banner
Breaking

ଯୁକ୍ତ ୨ ନାମଲେଖା ଅବଧି ବଢିଲା।

0

ଭୁବନେଶ୍ବର,୨୨/୯(ଓଡ଼ିଆ ନ୍ୟୁଜ):ପ୍ରଥମ ପର୍ଯ୍ୟାୟ ଯୁକ୍ତ୨ ନାମଲେଖା ସମୟ ସୀମା ବୃଦ୍ଧି ପାଇଛି। ଯୁକ୍ତ ୨ ନାମଲେଖା ଅବଧି ୪ ଦିନ ଚଳିତ ମାସ ୩୦ ତାରିଖ ଯାଏଁ ବଢାଇ ଦିଆଯାଇଛି। ଏନେଇ ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି। ମାଧ୍ୟମିକ ବିଦ୍ୟାଳୟଗୁଡ଼ିକରେ ଏକାଦଶ ଶ୍ରେଣୀରେ ପ୍ରଥମ ପର୍ଯ୍ୟାୟ ନାମଲେଖା ପ୍ରକ୍ରିୟା ଆରମ୍ଭ ହୋଇଛି।

Khansweb Solution Bhubaneswar

Leave A Reply

Your email address will not be published.