banner
Breaking
Yearly Archives

2020

ରାଜେଶ ମହାପାତ୍ରଙ୍କୁ ପ୍ରାଣୀମିତ୍ର ସମ୍ମାନ।

ଭୁବନେଶ୍ୱର, ୬।୧୦(ଓଡ଼ିଆ ନ୍ୟୁଜ): ନନ୍ଦନକାନନର ବାୟୋଲୋଜିଷ୍ଟ ଡ. ରାଜେଶ କୁମାର ମହାପାତ୍ରଙ୍କୁ ଜାତୀୟ ସ୍ତରୀୟ ‘ପ୍ରାଣୀମିତ୍ର’ ସମ୍ମାନ ମିଳିଛି। ସୋମବାର ଅନୁଷ୍ଠିତ ଭର୍ଚୁଆଲ କାର୍ଯ୍ୟକ୍ରମରେ କେନ୍ଦ୍ର ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ପ୍ରକାଶ ଜାଭଡ଼େକର ରାଜେଶଙ୍କୁ…
Read More...

ରାଜ୍ୟରେ ଆଜି ୨୬୭୩ ପଜିଟିଭ ଚିହ୍ନଟ ଓ ୧୬ ମୃତ।

ଭୁବନେଶ୍ୱର,୬।୧୦(ବ୍ୟୁରୋ): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସ°ଖ୍ୟା କମିବାରେ ଲାଗିଛି ଯାହା ରାଜ୍ୟ ପାଇଁ ଆଶ୍ବସ୍ତିକର ଖବର । ମଙ୍ଗଳବାର ପୁଣି ୨୬୭୩ ନୂଆ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୨,୩୮,୦୦୩କୁ ବୃଦ୍ଧି ପାଇଛି। ସେମାନଙ୍କ…
Read More...

ଆଜି ଆପଣଙ୍କ ଦିନ କେମିତି କଟିବ ଜାଣନ୍ତୁ।

ମେଷ:-ଆଜି ଧନହାନି କିମ୍ବା ଅର୍ଥସମ୍ପର୍କୀୟ ବିବାଦ ଲାଗିପାରେ। କୌଣସି ଭିତିରିଆ ଉଦ୍ଦେଶ୍ୟ ସାଧନ ପରିପ୍ରେକ୍ଷୀରେ ବନ୍ଧୁ ସାହାଯ୍ୟର ହାତ ବଢାଇବେ। କର୍ମକ୍ଷେତ୍ରରେ ବହୁ ଲୋକଙ୍କ ମେଳରେ ଅଧିକାଂଶ ସମୟ କଟିବ। ଦୀର୍ଘ ସମୟ କାର୍ଯ୍ୟବ୍ୟସ୍ତ ରହି ଏକ ପ୍ରକାର କ୍ଳାନ୍ତି ଅନୁଭବ କରିପାରନ୍ତି।…
Read More...

ଫେବିଫିରାଭିର କେଉଁମାନେ ଖାଇବେ ଜାଣନ୍ତୁ।

ଭୁବନେଶ୍ୱର,୫ା୧୦(ବ୍ୟୁରୋ)-ରାଜ୍ୟରେ କୋଭିଡ-୧୯ ମହାମାରୀ ସଂକ୍ରାମକ ରୂପ ଧାରଣ କରିଛି। ୮୦ ପ୍ରତିଶତ ଆଂଶିକ ଲକ୍ଷଣ ଥିବା କୋଭିଡ ସଂକ୍ରମିତଙ୍କୁ ନିଜ ଘରେ ସଙ୍ଗରୋଧରେ ରହିବାକୁ ପସନ୍ଦ କରୁଛନ୍ତି। ଏପରି ସ୍ଥଳେ ସେହି ରୋଗୀମାନଙ୍କୁ ରୋଗ ପ୍ରତିରୋଧ ପାଇଁ ଫାବିପିରାଭିର ଟାବଲେଟ ଖାଇବାକୁ…
Read More...

ମେଡିସିନ ପାଇଁ ନୋବେଲ ପୁରସ୍କାର ଘୋଷଣା।

ନୂଆଦିଲ୍ଲୀ : ୨୦୨୦ରେ ମେଡିସିନ୍‌ ପାଇଁ ନୋବେଲ ପୁରଷ୍କାର ଘୋଷଣା କରାଯାଇଛି । ନୋବେଲ ପାଇଁ ଯୁଗ୍ମ ଭାବେ ଏକ କାଳୀନ ତିନି ଜଣଙ୍କୁ ଏହି ପୁରଷ୍କାର ଦିଆଯିବା ନେଇ ସ୍ଥିର ହୋଇଛି । ତେବେ ଏହି ତିନି ଜଣ ବ୍ୟକ୍ତି ହେଉଛନ୍ତି, ହାର୍ଭେ ଜେ ଅଲଟର, ମାଇକେଲ ହଟନ ଓ ଚାର୍ଲସ ଏମ୍ ରାଇସ୍। ନୋବେଲ…
Read More...

ଦେଶରେ ଖୋଲିବ ସ୍କୁଲ।

ନୂଆଦିଲ୍ଲୀ ;- ଶିକ୍ଷା ମନ୍ତ୍ରଣାଳୟ ଆଜି ଦେଶରେ ସ୍କୁଲ ଖୋଲିବା ପାଇଁ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି। କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କ ଟ୍ୱିଟ ମାଧ୍ୟମରେ ସ୍କୁଲ ଖୋଲିବା ପାଇଁ ଗାଇଡଲାଇନ ବିଷୟରେ ଘୋଷଣା କରିଛନ୍ତି। ଏଥିରେ ରାଜ୍ୟ ସରକାରଗୁଡିକ ବିଦ୍ୟାଳୟଗୁଡ଼ିକ ସହିତ…
Read More...

ହସରଥ ମାମଲା ଲଢିବେ ଏପି ସି°।

ନୂଆଦିଲ୍ଲୀ,-ବରିଷ୍ଠ ଆଇନଜୀବୀ ଏପି ସିଂ ଉତ୍ତରପ୍ରଦେଶ ହାଥରସ ଗଣବଳାତ୍କାର ମାମଲାରେ ଗିରଫ ଅଭିଯୁକ୍ତଙ୍କ ପାଇଁ କୋର୍ଟରେ ମାମଲା ଲଢିବେ ବୋଲି ଜଣାପଡିଛି। ଏହି ମାମଲାରେ ଅଭିଯୁକ୍ତଙ୍କୁ ରକ୍ଷା କରିବା ପାଇଁ ଅଖିଲ ଭାରତୀୟ କ୍ଷତ୍ରୀୟ ମହାସଭା ଏପି ସିଂଙ୍କୁ ନିଯୁକ୍ତ କରିଛି। ଅଖିଲ ଭାରତୀୟ…
Read More...

ରାଜ୍ୟରେ କମିଲା କରୋନା ଆକ୍ରାନ୍ତଙ୍କ ସ°ଖ୍ୟା। ଆଜି ୨୬୧୭ ଚିହ୍ନଟ ଓ ୧୭ ମୃତ।

ଭୁବନେଶ୍ଵର,୫/୧୦(ଓଡ଼ିଆ ନ୍ୟୁଜ):ରାଜ୍ୟରେ ଧିରେ ଧିରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଇବା ସହ ଆରୋଗ୍ୟଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ସୋମବାର ରାଜ୍ୟରୁ ଆଉ ୨୬୧୭ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।ସେମାନଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରରୁ ୧୫୨୧ ଓ ସ୍ଥାନୀୟ ଅଞ୍ଚଳରୁ…
Read More...

ଆଜି ପ୍ରକାଶ ପାଇବ ଜେଇଇ ଆଡଭାନ୍ସ ପରୀକ୍ଷା ଫଳ।

ଭୁବନେଶ୍ୱର  : ଜେଇଇ ଆଡ଼ଭାନ୍ସ ପରୀକ୍ଷା ଫଳ ଅକ୍ଟୋବର ୫ ଅର୍ଥାତ ସୋମବାର ପୂର୍ବାହ୍ନରେ ଆଇଆଇଟି ଦିଲ୍ଲୀ ପକ୍ଷରୁ ପ୍ରକାଶ ପାଇବ। ପରୀକ୍ଷା ଦେଇଥିବା ବିଦ୍ୟାର୍ଥୀ ଜେଇଇ ଆଡ଼ଭାନ୍ସ ୱେବସାଇଟ୍‍କୁ ଯାଇ ୟୁଜର ଆଇଡି ଏବଂ ପାସ୍‍ୱାର୍ଡ ଲଗ୍‌ଇନ୍‍ କରି ପରୀକ୍ଷା ଫଳ ଦେଖି ପାରିବେ ବୋଲି ଆଇଆଇଟି…
Read More...

ଚେନ୍ନାଇର ଜବରଦସ୍ତ ବିଜୟ। ୧୦ ଓ୍ବିକେଟରେ ହାରିଲା ପଞ୍ଜାବ

ଦୁବାଇ, ୫।୧୦- କ୍ରମାଗତ ୩ଟି ମ୍ୟାଚରେ ପରାଜୟ ପରେ ପୂର୍ବତନ ଚାମ୍ପିୟନ ଚେନ୍ନାଇ ସୁପରକିଙ୍ଗ୍ସ ଚଳିତ ଇଣ୍ଡିଆନ ପ୍ରିମିୟର ଲିଗ୍‌ରେ ରବିବାର ବିଜୟ ସ୍ବାଦ ଚାଖିଛି। ଦୁଇ ଓପନର ଶେନ ଓ୍ବାଟସନ ଓ ଫାଫ୍‌ ଡୁପ୍ଲେସିଙ୍କ ଆକର୍ଷଣୀୟ ପ୍ରଦର୍ଶନ ବଳରେ ଦଳ କିଙ୍ଗ୍ସ ଇଲେଭେନ ପଞ୍ଜାବକୁ ୧୦ ଉଇକେଟରେ…
Read More...