banner
Breaking
Yearly Archives

2021

ଆଗାମୀ ୧୦ ଦିନ ମଧ୍ୟରେ ହେବ ଟୀକାକରଣ।

ନୂଆଦିଲ୍ଲୀ : ଆଗାମୀ ୧୦ ଦିନ ମଧ୍ୟରେ ଟିକାକରଣ ଆରମ୍ଭ ହୋଇପାରେ। ଏନେଇ ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ର ସ୍ବାସ୍ଥ୍ୟ ସଚିତ ରାଜେଶ ଭୂଷଣ ମଙ୍ଗଳବାର ସୂଚନା ଦେଇଛନ୍ତି। ସେ କହିଛନ୍ତି, କରୋନା ଟିକାକୁ ମଞ୍ଜୁରୀ ମିଳିବାର ୧୦ ଦିନ ପରେ ରୋଲ୍‌ଆଉଟ୍‌ ହୋଇପାରେ। ଟିକାକୁ ଜାନୁଆରୀ ୩ରେ ମଞ୍ଜୁରୀ…
Read More...

ଆଉ କମିବ ନାହିଁ ସ୍କୁଲ ସିଲାବସ୍ : ସମୀର ଦାଶ

ଭୁବନେଶ୍ୱର,(ବ୍ୟୁରୋ): ରାଜ୍ୟରେ ଆସନ୍ତା ଜାନୁଆରୀ ୮ ରେ ସ୍କୁଲଗୁଡିକ ଖୋଲିବ। ଏ ନେଇ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ତେବେ ସ୍କୁଲ ଖୋଲିଲେ କେମିତି କେମିତି ପାଠପା ହେବ ସେନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ଗୋଟିଏ ସେକ୍ସନରେ…
Read More...

ରାଜଧାନୀରେ ବାହାର ରାଜ୍ୟ ଲୁଟେରାଙ୍କ ରାଜ୍

ଭୁବନେଶ୍ୱର,(ବ୍ୟୁରୋ): ଦୀର୍ଘବର୍ଷ ହେବ ସୀମାନ୍ତରେ ଲୁଟ୍‌, ଚୋରି, ଡକାୟତି, ହତ୍ୟା ଆଦି ଅପରାଧ ଘଟାଉଛନ୍ତି ଝାଡ଼ଖଣ୍ଡର ଅପରାଧୀ। ଓଡ଼ିଶା ପୋଲିସର ଶକ୍ତିକୁ ପରଖିବା ପରେ ଏବେ ସେମାନେ ରାଜଧାନୀ ଭୁବନେଶ୍ୱରରେ ରାଜ୍‌ କଲେଣି। ଝାଡ଼ଖଣ୍ଡରୁ ଆସି ଭୁବନେଶ୍ୱରର ଗଳିକନ୍ଦି ବୁଲି ଲୁଟ୍‌ପାଟ…
Read More...

ନୂତନ ବର୍ଷକୁ ନିଆରା ଢଙ୍ଗରେ ପାଳନ କଲେ ସମାଜସେବୀ ପ୍ରତାପ ସାହୁ

୨୮୦ ଦିନରେ ପହଞ୍ଚିଲା ପ୍ରତାପଙ୍କ କରୋନା ସେବା ଭୁବନେଶ୍ୱର : ସାଧାରଣତଃ ନୂତନ ବର୍ଷକୁ ଜାକଜମକରେ ପାଳନ କରିବା ପାଇଁ ସାଙ୍ଗମାନଙ୍କ ମେଳରେ ଭୋଜିଭାତର ଆସର ଜମାଉଥିବା ବେଳେ ଆଉ କେହି କେହି ପଞ୍ଚତାରକା ହୋଟେଲରେ ସାଙ୍ଗମାନଙ୍କ ସାଥୀରେ କେକ୍ କାଟି ନୂତନ ବର୍ଷର ଭରପୁର ମଜା ଉଠାଇଥାନ୍ତି ତ ଆଉ…
Read More...

ରାଜ୍ୟରେ ଆଜି ୧୮୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ଓ ୨ ମୃତ।

ଭୁବନେଶ୍ୱର,୪।୧(ବ୍ୟୁରୋ) : ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସ°ଖ୍ୟା କମିବାରେ ଲାଗିଛି। ଆଜି ରାଜ୍ୟରୁ ୧୮୩ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ବର୍ତ୍ତମାନ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୩୦,୪୯୨ରେ ପହଞ୍ଚିଛି।ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା…
Read More...

ଆଜି ଆପଣଙ୍କ ଦିନ କେମିତି କଟିବ ଜାଣନ୍ତୁ।

ମେଷ:-ଆଜି ପଦସ୍ଥବ୍ୟକ୍ତିଙ୍କ ଦ୍ୱାରା କାର୍ଯ୍ୟସିଦ୍ଧି ଘଟିବ। କୌଣସି ଗୁରୁତ୍ୱପୂର୍ଣ୍ଣ ଆଲୋଚନା ସକାଶେ ଘରକୁ ବନ୍ଧୁ ଆଗମନ ଘଟିବ। ସଭାସମିତିରେ ସୀମା ଭିତରେ ନ ରହିଲେ ସାଧାରଣ କଥାରେ ସମସ୍ୟା ଆସିବ। ପାରିବାରିକ କ୍ଷେତ୍ରରେ ସାମାନ୍ୟ ଅସୁବିଧା ଅନୁଭବ କରିବେ । ବୃଷ:-ଆଜି ବିଭିନ୍ନ…
Read More...

ଅସହାୟଙ୍କୁ କମ୍ବଳ ବଣ୍ଟନ।

ଭୁବନେଶ୍ୱର ,୩ା୧: ରାଜଧାନୀ ଭୁବନେଶ୍ୱରର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ୱର୍ସ ହୋପ୍ ଫାଉଣ୍ଡେସନ ଟ୍ରଷ୍ଟ ପକ୍ଷରୁ ଆଜି ନିଳାଦ୍ରୀବିହାର ସ୍ଥିତ ଇଶାନେଶ୍ୱର ବସ୍ଥିରେ ଥିବା କମ୍ୟୁନିଟି ସେଣ୍ଟର ଠାରେ କରୋନା କଟକଣାକୁ ଦୃଷ୍ଟିରେ ରଖି କମ୍ବଳ ବଣ୍ଟନ ଓ କରୋନା ଯୋଦ୍ଧା ସମ୍ମାନ ଉତ୍ସବ…
Read More...

ମାଟ୍ରିକ ପରୀକ୍ଷା କେତେ ମାର୍କ ହେବ ଓ କେଉଁଠୁ କେତେ ପଡିବ ଜାଣନ୍ତୁ।

ଭୁବନେଶ୍ୱର, ୩ା୧ (ବ୍ୟୁରୋ):ଚଳିତ ବର୍ଷ ମାଟ୍ରିକ ପରୀକ୍ଷାର୍ଥୀ ୮୦ ମାର୍କର ପରୀକ୍ଷା ଦେବେ । ପରୀକ୍ଷା ସରିବାର ୪୫ରୁ ୫୦ ଦିନ ମଧ୍ୟରେ ଫଳାଫଳ ପ୍ରକାଶ ପାଇବ । ଏନେଇ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ସୂଚନା ଦେଇଛନ୍ତି । ତେବେ ୫୦ ମାର୍କ ଅବଜେକଟିଭ ଓ ୩୦ ମାର୍କ ସବଜେକଟିଭ ରହିବ ।…
Read More...

୧୧ରୁ ଖୋଲିବ କଲେଜ।

ଭୁବନେଶ୍ୱର,୩।୧(ବ୍ୟୁରୋ) : ଚଳିତମାସ ୧୧ ତାରିଖରୁ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟ ଖୋଲିବାକୁ ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି। ଆସନ୍ତା ୧୧ରୁ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଲୟ ଖୋଲିବା ସହ ମାର୍ଚ୍ଚ ୧୫ ପର୍ଯ୍ୟନ୍ତ ପାଠପଢ଼ା ଚାଲିବ। ମାର୍ଚ୍ଚ ୩୧ ମଧ୍ୟରେ…
Read More...

ଆଜି ପୁରୀରେ ଦର୍ଶନ ଦେବେ କାଳିଆ ସାଆନ୍ତେ।

ପୁରୀ,୩/୧(ଓଡ଼ିଆ ନ୍ୟୁଜ):ଭକ୍ତଙ୍କର ସେ ସାଆନ୍ତେ। ତାଙ୍କୁ ଦେଖିବାକୁ ଭକ୍ତ ବ୍ୟାକୁଳ ସେ ମଧ୍ୟ ଭକ୍ତଙ୍କୁ ଦେଖିବାକୁ ବ୍ୟାକୁଳ। ଆଜିଠାରୁ ବାହାର ଲୋକଙ୍କ ପାଇଁ ଆରମ୍ଭ ହେବ ଶ୍ରୀଜଗନ୍ନାଥ ଦର୍ଶନ। ଏହା ସହିତ ପୁରୀବାସୀ ମଧ୍ୟ ଶ୍ରୀଜଗନ୍ନାଥଙ୍କୁ ମଧ୍ୟ ଦର୍ଶନ କରିପାରିବେ; କିନ୍ତୁ ସେମାନେ…
Read More...