banner
Breaking
Yearly Archives

2020

ରାଜ୍ୟରେ ଆଜି ପୁଣି ୪୧୮୦ ପଜିଟିଭ ଚିହ୍ନଟ ଓ ୧୩ ମୃତ।

ଭୁବନେଶ୍ୱର,୧୮/୯(ଓଡ଼ିଆ ନ୍ୟୁଜ): ରାଜ୍ୟରେ ଆଜି ପୁଣି ୪୧୮୦ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରରୁ ୨୪୬୬ଜଣ ଚିହ୍ନଟ ହୋଇଥିବା ବେଳେ ୧୭୧୪ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି। ଏହାସହ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧,୭୧,୩୪୧ରେ ପହଞ୍ଚିଛି। ଏନେଇ…
Read More...

ଆଜି ଆପଣଙ୍କ ଦିନ କେମିତି କଟିବ ଜାଣନ୍ତୁ।

ମେଷ:-ଆଜି ଶୁଭେତ୍ସୁଙ୍କ ପରାମର୍ଶରେ ନୂଆ ନୂଆ କାମ କରିବା ସକାଶେ ମନ ବଳାଇବେ। କୃତ୍ତିକା ନକ୍ଷତ୍ରର ଦୈହିକ ଦୁର୍ବଳତା ସଙ୍ଗକୁ ଧୈର୍ଯ୍ୟହରା ଓ ନୈରାଶ୍ୟ ବ୍ୟସ୍ତ ଓ ବିବ୍ରତ କରାଇପାରେ। ଠିକ୍‌ ବୁଝାମଣା ମାଧ୍ୟମରେ ପାରିବାରିକ ଜୀବନରେ ଶାନ୍ତି ଓ ସ୍ଥିରତା ଅବ୍ୟାହତ ରହିବ। ଟଙ୍କା ଖର୍ଚ୍ଚ…
Read More...

ଆଇସିସି ଦିନିକିଆ ମାନ୍ୟତାରେ ପ୍ରଥମରେ ବିରାଟ,ଦ୍ବିତୀୟରେ ରୋହିତ।

ଦୁବାଇ, ୧୭/ ୦୯: ଗୁରୁବାର ପ୍ରକାଶ ପାଇଛି ଆଇସିସି ଦିନିକିଆ ମାନ୍ୟତା ତାଲିକା। ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳା ଯାଉଥିବା ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ଶୃଙ୍ଖଳା ପରେ ଆଇସିସି ପ୍ରକାଶ କରିଛି ଦିନିକିଆ ମାନ୍ୟତା। ସଦ୍ୟ ପ୍ରକାଶିତ ତାଲିକାରେ ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି…
Read More...

ଆସନ୍ତାକାଲି ଖୋଲିବ ସୁଶାନ୍ତ ମୃତ୍ୟୁ ରହସ୍ୟ।

ମୁମ୍ବାଇ ୧୭।୯ : ଖୁବ୍‌ ଶୀଘ୍ର ଖୋଲିବ ମୃତ୍ୟୁର ରାଜ୍‌। ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ରହସ୍ୟରୁ ଖୋଲିବ ପରଦା। ସୁଶାନ୍ତଙ୍କୁ ବିଷ ଦିଆଯାଇଥିଲା ନା ନାହିଁ, ଏହି ରାଜ୍‌ ଆସନ୍ତାକାଲି ଅର୍ଥାତ୍ ଶୁକ୍ରବାର ଦିନ ଏହାର ପର୍ଦ୍ଦାଫାଶ ହେବାକୁ ଯାଉଛି। ଆସନ୍ତାକାଲି ସୁଶାନ୍ତ ସିଂ ରାଜପୁତଙ୍କ…
Read More...

ହନୁମାନ ପଇସା ପାଇଁ ଗଣ୍ଡଗୋଳ।

ସୁନ୍ଦରଗଡ଼,୧୭/୦୯(ବ୍ୟୁରୋ): ସୁନ୍ଦରଗଡ଼ ଟାଉନ ଥାନା ପୁଲିସ୍‌ର ତତ୍ପରତା ଯୋଗୁଁ ହନୁମାନ ପାଇସାକୁ ନେଇ ଅପହୃତ ହୋଇଥିବା ଜଣେ ଯୁବକଙ୍କୁ ଦୁର୍ବୃତ୍ତଙ୍କ କବଳରୁ ଉଦ୍ଧାର କରାଯିବା ପରେ ଦୁଇଟି ମାମଲା ରୁଜୁ ହୋଇଛି । ଏହି ଘଟଣାରେ ଉଭୟ ଗୋଷ୍ଠୀର ୧୦ ଜଣକୁ ପୁଲିସ ଗିରଫ କରିଛି । ଗତକାଲି ପ୍ରାୟ…
Read More...

ଏମିତି ବି ଆସେ ମୃତ୍ୟୁ।

ଚନ୍ଦ୍ରଶେଖରପୁର,୧୭/୦୯(ବ୍ୟୁରୋ):ଏମିତି ବି ଆସେ ମୃତ୍ୟୁ । କରୋନା ପରିସ୍ଥିତିରେ ଲୋକେ ଘରୁ ବାହାରକୁ ବାହାରିବାକୁ ଡରୁଥିବାବେଳେ ସେ କରୋନା ଯୋଦ୍ଧା ଭାବେ କାର୍ଯ୍ୟ କରୁଥିଲେ । ୭୦ ବର୍ଷ ବୟସରେ ମଧ୍ୟ ବିଏମ୍‌ସିର ଜଣେ ସଫେଇ କର୍ମଚାରୀ ଭାବେ ନିରବଚ୍ଛିନ୍ନ ଭାବେ କାର୍ଯ୍ୟ ଜାରି ରଖିଥିଲେ ।…
Read More...

୨୧ ଓ ୨୨ରେ ପ୍ରବଳ ବର୍ଷା।

ଭୁବନେଶ୍ୱର,୧୭ା୯(ଓଡ଼ିଆ ନ୍ୟୁଜ): ଉତ୍ତର- ପଶ୍ଚିମ ବଙ୍ଗୋପସାଗର ଓ ଏହାର ଆଖପାଖ ଅଞ୍ଚଳରେ ଆସନ୍ତା ୨୦ ତାରିଖରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ୨୧ ଓ ୨୨ ତାରିଖରେ ପ୍ରବଳ ବର୍ଷା ହେବ । ୨୧ ତାରିଖରେ ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ଗଞ୍ଜାମ ଏବଂ ପୁରୀ…
Read More...

ରାଜ୍ୟରେ ଆଜି ଆଉ ୩୬୦୭ ଜଣ ସୁସ୍ଥ।

ଭୁବନେଶ୍ୱର,୧୭।୯(ଓଡ଼ିଆ ନ୍ୟୁଜ): ରାଜ୍ୟରେ ଗୁରୁବାର ଆଉ ୩୬୦୭ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୧୦୩୭ ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବାବେଳେ ପୁରୀରୁ ୪୧୫, କଟକରୁ ୨୯୯, ବଲାଙ୍ଗୀରରୁ ୧୪୦, ମୟୂରଭଞ୍ଜରୁ ୧୨୮, ଯାଜପୁରରୁ ୧୨୭, ବାଲେଶ୍ୱରରୁ ୧୧୨, ସୁନ୍ଦରଗଡରୁ…
Read More...

ମା”କୁ ଶାବଳରେ ପିଟି ମାରିଦେଲେ ଦୁଇ ନାବାଳକ ପୁଅ।

ଭୁବନେଶ୍ୱର,୧୭ା୯(ଓଡ଼ିଆ ନ୍ୟୁଜ): ମା"ର ମମତା ପାଇଁ ଡହଳ ବିକଳ ହୁଅନ୍ତି ପିଲା। କିନ୍ତୁ ସେହି ମା" ସ୍ନେହ ବଦଳରେ ଦେଉଥିଲେ ନିର୍ଯାତନା। ମଦ ଓ ନିଶାରେ ବୁଡ଼ି ରହୁଥିବା ମା’ର ଅତ୍ୟାଚାର ଅସହ୍ୟ ହେବାରୁ ଦୁଇ ନାବାଳକ ପୁଅ ନିଷ୍ଠୁର ହୋଇପଡ଼ିଥିଲେ। ଶେଷରେ ଘର ଭିତରେ ଶାବଳରେ ପିଟି ମା’ଙ୍କୁ…
Read More...

ଭୁବନେଶ୍ୱରରୁ ଆଜି ୩୨୫ ପଜିଟିଭ ଚିହ୍ନଟ।

ଭୁବନେଶ୍ୱର,୧୭।୯(ଓଡ଼ିଆ ନ୍ୟୁଜ): ରାଜଧାନୀ ଭୁବନେଶ୍ୱରରୁ ଆଜି ଆଉ ୩୨୫ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରାଣ୍ଟାଇନ ସେଣ୍ଟରରୁ ୧୦୧ ଜଣ ଚିହ୍ନଟ ହୋଇଥିବାବେଳେ ଲୋକାଲ କଣ୍ଟାକ୍ଟ କେସ ୨୨୪ ରହିଛି। ସେହିପରି ଆଜି ଭୁବନେଶ୍ୱରରୁ ୪୨୦ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ…
Read More...