banner
Breaking
Yearly Archives

2020

ଲକ୍ଷଣ ହୀନ ଆକ୍ରାନ୍ତ ହେଉଛନ୍ତି ସାଇଲେଣ୍ଟ ସ୍ପ୍ରେଡର।

ଲଣ୍ଡନ, ୧୦।୧୦: କରୋନା ମହାମାରୀ ସଂକ୍ରମଣରେ ବିନା ଲକ୍ଷଣ ବ୍ୟକ୍ତି ‘ସାଇଲେଣ୍ଟ୍‌ ସ୍ପ୍ରେଡର’ ସାଜୁଛନ୍ତି। ଏନେଇ ବ୍ରିଟେନ୍‌ର ଲଣ୍ଡନ କଲେଜ ୟୁନିଭରସିଟିର ଗବେଷକଙ୍କ ପକ୍ଷରୁ ପ୍ରକାଶିତ ହୋଇଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି। ପ୍ରାୟ ୮୬.୧ ପ୍ରତିଶତ ଲୋକଙ୍କଠାରେ କରୋନାର ସାଧାରଣ ଲକ୍ଷଣ…
Read More...

ଏଥର ହେବନାହିଁ ଭଷାଣୀ ଉତ୍ସବ-କୃତ୍ରିମ ପୁଷ୍କରିଣୀରେ ବିସର୍ଜନ ହେବେ ମା ଉତ୍ତର ଭୁବନେଶ୍ୱର ଭଷାଣୀ କମିଟିର ବୈଠକ

ଭୁବନେଶ୍ୱର ୧୦/୧୦(ଓଡ଼ିଆ ନ୍ୟୁଜ): ଉତ୍ତର ଭୁବନେଶ୍ୱର ଭଷାଣୀ କମିଟି ପକ୍ଷରୁ ପଟିଆ ଶିରିଡିସାଇ ମନ୍ଦିର ପ୍ରାଙ୍ଗଣରେ କମିଟିର ଅଧ୍ୟକ୍ଷ ମଧୁମାଧବ ଜେନାଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । କରୋନା ମହାମାରୀର ଭୟାବହତା ଦୃଷ୍ଟିରୁ ଏଥର ଭଷାଣୀ ଉତ୍ସବ ଅନୁଷ୍ଠିତ ହେବନାହିଁ ।…
Read More...

ରାଜ୍ୟରେ ଆଜି ପୁଣି ୨୮୫୪ ପଜିଟିଭ ଚିହ୍ନଟ ଓ ୧୫ ମୃତ।

ଭୁବନେଶ୍ୱର, ୧୦।୧୦(ଓଡ଼ିଆ ନ୍ୟୁଜ):ରାଜ୍ୟରେ ଆଜି ପୁଣି ୨୮୫୪ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୬୫୯ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୧୧୯୫ ଜଣ ସ୍ଥାନୀୟ ଅଞ୍ଚଳରୁ ରହିଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨,୪୯,୬୯୩ ରେ…
Read More...

ନେତାଜୀ ଫାଉଣ୍ଡେସନ ତରଫରୁ ମାସ୍କ ବଣ୍ଟନ ଓ ବିଶୋଧିକରଣ କାର୍ଯ୍ୟକ୍ରମ ଅନୁଷ୍ଠିତ

ଜଗତସିଂହପୁର : ଆଜି ଜଗତସିଂହପୁରର ଅଗ୍ରଣୀ ସେଚ୍ଛାସେବୀ ସଂଗଠନ ନେତାଜୀ ଫାଉଣ୍ଡେସନ ତରଫରୁ ତରଡାପଡା ପଞ୍ଚାୟତର ନୂଆଶାସନ ଗ୍ରାମ ୬ ନଂ ୱାର୍ଡରେ ମାସ୍କ ବଣ୍ଟନ ଆଉ ବିଶୋଧିକରଣ କରାଯାଇଛି ।ଏଥିରେ ସଂଗଠନର ସଭାପତି ଅବନୀକାନ୍ତ ଦାଶ, ଯୁଗ୍ମ ସମ୍ପାଦକ ସୌଭାଗ୍ୟ ଦାଶ,ସୌମ୍ୟରଞ୍ଜନ ଦାଶ (ବାପି…
Read More...

ଆଜି ଆପଣଙ୍କ ଦିନ କେମିତି କଟିବ ଜାଣନ୍ତୁ।

ମେଷ:-ଆଜି ପାରିବାରିକ ସମସ୍ୟା ସମାଧାନ ହେବା ସକାଶେ ବନ୍ଧୁ ମାର୍ଗଦର୍ଶକ ସାଜିବେ। ଆବଶ୍ୟକତା ପୂରଣ କରିବା ସକାଶେ ଧାରକରଜ କରି କାମ ଚଳାଇ ନେବା ସକାଶେ ଚେଷ୍ଟା କରିପାରନ୍ତି। ବନ୍ଧୁ ଗହଣରେ ସାଧାରଣ ଘଟଣାକୁ ନେଇ ମନସ୍ତାପ କରିପାରନ୍ତି। ବୃଷ:-ଆଜି ସ୍ତ୍ରୀଙ୍କ ସ୍ବାସ୍ଥ୍ୟହାନି ଓ ଆକସ୍ମିକ…
Read More...

ବିଦ୍ୟୁତ ଶୁଳ୍କ ବୃଦ୍ଧିକୁ ବିଜପିର ବିରୋଧ।

ଭୁବନେଶ୍ୱର: ରାଜ୍ୟ ସରକାର ବିଗତ ୪ ବର୍ଷ ମଧ୍ୟରେ ଚାରି ଚାରି ଥର ବିଦ୍ୟୁତ ଶୁଳ୍କ ବୃଦ୍ଧି କରିଛନ୍ତି। ଅନ୍ୟ ପଟେ ଗତ ୭ ବର୍ଷ ମଧ୍ୟରେ ମାତ୍ର ଥରଟିଏ ବିଦ୍ୟୁତ ଦର ବୃଦ୍ଧି ହୋଇଛି ବୋଲି କହି ଶକ୍ତିମନ୍ତ୍ରୀ ପବିତ୍ର ବିଧାନସଭା ଗୃହକୁ ଅପମାନ କରିବା ସହ ରାଜ୍ୟବାସୀଙ୍କୁ ବିଭ୍ରାନ୍ତ କରିବାର…
Read More...

କଟକ ଗ୍ରସ୍ତକରି ଉନ୍ନତି କାର୍ଯ୍ୟର ସମୀକ୍ଷା କଲେ ୫ଟି ସଚିବ।

କଟକ ଶ୍ରୀରାମ ଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଏମ୍‍ଓ ଠାରୁ ଉନ୍ନତ ମାନର ଚିକିତ୍ସା ସୁବିଧା ଯୋଗାଇ ଦେବାପାଇଁ ଚଳିତବର୍ଷ ଜାନୁୟାରୀ ମାସରେ କଟକ ଗସ୍ତ ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  ଯେଉଁ ଘୋଷଣା କରିଥିଲେ ସେହି କାର୍ଯ୍ୟର ଅଗ୍ରଗତି ସଂକ୍ରାନ୍ତରେ ୫-ଟି ସଚିବ…
Read More...

ଆକ୍ସନ ଥ୍ରୀଲର ଦୋ ଭିଲେନରେ ଦେଖିବାକୁ ମିଳିବେ ତାରା।

ମୁମ୍ବାଇ ୦୯/୧୦: ମୋହିତ ସୁରୀଙ୍କ ଅପ୍‌କମିଙ୍ଗ ଆକ୍ସନ୍‌ ଥ୍ରିଲର ‘ଦୋ ଭିଲେନ୍‌’ରେ ଅଭିନେତ୍ରୀ ତାରା ସୁତାରିଆଙ୍କୁ ଦେଖିବାକୁ ମିଳିବ ବୋଲି ନିକଟରେ ଏକ ରିପୋର୍ଟ ସାମ୍ନାକୁ ଆସିଥିଲା । ସଦ୍ୟତମ ଖବର ଅନୁସାରେ ତାରା ସେଥିରେ ଗୀତ ବି ଗାଇବାକୁ ଯାଉଛନ୍ତି । ଏକ ସାକ୍ଷାତକାରରେ ସେ…
Read More...

ଆଣ୍ଟି ରେଡିଏଶନ ମିଶାଇଲ ‘ରୁଦ୍ରମ’ର ସଫଳ ପରୀକ୍ଷଣ

ନୂଆଦିଲ୍ଲୀ, ୯ ।୧୦: ପ୍ରତିରକ୍ଷା ଅନୁସନ୍ଧାନ ଓ ବିକାଶ ସଂଗଠନ ବା ଡିଫେନ୍ସ ରିସର୍ଚ୍ଚ ଆଣ୍ଡ ଡେଭଲପମେଣ୍ଟ ଅର୍ଗାନାଇଜେଶନ(ଡିଆର୍‌ଡିଓ) ପୁଣିଥରେ ଇତିହାସ ରଚିଛି । ଭାରତ ଶୁକ୍ରବାର ଆଣ୍ଟି ରେଡିଏଶନ ମିଶାଇଲ ‘ରୁଦ୍ରମ’ର ସଫଳ ପରୀକ୍ଷଣ କରିଛି । ଏହି କ୍ଷେପଣାସ୍ତ୍ରକୁ ଡିଆର୍‌ଡିଓ ଦ୍ୱାରା…
Read More...

ଭୁବନେଶ୍ୱରରୁ ନୂଆଦିଲ୍ଲୀକୁ ଚାଲିବ ଆଉ ଦୁଇଟି ସ୍ବତନ୍ତ୍ର ଟ୍ରେନ।

ଭୁବନେଶ୍ୱର,୯।୧୦(ବ୍ୟୁରୋ)-ଓଡ଼ିଶାରୁ ନୂଆଦିଲ୍ଲୀକୁ ଗଡିବ ଆଉ ୨ଟି ସ୍ବତନ୍ତ୍ର ଟ୍ରେନ। ୧୭ ତାରିଖରୁ ଚାଲିବ ଭୁବନେଶ୍ୱର-ଆନନ୍ଦବିହାର ସ୍ପେଶାଲ ଟ୍ରେନ। ଏହି ଟ୍ରେନ ପ୍ରତି ଶନିବାର ଅପରାହ୍ନ ୧୨ଟା ୪୫ରେ ଭୁବନେଶ୍ୱର ଛାଡ଼ିବ। ୧୯ ତାରିଖରୁ ପ୍ରତି ସୋମବାର ସକାଳ ୭ଟା ୫ରେ ଆନନ୍ଦବିହାରରୁ…
Read More...