନ୍‌ ୧ରେ ମୌସୁମୀ ପ୍ରବେଶ କରିଥିଲେ ମଧ୍ୟ ୭ଦିନ ବିଳମ୍ବରେ ମୌସୁମୀ…
Read More...

ଅଫଲାଇନରେ ହେବ ଦଶମ ଦ୍ବାଦଶ ପରୀକ୍ଷା।

ଭୁବନେଶ୍ୱର,୨୩।୧୦(ବ୍ୟୁରୋ): କାଉନସିଲ୍‌ ଫର୍‌ ଦି ଇଣ୍ଡିଆନ ସ୍କୁଲ ସାର୍ଟିଫିକେଟ୍‌ ଏକ୍‌ଜାମିନେସନ୍‌ସ(ସିଆଇଏସ୍‌ସିଇ) ପରିଚାଳିତ ଆଇସିଏସ୍‌ଇ ଦଶମ ଓ ଆଇଏସ୍‌ସି ଦ୍ୱାଦଶ ଟର୍ମ-୧ ପରୀକ୍ଷା ଅଫ୍‌ଲାଇନ୍‌ରେ ହେବ। ଏ ନେଇ ଶନିବାର ସିଆଇଏସ୍‌ସିଇ ପକ୍ଷରୁ ଘୋଷଣା କରାଯାଇଛି। ଏଥି ସହିତ ପରୀକ୍ଷା…
Read More...

ଭ୍ୟାକ୍ସିନ୍ ନିର୍ମାତାଙ୍କ ସହିତ କଥାହେଲେ ମୋଦି।

ନୂଆଦିଲ୍ଲୀ,୨୩ ।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଦେଶର ୭ ଭ୍ୟାକ୍ସିନ ନିର୍ମାତାଙ୍କ ସହ କଥା ହୋଇଛନ୍ତି । ସିରମ ଇନଷ୍ଟିଚ୍ୟୁଟ ଅଫ୍ ଇଣ୍ଡିଆ(ଏସ୍‌ଆଇଆଇ)ର ସିଇଓ ଅଦର ପୁନାୱାଲା ବି ଉପସ୍ଥିତ ରହିଛନ୍ତି । ଏହାସହ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟ ଓ ମିନିଷ୍ଟ୍ରି…
Read More...