banner
Breaking

ବୃଦ୍ଧି ହେଲା ଵିଦ୍ୟୂତ ଦର । ଅପ୍ରେଲ ୪ ରୁ ଲାଗୁ

0

ଭୁବନେଶ୍ୱର,୨୭।୩(ବ୍ୟୁରୋ): ରାଜ୍ୟରେ ବୃଦ୍ଧି ପାଇଛି ବିଦ୍ୟୁତ ଦର। ୨୦୨୧-୨୨ ପାଇଁ ଓଇଆର୍‌ସିଙ୍କ ପକ୍ଷରୁ ଦରଧାର୍ଯ୍ୟ କରାଯାଇଛି। ନୂଆଦର ଅନୁଯାୟୀ କିଲୋଓ୍ବାଟ୍‌ ପିଛା ସର୍ବନିମ୍ନ ୩୦ ପଇସା ବୃଦ୍ଧି କରାଯିବାକୁ ଓଇଆର୍‌ସି ମଞ୍ଜୁରୀ ପ୍ରଦାନ କରିଛନ୍ତି। ସେହିଭଳି ପ୍ରଥମ ୫୦ ୟୁନିଟ୍‌ ପାଇଁ ୟୁନିଟ୍‌ ପିଛା ଦର ୩ ଟଙ୍କାକୁ ବୃଦ୍ଧି କରାଯାଇଥିବା ବେଳେ ୫୧ରୁ ୧୦୦ ୟୁନିଟ୍‌ ପାଇଁ ୪.୮୦ ଟଙ୍କା,୨୦୧ରୁ ୪୦୦ ୟୁନିଟ୍‌ ପାଇଁ ୫.୮୦ ଟଙ୍କା ଏବଂ ୪୦୦ ୟୁନିଟ୍‌ରୁ ଅଧିକ ହେଲେ ୟୁନିଟ୍‌ ପିଛା ଦର ୬.୨୦ ଟଙ୍କାକୁ ବୃଦ୍ଧି କରାଯାଇଛି। ଏପ୍ରିଲ ୪ ତାରିଖରୁ ଏହି ବର୍ଦ୍ଧିତ ଦର ଲାଗୁ ହେବ। ତେବେ ପୂର୍ବରୁ୨୦୨୦ଅକ୍ଟୋବର ମାସରେ ବିଦ୍ୟୁତ ଦର ୨୦ ପଇସା ବଢ଼ିଥିଲା।

Khansweb Solution Bhubaneswar

Leave A Reply

Your email address will not be published.