banner
Breaking
Yearly Archives

2021

ଭୁବନେଶ୍ୱରରେ ଖୋଲିଲା “ଇଣ୍ଡଲଜ୍‌” ବ୍ରାଇଡ଼ାଲ୍ ମଲ୍‌

ଭୁବନେଶ୍ୱର: ଭୁବନେଶ୍ୱର ରୂପାଲି ସ୍କୋୟାରଠାରେ ଭାରତର ପ୍ରଥମ ଇଣ୍ଡଲଜ୍ ବ୍ରାଇଡ଼ାଲ୍ ମଲ୍ ଉଦ୍‌ଘାଟିତ ହୋଇଯାଇଛି । ଏହାକୁ ବଲିଉଡ଼୍ ଅଭିନେତା ଅଫ୍‌ତାବ ସିବଦଶାନୀ ଉଦ୍‌ଘାଟନ କରିଥିଲେ । ଭାରତର ଏହା ହେଉଛି ପ୍ରଥମ ପ୍ରମୁଖ ଷ୍ଟୋର୍ ଯେଉଁଠାରେ ଉଭୟ ବର, କନ୍ୟା ଏବଂ ସେମାନଙ୍କର ପରିବାର…
Read More...

ହ°କ° ରେ ଅନୁମତି ପାଇଲା ଭାରତୀୟ ଟିକା କୋଭାକ୍ସିନ୍

ହଂକଂ,୧୦।୧୧: ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ)ର ଅନୁମୋଦନ ପାଇବା ପରେ ଏବେ ବିଶ୍ୱର ବିଭିନ୍ନ ଦେଶ ମେଡ ଇନ ଇଣ୍ଡିଆ ଟିକା କୋଭାକ୍ସିନକୁ ସ୍ବୀକୃତି ଦେଉଛନ୍ତି। ଅନେକ ବିକଶିତ ଦେଶ ପରେ, ଏବେ ହଂକଂ କୋଭାକ୍ସିନକୁ ମଞ୍ଜୁରୀ ଦେଇଛି। ହଂକଂ ସରକାରୀ ସୂତ୍ରରୁ ପ୍ରକାଶ ଯେ, ଭାରତ…
Read More...

ପୁଣି ଜଣେ ମନ୍ତୀଙ୍କୁ ଅଣ୍ଡାମାଡ

ଭବାନୀପାଟଣା : ପୁଣି ଜଣେ ମନ୍ତ୍ରୀଙ୍କ ଗାଡ଼ି ଉପରକୁ ଅଣ୍ଡା ମାଡ଼ ହୋଇଛି। ଭବାନୀପାଟଣାର ଥୁଆମୂଳ ରାମପୁର ଡୁମେରପଦର ଗାଁରେ ମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କ ଗାଡ଼ି ଉପରକୁ କଂଗ୍ରେସ କର୍ମୀ ଅଣ୍ଡାମାଡ଼ କରିଛନ୍ତି। ଅଣ୍ଡାମାଡ଼ ସହ କଳା ପତାକା ପ୍ରଦର୍ଶନ ମଧ୍ୟ ହୋଇଛି। ମନ୍ତ୍ରୀ ବେହେରା…
Read More...

ନୂତନ ଓମଫେଡ ପ୍ଲାଣ୍ଟକୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

କଟକ ,୧୦।୧୧: ବାରଙ୍ଗ ବ୍ଲକ ଅରିଲୋ ଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସର୍ବବୃହତ ଓମ୍‌ଫେଡ ଡାଏରୀ ପ୍ଲାଣ୍ଟ ବୁଧବାର ଉଦ୍‌ଘାଟନ କରିଛନ୍ତି। ୩୦୦ କୋଟି ଟଙ୍କା ବ୍ୟୟରେ ଏହି ଅତ୍ୟାଧୁନିକ ଅଟୋମଟିକ ଡାଏରୀ ପ୍ଲାଣ୍ଟ ନିର୍ମିତ ହୋଇଛି । ପ୍ଲାଣ୍ଟରେ ଦୈନିକ ୫ ଲକ୍ଷ ଲିଟର ଦୁଗ୍ଧ ପ୍ରକ୍ରିୟାକରଣ…
Read More...

ୟୁଏନଏସସି ବୈଠକରେ ଚାଇନାକୁ ଟାର୍ଗେଟ କଲା ଭାରତ

ଜେନେଭା,୧୦।୧୧: ମିଳିତ ଜାତିସଂଘ ସୁରକ୍ଷା ପରିଷଦ (ୟୁଏନଏସସି)ରେ ଭାରତ ଚାଇନାକୁ ଟାର୍ଗେଟ୍‌ କରିଛି। ଚାଇନାର ନାମ ନ ନେଇ କହିଛି ଯେ, ଜାତୀୟ ପ୍ରାଥମିକତାକୁ ସମ୍ମାନ ଦେବା ସହ ଭାରତ ପାରସ୍ପରିକ ସହଯୋଗ ଏବଂ ନିଜର ବିକାଶ ଧାରାକୁ ଅବ୍ୟାହତ ରଖି ସର୍ବଦା ବିଶ୍ୱ ଏକତାକୁ ପ୍ରୋତ୍ସାହିତ କରିବାକୁ…
Read More...

ଯାଜପୁର ମ୍ୟୁନିସପାଲଟି ପାଇଁ ସ°ରକ୍ଷଣ ତାଲିକା ପ୍ରକାଶ

ଯାଜପୁର ,୧୦।୧୧: ୨୬ ୱାର୍ଡ ବିଶିଷ୍ଟ ବ୍ୟାସନଗର ମ୍ୟୁନିସିପାଲିଟିର ପଛୁଆବର୍ଗଙ୍କ ପାଇଁ ୭ଟି ୱାର୍ଡ ସଂରକ୍ଷିତ ରହିଥିବାବେଳେ ସେଥିରୁ ୪ଟି ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି। ତଫସିଲଭୁକ୍ତ ଜାତିଙ୍କ ପାଇଁ ସଂରକ୍ଷିତ ୩ଟି ୱାର୍ଡରୁ ୨ ମହିଳା ଓ ତଫସିଲଭୁକ୍ତ ଜନଜାତିଙ୍କ ପାଇଁ ସଂରକ୍ଷିତ ୩ଟି…
Read More...

ପାରାଦୀପ ପୌର ନିର୍ବାଚନ ପାଇଁ ପ୍ରକାଶ ପାଇଲା ଓ୍ବାର୍ଡ ସ°ରକ୍ଷଣ ତାଲିକା

ପାରାଦୀପ, ୧୦।୧୧ : ପାରାଦୀପ ପୌର ନିର୍ବାଚନ ପାଇଁ ମଙ୍ଗଳବାର ଚିଠା ସଂରକ୍ଷଣ ତାଲିକା ଘୋଷଣା କରାଯାଇଛି। ଜିଲାପାଳ ପାରୁଲ ପଟଓ୍ବାରିଙ୍କ ପକ୍ଷରୁ ଜାରି ବିଜ୍ଞପ୍ତିରେ ସମସ୍ତ ଓ୍ବାର୍ଡର ତାଲିକା ବଦଳି ଯାଇଛି। ଏଥିରେ ୫୦ ପ୍ରତିଶତରୁ ଊର୍ଦ୍ଧ୍ୱ ଆସନ ମହିଳାଙ୍କ ପାଇଁ ସଂରକ୍ଷିତ ରଖାଯାଇଛି।…
Read More...

ଓଡିଶା ଇ-ବିଧାନସଭା ପାଇଲା ପ୍ରଥମ ଜାତୀୟ ବିଧାନସଭାର ଗୌରବ।

ଭୁବନେଶ୍ୱର,୧୦।୧୧(ବ୍ୟୁରୋ): ଓଡିଶା ବିଧାନସଭା ଦେଶର ପ୍ରଥମ ଜାତୀୟ ଇ-ବିଧାନସଭା ହେବାର ଗୌରବ ପ୍ରାପ୍ତ ହୋଇଛି। ରାଜ୍ୟ ସରକାରଙ୍କ ସୂଚନା ଓ ପ୍ରଯୁକ୍ତି ବିଦ୍ୟା ବିଭାଗ ଏବଂ ଜାତୀୟ ପ୍ରଯୁକ୍ତି ବିଦ୍ୟା କେନ୍ଦ୍ର ଓଡ଼ିଶା ଶାଖା ଓ ଓକାକ୍‌ର ବୈଷୟିକ ସହାୟତା କ୍ରମେ ବିଧାନସଭାରେ ଏହା…
Read More...

ଆରସିବିର ନୂଆ କୋଚ୍ ନିଯୁକ୍ତ

ବେଙ୍ଗାଲୁରୁ, ୧୦।୧୧- ଇଣ୍ଡିଆନ ପ୍ରିମିୟର ଲିଗ୍‌ର ଆଗାମୀ ସଂସ୍କରଣ ପୂର୍ବରୁ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ସଞ୍ଜୟ ବାଙ୍ଗରଙ୍କୁ ମୁଖ୍ୟ କୋଚ୍‌ ନିଯୁକ୍ତ କରିଛି। ପୂର୍ବରୁ ସେ ଦଳର ବ୍ୟାଟିଂ ପରାମର୍ଶଦାତା ଥିଲେ। ତାଙ୍କୁ ୨ ବର୍ଷ ପାଇଁ ଏହି ଦାୟିତ୍ୱ ଦିଆଯାଇଥିବା ଆରସିବି…
Read More...

୨୨ ହଜାର ଇ-ଯାନ ଚାର୍ଜି° ପଏଣ୍ଟ ନିର୍ମାଣ କରିବେ ବିଭିନ୍ନ ତୈଳ କମ୍ପାନୀ।

ନୂଆଦିଲ୍ଲୀ,୯।୧୧: ଇଣ୍ଡିଆନ ଅଏଲ କର୍ପୋରେଶନ(ଆଇଓସି) ସମେତ ୨ ଅନ୍ୟ ରାଷ୍ଟ୍ରାୟତ୍ତ ତେଲ କମ୍ପାନୀ ୨୨ ହଜାର ଇ-ଯାନ ଚାର୍ଜିଂ ଷ୍ଟେଶନ ବସାଇବେ। ୩ରୁ ୫ ବର୍ଷରେ ଏହି ଇ-ଯାନ ଚାର୍ଜିଂ ଭିତ୍ତିଭୂମି ବିକାଶ ଲାଗି କମ୍ପାନୀଗୁଡ଼ିକ ଯୋଜନା ରଖିଛନ୍ତି। ଅଙ୍ଗାରକାମ୍ଳ ବାଷ୍ପ ନିର୍ଗମନକୁ ନେଟ୍‌ ଜିରୋ…
Read More...