banner
Breaking

ମୁମ୍ବାଇରେ ଭୂକମ୍ପ।

0

ମୁମ୍ବଇ,୪/୯ : ମହାରାଷ୍ଟ୍ରର ଉତ୍ତର ମୁମ୍ବାଇରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଶୁକ୍ରବାର ସକାଳ ୧୦ଟା ୩୩ ମିନିଟ୍‌ ରେ ଭୂକମ୍ପ ଅନୁଭୂତ ହୋଇଥିଲା। ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୨.୮ ଥିଲା। ଉତ୍ତର ମୁମ୍ବାଇଠାରୁ ୯୧ କିମି ଦୂରତାରେ ଏବଂ ୧୦ କିମି ଗଭୀରରେ ଏହି ଭୂକମ୍ପର କେନ୍ଦ୍ରସ୍ଥଳ ଥିଲା। ଏଥିରେ ବିଶେଷ କିଛି କ୍ଷୟକ୍ଷତି ହୋଇଥିବା ଜଣାପଡିଛି। ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି ଦ୍ୱାରା ଏହି ସୂଚନା ଦିଆଯାଇଛି।

Khansweb Solution Bhubaneswar

Leave A Reply

Your email address will not be published.