banner
Breaking
Yearly Archives

2021

ବିଦ୍ୟୁତ ବୃଦ୍ଧିକୁ ବିଜେପିର ବିରୋଧ।

ଭୁବନେଶ୍ୱର,୨୭/୩(ଓଡ଼ିଆ ନ୍ୟୁଜ): କରୋନା ମହାମାରୀ ସମୟରେ ଓଡିଶାର ଘରୋଇ ବିଜୁଳି ଉପଭୋକ୍ତାଙ୍କ ବିଜୁଳି ଦର ବଢିବା ଘଟଣାରେ ଦୃଢ ପ୍ରତିବାଦ କରିଛି ବିଜେପି। ରାଜ୍ୟ ବିଦ୍ୟୁତ ନିୟାମକ ଆୟୋଗ(ଓଇଆରସି) ପୂର୍ବରୁ ଅକ୍ଟୋବର ମାସରେ ୟୁନିଟ୍ ପିଛା ୨୦ ପଇସା ବୃଦ୍ଧି କରିଥିବା ବେଳେ ପୁଣି ଥରେ ଭୀଷଣ…
Read More...

ଯାତ୍ରୀମାନଙ୍କୁ ରଙ୍ଗ ନ ମାରିବାକୁ ରେଳ ବିଭାଗର ଅନୁରୋଧ।

ନୂଆଦିଲ୍ଲୀ,୨୭।୩: ଦେଶରେ କରୋନା ପ୍ରଭାବ ବଢ଼ିବାରେ ଲାଗିଛି। ଭାରତୀୟ ରେଳ ବିଭାଗ ପକ୍ଷରୁ ଯାତ୍ରୀମାନଙ୍କ ସୁରକ୍ଷା ପାଇଁ ଏକ ଅନୁରୋଧ କରାଯାଇଛି। ଦୟାକରି ଯାତ୍ରୀମାନଙ୍କ ଉପରକୁ କେହି ରଙ୍ଗ କିମ୍ବା ବେଲୁନ ପକାନ୍ତୁ ନାହିଁ। ଏହାଦ୍ୱାରା ସେମାନଙ୍କୁ ଆଘାତ ଲାଗିବ ବୋଲି ପଶ୍ଚିମ ରେଳ ବିଭାଗ…
Read More...

ବୃଦ୍ଧି ହେଲା ଵିଦ୍ୟୂତ ଦର । ଅପ୍ରେଲ ୪ ରୁ ଲାଗୁ

ଭୁବନେଶ୍ୱର,୨୭।୩(ବ୍ୟୁରୋ): ରାଜ୍ୟରେ ବୃଦ୍ଧି ପାଇଛି ବିଦ୍ୟୁତ ଦର। ୨୦୨୧-୨୨ ପାଇଁ ଓଇଆର୍‌ସିଙ୍କ ପକ୍ଷରୁ ଦରଧାର୍ଯ୍ୟ କରାଯାଇଛି। ନୂଆଦର ଅନୁଯାୟୀ କିଲୋଓ୍ବାଟ୍‌ ପିଛା ସର୍ବନିମ୍ନ ୩୦ ପଇସା ବୃଦ୍ଧି କରାଯିବାକୁ ଓଇଆର୍‌ସି ମଞ୍ଜୁରୀ ପ୍ରଦାନ କରିଛନ୍ତି। ସେହିଭଳି ପ୍ରଥମ ୫୦ ୟୁନିଟ୍‌ ପାଇଁ…
Read More...

ଅପ୍ରେଲ ୧ ରୁ କେନ୍ଦ୍ରୀୟ ବିଦ୍ୟାଳୟରେ ନାମଲେଖା ଆରମ୍ଭ।

ନୂଆଦିଲ୍ଲୀ,୨୭/୩(ବ୍ୟୁରୋ):  ୨୦୨୧-୨୨ ଶିକ୍ଷା ବର୍ଷ ପାଇଁ କେନ୍ଦ୍ରୀୟ ବିଦ୍ୟାଳୟର ପ୍ରଥମ ଶ୍ରେଣୀ ସକାଶେ ନାମ ଲେଖା ଏପ୍ରିଲ୍‍ ପହିଲାରୁ ଆରମ୍ଭ ହେବ। ଦ୍ୱିତୀୟ ଶ୍ରେଣୀରୁ ଅଧିକ ଶ୍ରେଣୀରେ ନାମ ପଞ୍ଜିକରଣ ପ୍ରକ୍ରିୟା ଏପ୍ରିଲ୍‍ ୮ ତାରିଖରେ ଆରମ୍ଭ ହେବ। ପ୍ରଥମ ଶ୍ରେଣୀ ପାଇଁ ପଞ୍ଜିକରଣ…
Read More...

ଆଜି ରାଜ୍ୟରେ ପୁଣି ୨୧୦ ପଜିଟିଭ ଚିହ୍ନଟ।

ଭୁବନେଶ୍ୱର,୨୭/୩(ଓଡ଼ିଆ ନ୍ୟୁଜ): ରାଜ୍ୟରେ ପୁଣି ବୃଦ୍ଧି ପାଉଛି କରୋନା ସଂକ୍ରମଣ । ଆଜି ୨୧୦ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ସଙ୍ଗରୋଧରୁ ୧୨୪ ଜଣ, ସ୍ଥାନୀୟ ୮୬ଜଣ ରହିଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ପଜିଟିଭ ସ°ଖ୍ୟା ୩,୩୯,୯୦୪ରେ ପହଞ୍ଚିଛି। ୩,୩୬,୪୮୨ ସୁସ୍ଥ…
Read More...

ପଶ୍ଚିମବଙ୍ଗ ନିର୍ବାଚନରେ ଓଡିଶା ଭୋଟର।

ଭୋଗରାଇ,୨୭।୩(ବ୍ୟୁରୋ): ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ ଶନିବାର ଭୋଟ ଗ୍ରହଣ ଆରମ୍ଭ ହୋଇଯାଇଛି। ଏହି କ୍ରମରେ ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ଶଙ୍ଖାମେଦୀ ଗ୍ରାମର ୩୦୦ରୁ ଊର୍ଦ୍ଧ୍ୱ ଲୋକ ପଶ୍ଚିମବଙ୍ଗରେ ଭୋଟ ଦେଇଛନ୍ତି। ଏଥିସହ ଜଳେଶ୍ୱର ଓ ଭୋଗରାଇ ବ୍ଲକ ସୀମାନ୍ତ ଗାଁଗୁଡ଼ିକ ଦୈତ୍ୟ…
Read More...

ଟିଟିପିଏସ୍ ତୃତୀୟ ପର୍ଯ୍ୟାୟ ସ°ପ୍ରସାରଣକୁ ତ୍ବରାନ୍ବିତ କରାଯିବ।

ଭୁବନେଶ୍ୱର,୨୬।୩(ବ୍ୟୁରୋ): ତାଳଚେର ତାପଜ ବିଦ୍ୟୁତ୍‌ କେନ୍ଦ୍ର(ଟିଟିପିଏସ୍‌)ର ତୃତୀୟ ପର୍ଯ୍ୟାୟ ସମ୍ପ୍ରସାରଣକୁ ତ୍ୱରାନ୍ବିତ କରାଯିବ। ଏହାସହ ଭବିଷ୍ୟତରେ ଏହି ପ୍ରକଳ୍ପ ବନ୍ଦ ହେବନାହିଁ ବୋଲି କେନ୍ଦ୍ର ଶକ୍ତି ରାଷ୍ଟ୍ରମନ୍ତ୍ରୀ ଆର.କେ ସିଂହ ପ୍ରତିଶ୍ରୁତି ଦେଇଥିବା ଟୁଇଟ୍‌ କରି…
Read More...

ଅଲିମ୍ପିକ୍‍ କ୍ୱାଲିଫାଏର୍‍ କିଟ୍‍ ଛାତ୍ରୀ ଭବାନୀଙ୍କୁ ଉଚ୍ଛ୍ୱସିତ ସମ୍ବର୍ଦ୍ଧନା । କିଟ୍‍ ମୋ ପାଇଁ ଶୁଭଙ୍କର:…

ଭୁବନେଶ୍ୱର,୨୫ ।୩(ଓଡ଼ିଆ ନ୍ୟୁଜ): ଟୋକିଓ ଅଲିମ୍ପିକ୍‍ ପାଇଁ ଅସିଚାଳନାରେ କ୍ୱାଲିଫାଏ କରିଥିବା କିଟ୍‍ ଛାତ୍ରୀ ସି ଏ ଭବାନୀ ଦେବୀଙ୍କୁ କିଟ୍‍ ଓ କିସ୍‍ ପକ୍ଷରୁ ଉଚ୍ଛ୍ୱସିତ ସମ୍ବର୍ଦ୍ଧନା ଦିଆଯାଇଛି । ଅସି ଚାଳନାରେ ଅଲିମ୍ପିକ୍‍ କ୍ୱାଲିଫାଏ କରିବାରେ ଭବାନୀ ହେଉଛନ୍ତି ପ୍ରଥମ ଭାରତୀୟ ।…
Read More...

ସରିଲା ପ୍ରଚାର କାଲି ଅସଲି ଲଢେ଼ଇ।

କୋଲକାତା,୨୬ା୩:ପଶ୍ଚିମବଙ୍ଗ ଓ ଆସାମରେ ପ୍ରଥମ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ପାଇଁ ଗୁରୁବାର ହାଇଭୋଲ୍ଟେଜ ପ୍ରଚାର ଥମିଛି। ଏହି ପର୍ଯ୍ୟାୟରେ ଶନିବାର ସକାଳ ୮ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଆସାମର ୪୭ ଓ ପଶ୍ଚିମବଙ୍ଗର ୩୦ ନିର୍ବାଚନମଣ୍ଡଳୀରେ ଭୋଟ ଗ୍ରହଣ କରାଯିବ। ପ୍ରଥମ ପର୍ଯ୍ୟାୟରେ…
Read More...

ରୁଦ୍ରପ୍ରତାପଙ୍କୁ ମିଳିଲା ବିଜେଡି ଟିକେଟ।

ପିପିଲି : ପିପିଲି ଉପନିର୍ବାଚନ ପାଇଁ  ସ୍ୱର୍ଗତ ପ୍ରଦୀପ ମହାରଥୀଙ୍କ ପୁଅ ରୁଦ୍ରପ୍ରତାପ ବିଜେଡି ଦଳର ପ୍ରାର୍ଥୀ ଘୋଷଣା ହେବା ପରେ ସେ ପ୍ରତିକ୍ରୀୟାରେ କହିଛନ୍ତି ଯେ, ଅଞ୍ଚଳବାସୀଙ୍କ ଆର୍ଶୀବାଦ, ସ୍ନେହ, ଶ୍ରଦ୍ଧା ଓ ଭଲପାଇବାକୁ ପାଥେୟ କରି ମୁଖ୍ୟମନ୍ତ୍ରୀଙ୍କ ବିକାଶର ବାର୍ତ୍ତାକୁ ଘରେ…
Read More...