banner
Breaking
Yearly Archives

2021

ବ୍ୟାଙ୍କ ଧର୍ମଘଟ ଲୋକ ହନ୍ତସନ୍ତ

ଭୁବନେଶ୍ୱର,୧୭ା୧୨:କେନ୍ଦ୍ର ସରକାରଙ୍କ ବ୍ୟାଙ୍କ ଘରୋଇକରଣ ନିଷ୍ପତ୍ତି ବିରୋଧରେ ୟୁନାଇଟେଡ୍‌ ଫୋରମ୍‌ ଅଫ୍‌ ବ୍ୟାଙ୍କ ୟୁନିୟନ (ୟୁଏଫ୍‌ବିୟୁ) ପକ୍ଷରୁ ୨ଦିନିଆ ସର୍ବଭାରତୀୟ ବ୍ୟାଙ୍କ ଧର୍ମଘଟ ଡାକରା ଦିଆଯାଇଥିଲା। ଏହି ପରିପ୍ରେକ୍ଷୀରେ ଗୁରୁବାର ସର୍ବଭାରତୀୟ ବ୍ୟାଙ୍କ ଧର୍ମଘଟର ପ୍ରଥମ ଦିନ…
Read More...

କିଟ୍‍ ଓ କିସରେ କଳାକୁମ୍ଭ ଉଦ୍‍ଯାପିତ

ଭୁବନେଶ୍ୱର: ରାଷ୍ଟ୍ରୀୟ ଆଧୁନିକ କଳା ସଂଗ୍ରହାଳୟ ପକ୍ଷରୁ କିଟ୍‍ ଓ କିସ୍‍ ସହଯୋଗରେ କିସ୍‍ ପରିସରରେ ଡିସେମ୍ବର ୧୨ ତାରିଖରୁ ଚାଲିଥିବା କଳାକୁମ୍ଭ ଶୁକ୍ରବାର ଉଦ୍‍ଯାପିତ ହୋଇଯାଇଛି। ନିକଟରେ କିଟ୍‍-କିସ୍‍ ଓ ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରାଳୟ ଅଧୀନରେ ଥିବା ରାଷ୍ଟ୍ରୀୟ ଆଧୁନିକ କଳା…
Read More...

ପାଠ୍ୟ ପୁସ୍ତକ ବିତରଣ କାର୍ଯ୍ୟ ଆରମ୍ଭ

ଭୁବନେଶ୍ୱର, ୧୭।୧୨(ବ୍ୟୁରୋ):ଶିକ୍ଷାବର୍ଷ ୨୦୨୨-୨୩ ନିମନ୍ତେ ରାଜ୍ୟ ସରକାରଙ୍କ ଗଣଶିକ୍ଷା ବିଭାଗ ପକ୍ଷରୁ ମାଗଣା ପାଠ୍ୟପୁସ୍ତକ ବିତରଣ କାର୍ଯ୍ୟକ୍ରମ ଗୁରୁବାରଠାରୁ ଆରମ୍ଭ ହୋଇଛି। ଭୁବନେଶ୍ୱରସ୍ଥିତ ପାଠ୍ୟପୁସ୍ତକ ଉତ୍ପାଦନ ବିକ୍ରୟ କେନ୍ଦ୍ରଠାରେ ଅନୁଷ୍ଠାନର ନିର୍ଦ୍ଦେଶକ ବିକାଶ ଚନ୍ଦ୍ର…
Read More...

ବଡ ସ୍କୋରକୁ ମାତ ଦେଇ ସିରିଜ ଜିତିଲା ପାକିସ୍ତାନ

କରାଚୀ,୧୬।୧୨: ଓ୍ବେଷ୍ଟଇଣ୍ଡିଜ ପକ୍ଷରୁ ଧାର୍ଯ୍ୟ ୨୦୮ ରନ୍‌ର ବିଶାଳ ବିଜୟ ଲକ୍ଷ୍ୟକୁ ପିଛା କରି ଅନ୍ତିମ ତଥା ତୃତୀୟ ଟି୨୦ ମ୍ୟାଚ୍‌କୁ ଜିତି ନେଇଛି ପାକିସ୍ତାନ। ଅନ୍ତର୍ଜାତୀୟ ଟି୨୦ କ୍ରିକେଟ ଇତିହାସରେ ପାକିସ୍ତାନ କଦାପି ଏତେ ବଡ଼ ସ୍କୋରର ପିଛା କରି ମ୍ୟାଚ୍‌ ଜିତି ନ ଥିଲା। ଏହି ବିଜୟ…
Read More...

ଗୋଟିଏ ସ୍ଥାନରେ ଯୁବକ ଯୁବତୀ ରହିଲେ ଲିଭଇନ-ରିଲେସନସିପ୍ ନୁହେଁ

ଚଣ୍ଡିଗଡ଼, ୧୬ା୧୨: ଯଦି ଦୁଇ ପ୍ରାପ୍ତବୟସ୍କ ଯୁବତୀ ଯୁବକ କିଛି ଦିନ ପାଇଁ ସହମତିରେ ଏକାଠି ରୁହନ୍ତି, ତେବେ ତାହାକୁ ଲିଭ୍‌-ଇନ୍‌ ରିଲେସନଶିପ୍‌ କୁହାଯାଇପାରିବ ନାହିଁ। କେତେ ଦିନ ପର୍ଯ୍ୟନ୍ତ ସେମାନେ ଏକାଠି ରହୁଛନ୍ତି, ଜଣେ ଅନ୍ୟ ଜଣଙ୍କ ପ୍ରତି ଥିବା କର୍ତ୍ତବ୍ୟ ପାଳନ କରୁଛନ୍ତି କି…
Read More...

୧୦ ଜିଲାକୁ ଗଲା ଇଭିଏମ୍

ଭୁବନେଶ୍ୱର,୧୬।୧୨ (ବ୍ୟୁରୋ): ରାଜ୍ୟ ସରକାର ପୌର ନିର୍ବାଚନ ପାଇଁ ଆଉ ପାଦେ ଆଗକୁ ବଢ଼ିଛନ୍ତି । ପ୍ରଥମ ପର୍ଯ୍ୟାୟରେ ଜିଲାସ୍ତରକୁ ଇଭିଏମ୍‌ ମେଶିନ ପଠା ଆରମ୍ଭ ହୋଇଛି। ନିର୍ବାଚନ କମିଶନଙ୍କ ଅଫିସରୁ ବୁଧବାର ୫ଟି ଜିଲାକୁ ଇଭିଏମ୍‌ ମେଶିନ ପଠା ଯାଇଥିଲା । ଗୁରୁବାର ୧୦ଟି ଜିଲାକୁ ପଠାଯାଇଛି…
Read More...

କେନ୍ଦ୍ର ସଂସ୍କୃତି ମନ୍ତ୍ରାଳୟ ଓ ଏନ୍‍ଜିଏମ୍‍ଏ ଆନୁକୂଲ୍ୟରେ କିଟ୍‍ ଓ କିସରେ କଳାକୁମ୍ଭ ଆରମ୍ଭ

ଭୁବନେଶ୍ୱର: ନିକଟରେ କିଟ୍‍-କିସ୍‍ ଓ ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରାଳୟ ଅଧୀନରେ ଥିବା ରାଷ୍ଟ୍ରୀୟ ଆଧୁନିକ କଳା ସଂଗ୍ରହାଳୟ (ଏନ୍‍ଜିଏମ୍‍ଏ) ସହ ନୂଆଦିଲ୍ଲୀରେ ଜନଜାତି କଳା, ସଂସ୍କୃତି ଓ ପରମ୍ପରା ସୁରକ୍ଷା ପାଇଁ ଏକ ବୁଝାମଣା ହୋଇଥିଲା। ଏହି ବୁଝାମଣା ଅନୁସାରେ ରାଷ୍ଟ୍ରୀୟ ଆଧୁନିକ…
Read More...

ଓମିକ୍ରନ୍ ପାଇଁ ବୁଷ୍ଟର ଡୋଜର ଆବଶ୍ୟକ-ବିଶେଷଜ୍ଞ

ନୂଆଦିଲ୍ଲୀ,୧୬ ।୧୨: କରୋନା ଭାଇରସର ନୂଆ ଭାରିଏଣ୍ଟ ଓମିକ୍ରନ୍ ସଂକ୍ରମଣର ବୃଦ୍ଧିକୁ ଦେଖି ଦେଶର ଜଣେ ନାମୀ ସ୍ୱାସ୍ଥ୍ୟ ବିଶେଷଜ୍ଞ ସରକାରଙ୍କୁ କୋଭିଡ-୧୯ ସଂକ୍ରମଣର ତୃତୀୟ ଲହରକୁ ନେଇ ଗୁରୁତ୍ୱପୂର୍ଣ୍ଣ କଥା କହିଛନ୍ତି । ସେ ବୁଷ୍ଟର ଡୋଜ ଉପରେ ଗୁରୁତ୍ୱ ଦେଇଛନ୍ତି । ବିଶେଷ କରି କିଛି…
Read More...

ବଢିବ ଶୀତ

ଭୁବନେଶ୍ୱର, ୧୬।୧୨(ବ୍ୟୁରୋ): ରାଜ୍ୟରେ ଆସନ୍ତା ୫ଦିନ ଯାଏ ପାଗ ମୁଖ୍ୟତଃ ଶୁଖିଲା ରହିବ। କିନ୍ତୁ ଶୀତର ପ୍ରକୋପ ବଢ଼ିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ବୁଧବାର ସୂଚନା ଦିଆଯାଇଛି। ଉତ୍ତର-ପଶ୍ଚିମ ତଥା ଉତ୍ତର ଦିଗରୁ ଓଡ଼ିଶା ମଧ୍ୟକୁ ବୁଧବାରଠାରୁ ଥଣ୍ଡା ଶୁଷ୍କ ବାୟୁ…
Read More...

ଭାରତ ଫେରିଲେ ମିସ୍ ୟୁନିଭର୍ସ

ମୁମ୍ବାଇ,୧୬ ।୧୨: ଚଳିତ ବର୍ଷର ମିସ୍ ୟୁନିଭର୍ସ ମୁକୁଟ ବିଜୟିନୀ ହରନାଜ ସାନ୍ଧୁ ବୁଧବାର ବିଳମ୍ବିତ ରାତିରେ ସ୍ୱଦେଶ ଫେରିଛନ୍ତି । ମୁମ୍ବାଇ ବିମାନ ବନ୍ଦରରେ ପହଞ୍ଚିବା ପରେ ସେଠାରେ ତାଙ୍କୁ ଗ୍ରାଣ୍ଡ ୱେଲକମ୍ କରାଯାଇଛି । ଏହି ସମୟରେ ହରନାଜଙ୍କ ପ୍ରିୟପରିଜନ ଓ ମୁମ୍ବାଇ ପୋଲିସର ଯବାନମାନେ…
Read More...