banner
Breaking
Yearly Archives

2020

ଡାକ୍ତରୀ ସ୍ନାତକ ଛାତ୍ରଛାତ୍ରୀଙ୍କ ପାଇଁ ନୂଆ ନିୟମ।

ନୂଆଦିଲ୍ଲୀ : ଭାରତୀୟ ଭେଷଜ ପରିଷଦ (ମେଡିକାଲ୍ କାଉନସିଲ୍ ଅଫ୍ ଇଣ୍ଡିଆ)ର ଏକ ସ୍ୱତନ୍ତ୍ର ଅଧିବେଶନରେ ସ୍ନାତକୋତ୍ତର ଛାତ୍ରଛାତ୍ରୀମାନଙ୍କ ପାଇଁ ନୂତନ ନିୟମ ପ୍ରସ୍ତୁତ କରିଛନ୍ତି ଫଳରେ ଏଣିକି ସ୍ନାତକୋତ୍ତର ଛାତ୍ରଛାତ୍ରୀମାନେ ସେମାନଙ୍କ ପାଠ୍ୟକ୍ରମର ଏକ ଅଂଶ ଭାବରେ ଜିଲ୍ଲା ଡାକ୍ତରଖାନାରେ…
Read More...

ଯୁକ୍ତ ୨ ନାମଲେଖା ଅବଧି ବଢିଲା।

ଭୁବନେଶ୍ବର,୨୨/୯(ଓଡ଼ିଆ ନ୍ୟୁଜ):ପ୍ରଥମ ପର୍ଯ୍ୟାୟ ଯୁକ୍ତ୨ ନାମଲେଖା ସମୟ ସୀମା ବୃଦ୍ଧି ପାଇଛି। ଯୁକ୍ତ ୨ ନାମଲେଖା ଅବଧି ୪ ଦିନ ଚଳିତ ମାସ ୩୦ ତାରିଖ ଯାଏଁ ବଢାଇ ଦିଆଯାଇଛି। ଏନେଇ ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି। ମାଧ୍ୟମିକ ବିଦ୍ୟାଳୟଗୁଡ଼ିକରେ ଏକାଦଶ…
Read More...

ବୈଷୟିକ ଜ୍ଞାନ କ୍ଷେତ୍ରରେ ଆସିବ ଅଭୂତପୂର୍ବ ପରିବର୍ତ୍ତନ। ଆଇଆଇଟି ବିଲ୍ ପାରିତ

ନୂଆଦିଲ୍ଲୀ : ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ଇନଫର୍ମେଶନ ଟେକ୍ନୋଲୋଜି ଆଇନ ସଂଶୋଧନ ବିଲ୍‍ ୨୦୨୦ ରାଜ୍ୟସଭାରେ ପାସ୍‍ ହେବା ସହ ସଂସଦର ଅନୁମୋଦନ ଲାଭ କରିଛି। ଆଇଆଇଆଇଟି ଆଇନ୍‍ ୨୦୧୪ ଓ ଆଇଆଇଆଇଟି ସରକାରୀ ବେସରକାରୀ ଭାଗିଦାରୀ ଆଇନ ୨୦୧୭ରେ ଏହି ବିଲ୍‍ ସଂଶୋଧନ ଆଣିବ। ୨୦୧୭ ଆଇଆଇଆଇଟି…
Read More...

ସତ୍ୟନଗର ଲେଡିଜଫୋରମ୍ ପକ୍ଷରୁ ମାସ୍କ ବଣ୍ଟନ।

ଭୁବନେଶ୍ୱର,୨୨/୯(ଓଡ଼ିଆ ନ୍ୟୁଜ): ସତ୍ୟନଗର ଲେଡିଜ୍ ଫୋରମ୍ ପକ୍ଷରୁ ସ୍ଥାନୀୟ ଫୁଟପାଥ୍ ବ୍ୟବସାୟୀଙ୍କୁ ମାସ୍କ ଓ ସାବୁନ୍ ବଣ୍ଟନ କରାଯାଇଛି। ଫୋରମର ସମ୍ପାଦିକା ଅନୁରାଧା ଦାଶଙ୍କ ନେତୃତ୍ୱରେ ଏହି ସେବା କାର୍ଯ୍ୟରେ ଅନେକ ସ୍ବେଚ୍ଛାସେବୀ ଯୋଗଦେଇଥିଲେ। କରୋନା ମହାମାରୀ ଆରମ୍ଭରୁ ଲେଡିଜ୍…
Read More...

ଟସ୍ ଜିତି ଫିଲ୍ଡି° କରିବ ଚେନ୍ନାଇ।

ଶାରଜା, ୨୨।୯: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ୧୩ତମ ସଂସ୍କରଣର ୪ର୍ଥ ମୁକାବିଲାରେ ମଙ୍ଗଳବାର ଗତଥରର ରନର୍ସଅପ୍‌ ଚେନ୍ନାଇ ସୁପର୍‌ କିଙ୍ଗ୍ସ ଓ ରାଜସ୍ଥାନ ରୟାଲ୍ସ ପରସ୍ପରକୁ ଭେଟିଛନ୍ତି। ଏହି ମ୍ୟାଚ୍‌ରେ ଟସ୍‌ ଜିତି ଚେନ୍ନାଇ ସୁପର୍‌ କିଙ୍ଗ୍ସର ଅଧିନାୟକ ମହେନ୍ଦ୍ର ସିଂ ଧୋନୀ…
Read More...

ରାଜ୍ୟରେ ଆଜି ପୁଣି ୪୧୮୯ ପଜିଟିଭ ଚିହ୍ନଟ ଓ ୧୧ ମୃତ।

ଭୁବନେଶ୍ୱର,୨୨/୯(ଓଡ଼ିଆ ନ୍ୟୁଜ): ରାଜ୍ୟରେ ଆଜି ପୁଣି ୪୧୮୯ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨୪୫୩ ଜଣ ସଙ୍ଗରୋଧ କେନ୍ଦ୍ରରୁ ୧୭୩୬ଜଣ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧,୮୮,୩୧୧ ରେ ପହଞ୍ଚିଛି। ସେଥିରୁ…
Read More...

ଓଏଏସ ସ୍ତରରେ ଅଦଳବଦଳ।

ଭୁବନେଶ୍ୱର, ୨୨।୯(ଓଡ଼ିଆ ନ୍ୟୁଜ): ଓଏଏସ ସ୍ତରରେ ସୋମବାର ଛୋଟ ଧରଣର ଅଦଳ ବଦଳ ହୋଇଛି। ସାଧାରଣ ପ୍ରଶାନ ଏବଂ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ଏନେଇ ଏକ ବିଜ୍ଞପ୍ତି ଜାରି କରାଯାଇଛି। ଜାରି ବିଜ୍ଞପ୍ତି ଅନୁଯାୟୀ ୮ଜଣ ଅଧିକାରୀଙ୍କ ବଦଳି ହୋଇଛି। କିଶୋର ଚନ୍ଦ୍ର ଦାସଙ୍କୁ ବାଣିଜ୍ୟ ଓ ପରିବହନ…
Read More...

ହାଇଦ୍ରାବାଦକୁ ୧୦ ରନରେ ହରାଇଲା ବାଙ୍ଗାଲୋର।

ଦୁବାଇ, ୨୨।୯ :ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ)ର ସୋମବାର ଅନୁଷ୍ଠିତ ମ୍ୟାଚରେ ସନ୍‌ ରାଇଜର୍ସ ହାଇଦ୍ରାବାଦକୁ ୧୦ ରନରେ ହରାଇ ଅଭିଯାନ ଆରମ୍ଭ କରିଛି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆର୍‌ସିବି)। ବାଙ୍ଗାଲୋର ପକ୍ଷରୁ ଧାର୍ଯ୍ୟ ୧୬୪ ରନ ବିଜୟ ଲକ୍ଷ୍ୟର ପିଛାକରି ହାଇଦ୍ରାବାଦ ଦଳ ୧୯.୪…
Read More...

ଭୁବନେଶ୍ୱର ସ୍ଥିତି ଅତି ଗମ୍ଭୀର। ମାଳମାଳ ଲକ୍ଷଣଯୁକ୍ତ

ଭୁବନେଶ୍ୱରରେ ଏବେ ଦିନକୁ ୩୦୦ରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । କିନ୍ତୁ, ପ୍ରକୃତ ଚିତ୍ର ସମ୍ଭବତଃ ସେଇଆ ନୁହେଁ । କାରଣ ଆକ୍ରାନ୍ତ ଯେତିକି, ସନ୍ଦିଗ୍ଧଙ୍କ ସଂଖ୍ୟା ତା’ଠାରୁ ଢେର ଅଧିକ । ପ୍ରାୟତଃ ଘରେ ଘରେ ଏବେ ଜ୍ୱର, କାଶ ରୋଗୀ । ମାଳମାଳ ଲୋକଙ୍କଠାରେ କରୋନା ଲକ୍ଷଣ ବାହାରୁଛି ।…
Read More...

ଭୁବନେଶ୍ୱରରେ ଆଜି ୩୦୬ ଆକ୍ରାନ୍ତ ଚିହ୍ନଟ।

ଭୁବନେଶ୍ୱର,୨୧।୯(ବ୍ୟୁରୋ)-ରାଜଧାନୀ ଭୁବନେଶ୍ୱରରୁ ଆଜି ଆଉ ୩୦୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରାଣ୍ଟାଇନରୁ ୧୨୩ ଜଣ ଚିହ୍ନଟ ହୋଇଥିବାବେଳେ ଲୋକାଲ କଣ୍ଟାକ୍ଟ କେସ ୨୧୮ ରହିଛି। ସେହିପରି ଆଜି ଭୁବନେଶ୍ୱରରୁ ୫୦୬ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏ ନେଇ…
Read More...