banner
Breaking
Monthly Archives

October 2021

ଖୋଲିବ କଲେଜ ଓ ସ୍କୁଲ।

ଭୁବନେଶ୍ୱର,(ବ୍ୟୁରୋ): ରାଜ୍ୟରେ ଆସନ୍ତା ୨୧ରୁ ଏକାଦଶ ଓ ୨୫ରୁ ଅଷ୍ଟମ ଶ୍ରେଣୀ ଖୋଲିବା ନେଇ ସୂଚନା ଦେଇଛନ୍ତି ଗଣଶିକ୍ଷା ବିଭାଗ ମନ୍ତ୍ରୀ ସମୀର ରଞ୍ଜନ ଦାସ। ପିଲାମାନେ ଅଫଲାଇନ୍‌ ମୋଡ୍‌ରେ ପାଠ ପଢ଼ିପାରିବେ। ତେବେ କ୍ଲାସରୁମକୁ କେମିତି ପରିଚାଳନା କରାଯିବ ଓ ଗାଇଡଲାଇନ୍‌ ଅନୁସାରେ କେମିତି…
Read More...

ଅପରାଧୀକୁ ଏନକାଉଣ୍ଟର ।

କଟକ,୧୬/୧୦(ବ୍ୟୁରୋ) : ଆଜି ସକାଳେ କଟକ କନ୍ଦରପୁର ଥାନା ପୁଲିସ ଜଣେ ଦୁର୍ଦ୍ଦାନ୍ତ ଅପରାଧୀକୁ ଏନକାଉଣ୍ଟର କରିଥିବା ନେଇ ଖବର ମିଳିଛି। ଉକ୍ତ ଅପରାଧୀ ଜଣକ ହେଉଛି ରାକା। ଏନକାଉଣ୍ଟର ସମୟରେ ପୁଲିସ ତା’ନିକଟରୁ ଗୋଟିଏ ବନ୍ଧୁକ, ୩ ରାଉଣ୍ଡ ଗୁଳି ସହ ବାଇକ ଜବତ କରିଛି। ରାକା ନାମରେ ଅନେକ…
Read More...

ପରିଚୟ ଫାଉଣ୍ଡେସନ ପକ୍ଷରୁ ସପ୍ତମ ‘ ପରମ୍ପରା’ ଓ ପଞ୍ଚମ ‘ଶ୍ରୀ ପୁରସ୍କାର’ ପ୍ରଦାନ

ପରିଚୟ ଫାଉଣ୍ଡେସନ ପକ୍ଷରୁ ସପ୍ତମ ' ପରମ୍ପରା' ଓ ପଞ୍ଚମ 'ଶ୍ରୀ ପୁରସ୍କାର' ପ୍ରଦାନ ସମାରୋହ ଅନୁଷ୍ଠିତ ହୋଇଛି। ନୂଆଦିଲ୍ଲୀର ସମ୍ବିଧାନ ହଲ ଠାରେ ଆୟୋଜିତ ଏହି ପୁରସ୍କାର ପ୍ରଦାନ କାର୍ଯ୍ୟକ୍ରମରେ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ହାସଲ କରିଥିବା ବ୍ୟକ୍ତିତ୍ବଙ୍କୁ ସମ୍ମାନିତ କରାଯାଇଛି।…
Read More...

ଭୁବନେଶ୍ୱର ରନ୍‌ୱେ ୱିକ୍‌ “ପୋଷାକରେ ପ୍ରଦର୍ଶିତ ହେଲା ଭାରତୀୟ କଳାକୃତି”

ଉତ୍ସବରେ ଆକର୍ଷଣୀୟ ଦେଖାଯିବାକୁ ସମସ୍ତଙ୍କ ମନରେ ଥାଏ ଉତ୍ସାହ । ପାର୍ବଣରେ ବିଭିନ୍ନ ସୁନ୍ଦର ପୋଷାକ ପରିଧାନ କରି ନିଜକୁ ପରଶି ଦେବାପାଇଁ ପସନ୍ଦ କରିଥାନ୍ତି ସମସ୍ତେ । ପୋଷାକକୁ ଆକର୍ଷଣୀୟ କରିବା ନିମନ୍ତେ ଫ୍ୟାସନ୍ ଡ଼ିଜାଇନ୍‌ରମାନେ ପୋଷାକକୁ ଦେଇଥାନ୍ତି ନୂଆ ନୂଆ ରୂପ । ଏହି…
Read More...

ପାର୍ବଣ ପାଇଁ ବଢିଲା କଟକଣା।

ଭୁବନେଶ୍ୱର : ରବିବାର (ଆସନ୍ତାକାଲି) ଠାରୁ ପୂଜା ପାଇଁ କୋଭିଡ ନିୟମ ଲାଗୁ ହେବ। କଟକ-ଭୁବନେଶ୍ବରରେ ରାତି ୮ଟାରୁ ସକାଳ ୫ ଟା ଯାଏଁ ନାଇଟ କର୍ଫ୍ୟୁ ଜାରି ରହିବ। ଏହି ସମୟରେ ଅମାନିଆଙ୍କ ପାଇଁ ଜରିମାନା ବ୍ୟବସ୍ଥା କରା ଯାଇଛି । ଅଧିକ ଅମାନିଆ ହେଲେ ଗିରଫ କରାଯିବ ବୋଲି ପୁଲିସ କମିଶନର…
Read More...

ପଞ୍ଚାୟତ ନିର୍ବାଚନ ସ°ରକ୍ଷଣ ତାଲିକା ପ୍ରକାଶ।

ଭୁବନେଶ୍ୱର,୯।୧୦(ବ୍ୟୁରୋ): ପଞ୍ଚାୟତ ନିର୍ବାଚନ ପାଇଁ ଜିଲାସ୍ତରରେ ଓ୍ବାର୍ଡମେମ୍ବର, ସରପଞ୍ଚ, ପଞ୍ଚାୟତ ସମିତି ସଭ୍ୟ ଏବଂ ବ୍ଲକ ଅଧ୍ୟକ୍ଷ ପଦବୀ ଲାଗି ଚିଠା ସଂରକ୍ଷଣ ତାଲିକା ପ୍ରକାଶ ପାଇଛି। ତେବେ ମିିଳିଥିବା ସୂଚନା ଅନୁଯାୟୀ ୧୪ ଜିଲା ଚିଠା ସଂରକ୍ଷଣ ତାଲିକା ପ୍ରକାଶ କରିବାକୁ ସକ୍ଷମ…
Read More...

ବିପର୍ଯ୍ୟୟ ପରିଚାଳନାର ସଫଳତା ପରେ ସୁନାମୀ ପାଇଁ ପ୍ରସ୍ତୁତ ହେଉଛନ୍ତି ସରକାର।

ଭୁବନେଶ୍ୱର,୯।୧୦(ବ୍ୟୁରୋ):ବାତ୍ୟା, ବନ୍ୟା ଓ ବଜ୍ରପାତ ଆଦି ବିପର୍ଯ୍ୟୟ ପରିଚାଳନାରେ ନୂତନ ଅନ୍ତର୍ଜାତୀୟ ମାନଦଣ୍ଡ ହାସଲ କରିବା ପରେ ବର୍ତ୍ତମାନ ରାଜ୍ୟରେ ସୁନାମୀପ୍ରବଣ ଉପକୂଳ ଗ୍ରାମଗୁଡିକୁ ଏଥିଲାଗି ପ୍ରସ୍ତୁତ ନିମନ୍ତେ ସରକାର ପ୍ରଚେଷ୍ଟା ଆରମ୍ଭ କରିଛନ୍ତି। ମୁଖ୍ୟ ଶାସନ ସଚିବ ସୁରେଶ…
Read More...

ନନ୍ଦନକାନନରେ ଚାଲିବ ଟୟଟ୍ରେନ୍।

ଭୁବନେଶ୍ୱର,୯।୧୦ : ଦଶହରା ପାଇଁ ପର୍ଯ୍ୟଟକଙ୍କୁ ନୂଆ ଭେଟି ଦେଇଛନ୍ତି ନନ୍ଦନକାନନ କର୍ତ୍ତୃପକ୍ଷ। ଶୁକ୍ରବାର ୬୭ତମ ରାଜ୍ୟସ୍ତରୀୟ ବନ୍ୟପ୍ରାଣୀ ସପ୍ତାହ ପାଳନ ଅବସରରେ ପର୍ଯ୍ୟଟକଙ୍କ ପାଇଁ ବହୁ ପ୍ରତୀକ୍ଷିତ ସାଜିଥିବା ତଥା ଆକର୍ଷଣୀୟ ଓ ଆଧୁନିକୀକରଣରେ ଝଲସୁଥିବା ଶିଶୁ ରେଳଗାଡ଼ି(ଟୟଟ୍ରେନ)ର…
Read More...

ପୁଣି ସୋସିଆଲ ଆପ ଡାଉନ କ୍ଷମା ମାଗିଲା ଫେସବୁକ୍

ନୂଆଦିଲ୍ଲୀ,୯ ।୧୦: ଇନଷ୍ଟାଗ୍ରାମ, ଫେସବୁକ ଆଦି ଡାଉନ ହେବାର ଏକ ସପ୍ତାହ ମଧ୍ୟରେ ଏହା ପୁଣିଥରେ ଡାଉନ୍ ହୋଇଛି । କେତେଜଣ ୟୁଜର୍ସ ଫଟୋ ଶେୟାରିଂ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ ଫଟୋ ଶେୟାର କରି ପାରୁ ନାହାନ୍ତି । ରାତି ପ୍ରାୟ ୧୨ଟାରୁ ଏକ ଘଣ୍ଟା ପର୍ଯ୍ୟନ୍ତ ଏହି ସୋସିଆଲ ମିଡିଆ ଡାଉନ୍ ହୋଇ…
Read More...

ଓଏଏସ ସ୍ତରରେ ଅଦଳବଦଳ।

ଭୁବନେଶ୍ୱର,୯।୧୦(ବ୍ୟୁରୋ): ରାଜ୍ୟ ସରକାର ଶୁକ୍ରବାର ଓଏଏସ୍‌ ଅଫିସର ସ୍ତରରେ ଅଦଳବଦଳ କରିଛନ୍ତି। ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ସାଧାରଣ ପ୍ରଶାସନ ଏବଂ ସାଧାରଣ ଅଭିଯୋଗ ବିଭାଗର ଅତିରିକ୍ତ ନିର୍ଦ୍ଦେଶକ(ଇଷ୍ଟେଟ୍‌) ସୁଶାନ୍ତ କୁମାର ଦାଶଙ୍କୁ ବୟନ ନିର୍ଦ୍ଦେଶକ…
Read More...