banner
Breaking
Yearly Archives

2020

ପୂର୍ବତନ ବିଧାୟକ ରବୀନ୍ଦ୍ର ନାଥ ଭୋଇଙ୍କ ଦେହାନ୍ତ।

ତିର୍ତ୍ତୋଲ,୫ା୯(ଓଡ଼ିଆ ନ୍ୟୁଜ): ଜଗତସିଂହପୁର ଜିଲ୍ଲାରେ ଆଉ ଜଣେ ବିଧାୟକଙ୍କ ଦେହାନ୍ତ। ଜଗତସିଂହପୁର ଜିଲା ତିର୍ତ୍ତୋଲର ପୂର୍ବତନ ବିଧାୟକ ରବୀନ୍ଦ୍ର ନାଥ ଭୋଇଙ୍କ ଶୁକ୍ରବାର ରାତିରେ କଟକର ଏକ ଘରୋଇ ହସ୍ପିଟାଲରେ ପରଲୋକ ଘଟିଥିବା ଜଣାଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୫୬ ବର୍ଷ ବୟସ ହୋଇଥିଲା।…
Read More...

ରାଜ୍ୟରେ ଆଜି ପୁଣି ୩୫୪୩ ପଜିଟିଭ ଚିହ୍ନଟ ଓ ୭ ମୃତ।

ଭୁବନେଶ୍ଵର,୫/୯(ଓଡ଼ିଆ ନ୍ୟୁଜ): ରାଜ୍ୟରେ ଆଜି ପୁଣି ୩୫୪୩ଜଣ ନୂଆ କରୋନା ଆକ୍ରାନ୍ତ‌ ଚିହ୍ନଟ ହୋଇଛନ୍ତି।ସେମାନଙ୍କ ମଧ୍ୟରେ ସଙ୍ଗରୋଧ କେନ୍ଦ୍ରରୁ ୨୧୬୧ଜଣ ଚିହ୍ନଟ ହୋଇଥିବାବେଳେ ୧୩୮୨ଜଣ ସ୍ଥାନୀୟ ଅଞ୍ଚଳରୁ ରହିଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୧ ଲକ୍ଷ ୨୦…
Read More...

ଆଜି ଆପଣଙ୍କ ଦିନ କେମିତି କଟିବ ଜାଣନ୍ତୁ।

ମେଷ:-ଆଜି ତିନୋଟି କେନ୍ଦ୍ରରେ ଗ୍ରହଙ୍କ ଅବସ୍ଥିତି ହେତୁ କାମଗୁଡିକୁ ଧୀର ଗତିରେ ଲକ୍ଷ୍ୟସ୍ଥଳକୁ ନେବାରେ ସାହାଯ୍ୟ କରିବେ। ପାରିବାରିକ ଦୃଷ୍ଟିକୋଣରୁ ଦିନଟି ବହୁତ ଭଲ ରହିବ। ସାହିତ୍ୟ, ସଙ୍ଗୀତ, କଳା, କ୍ରୀଡା, ଚଳଚ୍ଚିତ୍ର କ୍ଷେତ୍ରରେ ପରିସ୍ଥିତି ସୁଧୁରିଯିବ। ମାଲିମକଦ୍ଦମା କଥା କିମ୍ବା…
Read More...

କେନ୍ଦ୍ରାପଡା ଜିଲ୍ଲାରେ ଉଜୁଡିଗଲା ଚାଷୀଙ୍କ ଭାତହାଣ୍ଡି

ମହାନଦୀ, ବ୍ରାହ୍ମଣୀ ଓ ବୈତରଣୀ ସିଷ୍ଟମରେ ଥିବା ଚଳିତ ବନ୍ୟା ପୂର୍ବରୁ ଲଘୁଚାପ ବର୍ଷା ହୋଇଥିଲା। କ୍ଷେତରୁ ବର୍ଷା ଜଳ ନିଷ୍କାସିତ ହୋଇ ନ ଥିବା ବେଳେ କେନ୍ଦ୍ରାପଡ଼ା ଜିଲାର ୭ ନଦୀରେ ବନ୍ୟା ଆସିଥିଲା। ବର୍ଷାଋତୁ ପାଇଁ ସମସ୍ତ ପ୍ରସ୍ତୁତି ସରିଥିବା ଗତ ଏପ୍ରିଲରେ ଅନୁଷ୍ଠିତ ଜିଲା…
Read More...

ମୁମ୍ବାଇରେ ଭୂକମ୍ପ।

ମୁମ୍ବଇ,୪/୯ : ମହାରାଷ୍ଟ୍ରର ଉତ୍ତର ମୁମ୍ବାଇରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଶୁକ୍ରବାର ସକାଳ ୧୦ଟା ୩୩ ମିନିଟ୍‌ ରେ ଭୂକମ୍ପ ଅନୁଭୂତ ହୋଇଥିଲା। ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୨.୮ ଥିଲା। ଉତ୍ତର ମୁମ୍ବାଇଠାରୁ ୯୧ କିମି ଦୂରତାରେ ଏବଂ ୧୦ କିମି ଗଭୀରରେ ଏହି ଭୂକମ୍ପର କେନ୍ଦ୍ରସ୍ଥଳ…
Read More...

ଭାରତକୁ ପୁଣି ଫେରିବ ଟକଟକ୍।

ନୂଆଦିଲ୍ଲୀ,୪।୯: ଭାରତରେ ଟିକ୍‌ଟକ୍‌ ପୁଣି ଫେରିବାର ସମ୍ଭାବନା ସୃଷ୍ଟି ହୋଇଛି। ଟିକ୍‌ଟକ୍‌ର ଭାରତୀୟ ଆସେଟ୍‌କୁ ଜାପାନ କମ୍ପାନୀ ସଫ୍ଟବ୍ୟାଙ୍କ କିଣିବାକୁ ପ୍ରସ୍ତୁତ ହେଉଛି। ସୂଚନା ଅନୁଯାୟୀ, ସଫ୍ଟବ୍ୟାଙ୍କ ଏଥିପାଇଁ ଭାରତୀୟ ଅଂଶୀଦାରକୁ ଖୋଜୁଛି। ଗତ ମାସେ ମଧ୍ୟରେ ସଫ୍ଟବ୍ୟାକ ରିଲାଏନ୍ସର…
Read More...

ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କୁ ଧମକ ଦେଇଥିବା ଯୁବକକୁ ୪ ଦିନ ରିମାଣ୍ଡରେ ନେଲା ପୁଲିସ।

ସାଲେପୁର,୪/୯: ସାଲେପୁର ବ୍ଲକର କୁସମ୍ବୀ ଗ୍ରାମର ସୟଦ ହସନ ଅହମ୍ମଦକୁ ରାଜଦ୍ରୋହ ଓ ହତ୍ୟା ଧମକ ଅଭିଯୋଗରେ ଉତ୍ତର ପ୍ରଦେଶ ପୁଲିସ ଶୁକ୍ରବାର ୪ ଦିନିଆ ରିମାଣ୍ଡରେ ନେଇଛି।  ସାଲେପୁର କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଉତ୍ତର ପ୍ରଦେଶ ପୁଲିସ ସେଠାକୁ ନେଇଛି। ସେଠାରେ ବାଗପତ ଜିଲ୍ଲା…
Read More...

ଅକ୍ଟୋବର କିମ୍ବା ନଭେମ୍ବରରେ ଆସିବ କରୋନା ଟୀକା।

ୱାଶିଂଟନ : କରୋନା ମହାମାରୀର ମୁକାବିଲା କେବଳ ଟିକା ଦ୍ୱାରା ହିଁ ସମ୍ଭବ, ଯାହାକୁ ନେଇ ଏବେ ସାରା ବିଶ୍ୱର ବୈଜ୍ଞାନିକମାନେ ଗବେଷଣା କରୁଛନ୍ତି। ଆମେରିକୀୟ ରୋଗ ନିୟନ୍ତ୍ରଣ ଏବଂ ନିରାକରଣ (ସିଡିସି), ଜନସ୍ୱାସ୍ଥ୍ୟ ସହିତ ଜଡିତ ଏକ ସଂସ୍ଥାକୁ କହିଛି ଯେ ଏହା ଅକ୍ଟୋବର କିମ୍ବା ନଭେମ୍ବର…
Read More...

ବିଧାୟକ ପ୍ରଶାନ୍ତ ମୁଦୁଲିଙ୍କୁ କରୋନା।

ଜଗତସିଂହପୁର,୪ ।୯(ଓଡ଼ିଆ ନ୍ୟୁଜ): ସାରା ରାଜ୍ୟରେ କରୋନା ମହାମରୀ ମାଡି ମାଡି ଚାଲିଛି। ଏହାରି ମଧ୍ୟରେ ଜଗତସିଂହପୁର ବିଧାୟକ ପ୍ରଶାନ୍ତ ମୁଦୁଲି କରୋନାରେ ଆକ୍ରାନ୍ତ ହୋଇଛନ୍ତି । ବିଧାୟକଙ୍କ ଡ୍ରାଇଭର ମଧ୍ୟ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ରିପୋର୍ଟ ପଜିଟିଭ୍ ଆସିବା ପରେ ସଂସ୍ପର୍ଶରେ…
Read More...

ହୀରାକୁଦରେ ବନ୍ଦ ହେଲା ଆଉ ୩ଟି ଗେଟ୍।

ହୀରାକୁଦ,୪/୯(ଓଡ଼ିଆ ନ୍ୟୁଜ): ଉପର ମୁଣ୍ଡରେ ବର୍ଷା କମିଥିବାରୁ ଜଳ ଭଣ୍ଡାରକୁ ଜଳ ପ୍ରବାହ କମିଯାଇଛି। ତେବେ ହୀରାକୁଦର ଡ୍ୟାମର ଆଉ ତିନୋଟି ଫାଟକକୁ ବନ୍ଦ କରାଯାଇଛି। ଏବେ ମୋଟ୍ ୦୬ଟି ଗେଟ୍ ଦେଇ  ବନ୍ୟାଜଳ ନିଷ୍କାସିତ ହେଉଥିବା ଜଣାପଡିଛି। ବାମପଟୁ ୪ଟି ଗେଟ୍ ଦେଇ ଜଳ ନିଷ୍କାସନ…
Read More...