banner
Breaking

ଆଜି ରାଜ୍ୟରେ ପୁଣି ୨୧୦ ପଜିଟିଭ ଚିହ୍ନଟ।

0

ଭୁବନେଶ୍ୱର,୨୭/୩(ଓଡ଼ିଆ ନ୍ୟୁଜ): ରାଜ୍ୟରେ ପୁଣି ବୃଦ୍ଧି ପାଉଛି କରୋନା ସଂକ୍ରମଣ । ଆଜି ୨୧୦ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ସଙ୍ଗରୋଧରୁ ୧୨୪ ଜଣ, ସ୍ଥାନୀୟ ୮୬ଜଣ ରହିଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ପଜିଟିଭ ସ°ଖ୍ୟା ୩,୩୯,୯୦୪ରେ ପହଞ୍ଚିଛି। ୩,୩୬,୪୮୨ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୧୪୪୯ ସକ୍ରିୟ ଆକ୍ରାନ୍ତ ଚିିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି।
ଆଜି ୨୧ ଜିଲା ଓ ଷ୍ଟେଟ ପୁଲରୁ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ୫୧ ଓ ନୂଆପଡାରୁ ୨୩ । କଟକ ୧୯, ସୁନ୍ଦରଗଡ, ବଲାଙ୍ଗୀର, କଳାହାଣ୍ଡି, ଷ୍ଟେଟ ପୁଲରୁ ୧୨ ଲେଖାଏଁ , ସମ୍ବଲପୁର ୧୧, ଅନୁଗୁଳ ୭, ବାଲେଶ୍ୱର ୬, ବରଗଡ ୮, ଢେଙ୍କାନାଳ ୧, ଗଞ୍ଜାମ ୩, ଯାଜପୁର, ମୟୁରଭଞ୍ଜରୁ ୮ଲେଖାଏଁ , ଝାରସୁଗୁଡା ୪, କେନ୍ଦ୍ରାପଡା ୨, କେନ୍ଦୁଝର ୧, ନବରଙ୍ଗପୁର ୧, ନୟାଗଡ ୨, ପୁରୀ ୫, ରାୟଗଡା ୨, ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Khansweb Solution Bhubaneswar

Leave A Reply

Your email address will not be published.