banner
Breaking
Yearly Archives

2020

କରୋନାରୁ କେମିତି ହେବେ ଆରୋଗ୍ୟ। ପଢନ୍ତୁ ଡାକ୍ତରଙ୍କ ପରାମର୍ଶ।

ଭୁବନେଶ୍ୱର,୨୦/୯(ଓଡ଼ିଆ ନ୍ୟୁଜ): ଭାରତରେ କରୋନା ସ°କ୍ରମିତଙ୍କ ସ°ଖ୍ୟା ହୁହୁ ହୋଇ ବଢ଼ିବାରେ ଲାଗିଛି। ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାର ସ୍ଥିତ ବହୁ ଭଲ ରହିଛି। ଓଡିଶାରେ ଆରୋଗ୍ୟଙ୍କ ସ°ଖ୍ୟା ଅଧିକ ଥିବାବେଳେ ମୃତ୍ୟୁ ହାର ବହୁତ କମ୍ ରହିଛି। ଓଡ଼ିଶାରେ ୮୦ ପ୍ରତିଶତ କରୋନା ପଜିଟିଭ୍‍…
Read More...

ସାହାସୀ ଝିଅ ସୀମା-ରିମାଙ୍କୁ ସମ୍ବର୍ଦ୍ଧିତ କରିବ ଆର୍ଯ୍ୟସମାଜ।

ଭୁବନେଶ୍ୱର,୧୯/୯(ଓଡ଼ିଆ ନ୍ୟୁଜ) : କେନ୍ଦ୍ରାପଡ଼ା ଜିଲ୍ଲାରେ ବ୍ରାହ୍ମଣୀ ନଦୀରେ ବୁଡ଼ି ଯାଉଥିବା ବୃଦ୍ଧଙ୍କୁ ମୃତ୍ୟୁମୁଖରୁ ବଞ୍ଚାଇ, ଅଦମ୍ୟ ସାହାସିକତା ଦେଖାଇଥିବା ପଟ୍ଟାମୁଣ୍ଡାଇ ଥାନା ଅଞ୍ଚଳ, ଅମୃତମଣୋହି ପଞ୍ଚାୟତ ନୂଆଡ଼ିହା ଗ୍ରାମର ହିମାଦ୍ରୀ ପାତ୍ରଙ୍କ ଦୁଇଝିଅ ରିମା ଓ ସୀମାଙ୍କୁ…
Read More...

ଆଜି ଆପଣଙ୍କ ଦିନ କେମିତି କଟିବ ଜାଣନ୍ତୁ।

ମେଷ:-ଆଜି ଆପଣ ଦୀର୍ଘଦିନରୁ ଅଟକି ରହିଥିବା କାମକୁ ପୂରା ଦମ୍‌ରେ କରିବାପାଇଁ ନିଷ୍ପତ୍ତି ନେଇପାରନ୍ତି। ପରିଜନଙ୍କ ସହିତ ବିଳାସ ଓ ପ୍ରାଚୁର୍ଯ୍ୟ ମଧ୍ୟରେ ସମୟ ଅତିବାହିତ ହେବ। କର୍ମକ୍ଷେତ୍ରର ବିବାଦୀୟ ଘଟଣାରେ ପାଟି ଖୋଲିବା ଠିକ୍‌ ହେବନାହିଁ। ବନ୍ଧୁଙ୍କ ସହାୟତାରେ ଆର୍ଥିକ ସମସ୍ୟାକୁ…
Read More...

ଆଇପିଏଲ ପ୍ରଥମ ମ୍ୟାଚରେ ସିଏସକେ ୫ ଓ୍ବିକେଟରେ ଜିତିଲା।

ଆବୁଧାବି : ୟୁଏଇରେ ଇଣ୍ଡିଆନ୍‍ ପ୍ରିମିୟର ଲିଗ(ଆଇପିଏଲ୍)ର ୧୩ଶ ସଂସ୍କରଣର ଉଦଘାଟନୀ ମ୍ୟାଚରେ ଗତଥରର ଚାମ୍ପିୟନ ମୁମ୍ବଇ ଇଣ୍ଡିଆନ୍ସକୁ ୫ୱିକେଟରେ ପରାସ୍ତ କରିଛି ଚେନ୍ନଇ ସୁପରକିଙ୍ଗସ୍। ଚେନ୍ନଇ ସୁପର କିଙ୍ଗସ୍ ଟସ୍ ଜିଣି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ମୁମ୍ବଇ ଇଣ୍ଡିଆନ୍ସ…
Read More...

ପ୍ରବାସୀ ଶ୍ରମିକଙ୍କୁ ଶସ୍ତାରେ ମିଳିବ ଘରଭଡ଼ା: ନରେନ୍ଦ୍ର ମୋଦୀ

ନୂଆଦିଲ୍ଲୀ, ୧୯।୯: ସହରରେ ପ୍ରବାସୀ ଶ୍ରମିକଙ୍କୁ ଶସ୍ତାରେ ଘର ଭଡ଼ା ଯୋଗାଇ ଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ଏହାର ଦୁଇଟି ମଡ୍ୟୁଲ ଉପରେ କାମ ଆରମ୍ଭ କରାଯାଇଛି। ଶସ୍ତାରେ ସହରକୁ କାମଧନ୍ଦା ପାଇଁ ଆସୁଥିବା ଶ୍ରମିକଙ୍କକୁ ଏଣିକି ରହିବା…
Read More...

ହୋଟେଲରୁ ସେକ୍ସ ରାକେଟ ଠାବ।

ବାଲେଶ୍ୱର: ଜଳେଶ୍ୱର ସହରରୁ ସେକ୍ସ ରାକେଟ ଠାବ ହୋଇଛି । ଜଳେଶ୍ୱରରେ ଥିବା ଏକ ହୋଟେଲରେ ଦେହ ବ୍ୟବସାୟ ଚାଲିଥିବା ଖବର ପାଇ ପୋଲିସ ଚଢ଼ାଉ କରିଥିଲା । ସେଠାରୁ ପୋଲିସ ଜଣେ ଗ୍ରାହକ, ୨ଜଣ ମହିଳା ଓ ହୋଟେଲ ମ୍ୟାନେଜରକୁ ଅଟକ ରଖି ପଚରାଉଚରା କରୁଛି । ସୂଚନାଯୋଗ୍ୟ ଯେ, ଜଳେଶ୍ବର ସହରରେ ଥିବା…
Read More...

ରାଜ୍ୟସଭା ଉପାଧ୍ୟକ୍ଷ ଭାବେ ଦାୟିତ୍ବ ତୁଲାଇଲେ ସସ୍ମିତ ପାତ୍ର।

ଭୁବନେଶ୍ୱର,୧୯ା୯(ଓଡ଼ିଆ ନ୍ୟୁଜ): ରାଜ୍ୟସଭାର ଉପାଧ୍ୟକ୍ଷ ଭାବେ ଗୃହକାର୍ଯ୍ୟ ଦାୟିତ୍ୱ ତୁଲାଇଛନ୍ତି ବିଜେଡ଼ି ସାଂସଦ ସସ୍ମିତ ପାତ୍ର । ଦକ୍ଷତା ଓ ସାଧୁତାର ସହ ଗୃହ ପରିଚାଳନା ପାଇଁ ସସ୍ମିତଙ୍କୁ ପ୍ରଶଂସା ମଧ୍ୟ କରାଯାଇଛି । ପ୍ରାୟ ୨୦ବର୍ଷ ପରେ ରାଜ୍ୟସଭାର ଉପାଧ୍ୟକ୍ଷ ଭାବେ ଜଣେ ଓଡ଼ିଆ…
Read More...

ଆଉ କିଛି ସମୟ ପରେ ଆଇପିଏଲ ମ୍ୟାଚ।

ଶାରଜା,୧୯/୯(ବ୍ୟୁରୋ): ଇଣ୍ଡିଆନ ପ୍ରିମିୟର ଲିଗର ୧୩ତମ ସଂସ୍କରଣ ଆଉ କିଛି ସମୟ ପରେ ଆରମ୍ଭ ହୋଇଯିବ । ଭାରତୀୟ ସମୟ ସନ୍ଧ୍ୟା ୭ଟା୩୦ରେ ଆଇପିଏଲର ଉଦଘାଟନୀ ମୁକାବିଲା ଚେନ୍ନାଇ ସୁପର କିଙ୍ଗ୍‌ସ ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଖେଳାଯିବ । ପ୍ରଶଂସକମାନେ ଦୀର୍ଘ ଦିନ ପରେ ପଡିଆରେ ମହେନ୍ଦ୍ର…
Read More...

ଶିକ୍ଷା ବ୍ୟବସ୍ଥାର ଉନ୍ନତି ପାଇଁ ଅଣ୍ଟା ଭିଡିଲେ ୫ ଟି ସଚିବ।

ଭୁବନେଶ୍ୱର,୧୯/୯(ଓଡ଼ିଆ ନ୍ୟୁଜ): ଓଡ଼ିଶାର ସାଢେ ୪ କୋଟି ଜନସାଧାରଣଙ୍କ ପାଇଁ ରାଜ୍ୟ ସରକାର ବିଭିନ୍ନ ପ୍ରକାର ଯୋଜନା କରିଛନ୍ତି। ଜନ୍ମ ଠାରୁ ମୃତ୍ୟୁ ପର୍ଯ୍ୟନ୍ତ ବିଭିନ୍ନ ଯୋଜନାରେ ଗରିବ ଲୋକମାନଙ୍କ ପାଖରେ ପହଞ୍ଚୁଛି ସରକାରୀ ସହାୟତା। ସମସ୍ତ କାର୍ଯ୍ୟକୁ ତଦାରଖ କରିବା ପାଇଁ…
Read More...

ରାଜ୍ୟରେ ଆଜି ପୁଣି ୪୨୦୯ ପଜିଟିଭ ଚିହ୍ନଟ ଓ ୯ ମୃତ।

ଭୁବନେଶ୍ୱର,୧୯ା୯(ଓଡ଼ିଆ ନ୍ୟୁଜ): ରାଜ୍ୟରେ ଆଜି ପୁଣି ୪୨୦୯ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରରୁ ୨୪୪୧ ଓ ସ୍ଥାନୀୟ ଅଞ୍ଚଳରୁ ୧୭୬୮ ଜଣ ଚିହ୍ନଟ ହୋଇଛନ୍ତି ।ଏହାକୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧,୭୫,୫୫୦କୁ ବୃଦ୍ଧି ପାଇଛି । ଏନେଇ…
Read More...