banner
Breaking

ପଶ୍ଚିମବଙ୍ଗ ନିର୍ବାଚନରେ ଓଡିଶା ଭୋଟର।

0

ଭୋଗରାଇ,୨୭।୩(ବ୍ୟୁରୋ): ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ ଶନିବାର ଭୋଟ ଗ୍ରହଣ ଆରମ୍ଭ ହୋଇଯାଇଛି। ଏହି କ୍ରମରେ ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ଶଙ୍ଖାମେଦୀ ଗ୍ରାମର ୩୦୦ରୁ ଊର୍ଦ୍ଧ୍ୱ ଲୋକ ପଶ୍ଚିମବଙ୍ଗରେ ଭୋଟ ଦେଇଛନ୍ତି। ଏଥିସହ ଜଳେଶ୍ୱର ଓ ଭୋଗରାଇ ବ୍ଲକ ସୀମାନ୍ତ ଗାଁଗୁଡ଼ିକ ଦୈତ୍ୟ ଭୋଟରମାନେ ପଶ୍ଚିମବଙ୍ଗ ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ଅଂଶ ଗ୍ରହଣ କରିଥିବାର ସୂଚନା ମିଳିଛି l

Khansweb Solution Bhubaneswar

Leave A Reply

Your email address will not be published.