banner
Breaking

ରାଜ୍ୟସଭା ଉପାଧ୍ୟକ୍ଷ ଭାବେ ଦାୟିତ୍ବ ତୁଲାଇଲେ ସସ୍ମିତ ପାତ୍ର।

0

ଭୁବନେଶ୍ୱର,୧୯ା୯(ଓଡ଼ିଆ ନ୍ୟୁଜ): ରାଜ୍ୟସଭାର ଉପାଧ୍ୟକ୍ଷ ଭାବେ ଗୃହକାର୍ଯ୍ୟ ଦାୟିତ୍ୱ ତୁଲାଇଛନ୍ତି ବିଜେଡ଼ି ସାଂସଦ ସସ୍ମିତ ପାତ୍ର । ଦକ୍ଷତା ଓ ସାଧୁତାର ସହ ଗୃହ ପରିଚାଳନା ପାଇଁ ସସ୍ମିତଙ୍କୁ ପ୍ରଶଂସା ମଧ୍ୟ କରାଯାଇଛି । ପ୍ରାୟ ୨୦ବର୍ଷ ପରେ ରାଜ୍ୟସଭାର ଉପାଧ୍ୟକ୍ଷ ଭାବେ ଜଣେ ଓଡ଼ିଆ ସା°ସଦ ଦାୟିତ୍ୱ ତୁଲାଇଥିବାରୁ ଏହାର ଶ୍ରେୟ ସେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଦେଇଛନ୍ତି । ଓଡ଼ିଶା ଓ ରାଜ୍ୟବାସୀଙ୍କ ପାଇଁ ଏହା ଗର୍ବର ବିଷୟ ବୋଲି କୁହାଯାଇଛି ।

Khansweb Solution Bhubaneswar

Leave A Reply

Your email address will not be published.