banner
Breaking
Monthly Archives

January 2021

ଆଜି ଶାମ୍ବ ଦଶମୀ। ଏହାର ମହତ୍ତ୍ଵ ବିଷୟରେ ଜାଣନ୍ତୁ।

ଭୁବନେଶ୍ୱର,୨୩/୧(ଓଡ଼ିଆ ନ୍ୟୁଜ):ଆଜି ହେଉଛି ପୌଷମାସ ଶୁକ୍ଲପକ୍ଷ ଦଶମୀ। ଏହି ଦିନଟିକୁ ହିନ୍ଦୁମାନେ ଶାମ୍ବ ଦଶମୀ ବା ଶମ୍ବର ଦଶମୀ ଭାବେ ପାଳନ କରିଥାନ୍ତି । ଏହା ପ୍ରତ୍ୟକ୍ଷ ଭାବେ ଦର୍ଶନ ଦେଉଥିବା ଦେବତା ସୂର୍ଯ୍ୟଦେବତାଙ୍କର ପୂଜା। ଆଜି ମୁଖ୍ୟତଃ ସୂର୍ଯ୍ୟଦେବତାଙ୍କୁ ଯଥାବିଧି ଭାବେ…
Read More...

କଟକରେ ଆଜି ଆନ୍ତରାଜ୍ୟ ବସ ଟର୍ମିନାଲର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ।

କଟକ,୨୩/୧(ଓଡ଼ିଆ ନ୍ୟୁଜ): ଆଜି କଟକ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କଟକ ଓଡ଼ିଆ ବଜାର ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ବାସଭବନରେ ପହଞ୍ଚି, ନେତାଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ସହିତ ନେତାଜୀଙ୍କ ନାମରେ ଖାନନଗରରେ ହେବାକୁ ଯାଉଥିବା ଅନ୍ତଃରାଜ୍ୟ ବସ ଟର୍ମିନାଲର…
Read More...

ଆଜି ଆପଣଙ୍କ ଦିନ କେମିତି କଟିବ ଜାଣନ୍ତୁ।

ମେଷ:-ଆଜି ସାମଗ୍ରିକ ଦୃଷ୍ଟିକୋଣରୁ ସଫଳତା ପାଇବେ। ଧନହାନିଜନିତ ମନସ୍ତାପ କରିପାରନ୍ତି। ସହକର୍ମୀଙ୍କ ସହ ସାମାନ୍ୟ ତିକ୍ତତା ସୃଷ୍ଟି ହୋଇପାରେ। ସାମାଜିକ ସ୍ତରରେ ମନ ଭୁଲାଣିଆ କଥା କହି ପରିସ୍ଥିତିକୁ ସମ୍ଭାଳି ନେବେ। ବୃଷ:-ଆଜି ମାନସିକ ଚାପଗ୍ରସ୍ତ ହୋଇ ଅଶାନ୍ତ ରହିପାରନ୍ତି। ଆଜି…
Read More...

ସଞ୍ଜୟ ନାୟକଙ୍କୁ ରେଭେନ୍ସାର ନୂତନ କୁଳପତି ଭେବେ ନିଯୁକ୍ତି ଦେଲେ ରାଜ୍ୟପାଳ।

ଭୁବନେଶ୍ୱର,୨୨/୧(ଓଡ଼ିଆ ନ୍ୟୁଜ): ରେଭେନ୍ସା ବିଶ୍ବବିଦ୍ୟାଳୟର ନୂତନ କୁଳପତି ଭାବେ ପ୍ରଫେସର ସଞ୍ଜୟ କୁମାର ନାୟକଙ୍କୁ ଓଡ଼ିଶାର ରାଜ୍ୟପାଳ ତଥା କୁଳାଧିପତି ପ୍ରଫେସର ଗଣେଶୀ ଲାଲ ନିଯୁକ୍ତ କରିଛନ୍ତି। ଓଡିଶା ବିଶ୍ୱବିଦ୍ୟାଳୟ (ସଂଶୋଧନ) ଅଧିନିୟମ ଅନୁସାରେ ରାଜ୍ୟପାଳ ପ୍ରଫେସର ନାୟକଙ୍କୁ…
Read More...

ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ଛାଇର ଶବ୍ଦ ଓ ସୂର୍ଯ୍ୟାସ୍ତ ପୂର୍ବରୁ ଲୋକାର୍ପିତ।

ଭୁବନେଶ୍ୱର,୨୨/୧(ଓଡ଼ିଆ ନ୍ୟୁଜ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ନବୀନ ନିବାସଠାରେ ଡଃ ଗୋପବନ୍ଧୁ ଦାସଙ୍କ ରଚିତ କବିତା ସଂକଳନ ‘ଛାଇର ଶଦ୍ଦ’ କୁ ଲୋକାର୍ପିତ କରିଛନ୍ତି। ଏଥିରେ ୮୩ଟି କବିତା ସ୍ଥାନିତ ହୋଇଛି। ସୂକ୍ଷ୍ମ ସୌନ୍ଦର୍ଯ୍ୟବୋଧ ସହିତ ଏହି କବିତାରେ ରହସ୍ୟମୟ ଅତିନ୍ଦ୍ରୀୟ…
Read More...

ଛାତ୍ରଛାତ୍ରୀ ନିଜ ସ୍କୁଲରେ ଦେବେ ମାଟ୍ରିକ ପରୀକ୍ଷା।

ଭୁବନେଶ୍ୱର,୨୨/୧(ଓଡ଼ିଆ ନ୍ୟୁଜ) କରୋନା ଯୋଗୁଁ ଯେଭଳି ମାଟ୍ରିକ ଛାତ୍ରଛାତ୍ରୀ ଅସୁବିଧା ନଭୋଗିବେ ସେଥିପାଇଁ ଏଥର ନିଜ ସ୍କୁଲରେ ସମସ୍ତ ପରୀକ୍ଷାର୍ଥୀ ପରୀକ୍ଷା ଦେବାର ବ୍ୟବସ୍ଥା କରାଯାଇଥିବା ଜଣାପଡ଼ିଛି। ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ମାଟ୍ରିକ୍‌ ପରୀକ୍ଷାକୁ ଶୃଙ୍ଖଳିତ…
Read More...

ମାଟ୍ରିକ ପିଲାଙ୍କୁ ମାଗଣାରେ ମିଳିବ ୭୦୦ ପୃଷ୍ଠାର ପରୀକ୍ଷା ଦର୍ପଣ : ଶିକ୍ଷାମନ୍ତ୍ରୀ

ଭୁବନେଶ୍ୱର,୨୧।୧(ଓଡ଼ିଆ ନ୍ୟୁଜ): ଚଳିତ ବର୍ଷ ମାଟ୍ରିକ୍‌ ପରୀକ୍ଷା ଦେବାକୁ ଯାଉଥିବା ଛାତ୍ରୀଛାତ୍ରଙ୍କ ଫର୍ମ ପୂରଣ ଦେୟ ମୁଖ୍ୟମନ୍ତ୍ରୀ ଛାଡ କରିଥିବା ବେଳେ କମ୍ ସମୟ ମଧ୍ୟରେ ପିଲାମାନଙ୍କୁ ପ୍ରସ୍ତୁତି ହେବା ପାଇଁ ସରକାର ମାଗଣାରେ ‘ପରୀକ୍ଷା ଦର୍ପଣ’ ବହି ଯୋଗାଇ ଦେବେ। ଏଥିରେ ସମ୍ଭାବ୍ୟ…
Read More...

ଦ୍ବିତୀୟ ପର୍ଯ୍ୟାୟରେ ଟିକା ନେବେ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ।

ନୂଆଦିଲ୍ଲୀ,୨୧।୧: ଦ୍ୱିତୀୟ ପର୍ଯ୍ୟାୟ କୋରୋନା ଟିକାକରଣରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀ ଟିକା ନେବେ। ଏଥିସହିତ ୫୦ ବର୍ଷରୁ ଅଧିବ ବୟସର ମନ୍ତ୍ରୀ ଓ ନେତାଙ୍କୁ ଟିକା ଦିଆଯିବ । ତେବେ ଜାନୁଆରୀ ୧୬ ତାରିଖରୁ ସାରା ଦେଶରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର…
Read More...

୨୦ରେ ପ୍ରକାଶ ପାଇବ ମେଧା ତାଲିକା।

ଭୁବନେଶ୍ୱର, ୧୭ା୧ (ଓଡ଼ିଆ ନ୍ୟୁଜ): ରାଜ୍ୟରେ ବିଶ୍ୱବିଦ୍ୟାଳୟ, ସ୍ୱୟଂଶାସିତ ମହାବିଦ୍ୟାଳୟ ଓ ଡିଗ୍ରୀ କଲେଜମାନଙ୍କରେ ପିଜି ସ୍ପଟ୍ ନାମଲେଖା ପାଇଁ ମେଧା ତାଲିକା ପ୍ରକାଶ ପାଇଛି । ତାଲିକାରେ ସ୍ଥାନ ପାଇଥିବା ଛାତ୍ରଛାତ୍ରୀମାନେ ଚଳିତ ମାସ ୧୬ରୁ ୨୦ ତାରିଖ ମଧ୍ୟରେ ନିର୍ଦ୍ଧାରିତ…
Read More...

ଆଜି ଆପଣଙ୍କ ଦିନ କେମିତି କଟିବ ଜାଣନ୍ତୁ।

ମେଷ:-ଆଜି କୌଣସି ପଦସ୍ଥ ବ୍ୟକ୍ତିଙ୍କ ସହଯୋଗରୁ ଅଟକିଥିବା କାମରେ ଅଗ୍ରଗତି ଘଟିବ। ଆର୍ଥିକ ସଂକଟ ଲାଗି ରହିଥିଲେ ମଧ୍ୟ ନୂତନ ଯୋଜନା ଆରମ୍ଭ ସକାଶେ ମନ ବଳାଇବେ। ସମ୍ପର୍କୀୟମାନେ କାଳେ ଦେବାକୁ ପଡିବ, ଏହି ଚିନ୍ତାରେ ପାଖ ମାଡିବେ ନାହିଁ। ମହିଳାମାନେ ମନକୁ ବୁଝାଇ ରହିବାକୁ ବାଧ୍ୟ ହେବେ।…
Read More...