banner
Breaking

ଋତୁପୂର୍ଣ୍ଣା ପାଇବେ ଏକଲବ୍ୟ ପୁରସ୍କାର।

0

ଭୁବନେଶ୍ୱର,୨୪।୧୦: ବ୍ୟାଡମିଣ୍ଟନ ଷ୍ଟାର ଖେଳାଳି ଋତୁୁପର୍ଣ୍ଣା ପଣ୍ଡା ଚଳିତବର୍ଷ ଏକଲବ୍ୟ ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି । ପୁରସ୍କାର ବାବଦରେ ତାଙ୍କୁ ୫ଲକ୍ଷ ଟଙ୍କା ଓ ମାନପତ୍ର ପ୍ରଦାନ କରାଯିବ। ଏ ନେଇ ରବିବାର ଏକଲବ୍ୟ ପୁରସ୍କାର ଜୁରୀ କମିଟି ପକ୍ଷରୁ ସୂଚନା ଦିଆଯାଇଛି। ତେବେ ଗତବର୍ଷ ଏହି ପୁରସ୍କାର ହକି ଖେଳାଳି ନମିତା ଟପ୍ପୋଙ୍କୁ ମିଳିଥିଲା। ଋତୁପର୍ଣ୍ଣା ୩ଥର ବିଏଫଡବ୍ଲ୍ୟୁ ଟାଇଟଲ ଓ ୪ଥର ରନର୍ସଅପ ହୋଇଛନ୍ତି। ୨୨ବର୍ଷୀୟ ଋତୁପର୍ଣ୍ଣାଙ୍କ ବ୍ୟତୀତ ଫୁଟବଲ ଖେଳାଳି ପ୍ୟାରୀ ଶାଖା ଓ ସାଇକେଲ ଚାଳିକା ସ୍ବସ୍ତି ସିଂଙ୍କୁ ୫୦ହଜାର ଟଙ୍କା ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯିବ।

Khansweb Solution Bhubaneswar

Leave A Reply

Your email address will not be published.