banner
Breaking

ନେତାଜୀ ଫାଉଣ୍ଡେସନ ତରଫରୁ ମାସ୍କ ବଣ୍ଟନ ଓ ବିଶୋଧିକରଣ କାର୍ଯ୍ୟକ୍ରମ ଅନୁଷ୍ଠିତ

0

ଜଗତସିଂହପୁର : ଆଜି ଜଗତସିଂହପୁରର ଅଗ୍ରଣୀ ସେଚ୍ଛାସେବୀ ସଂଗଠନ ନେତାଜୀ ଫାଉଣ୍ଡେସନ ତରଫରୁ ତରଡାପଡା ପଞ୍ଚାୟତର ନୂଆଶାସନ ଗ୍ରାମ ୬ ନଂ ୱାର୍ଡରେ ମାସ୍କ ବଣ୍ଟନ ଆଉ ବିଶୋଧିକରଣ କରାଯାଇଛି ।ଏଥିରେ ସଂଗଠନର ସଭାପତି ଅବନୀକାନ୍ତ ଦାଶ, ଯୁଗ୍ମ ସମ୍ପାଦକ ସୌଭାଗ୍ୟ ଦାଶ,ସୌମ୍ୟରଞ୍ଜନ ଦାଶ (ବାପି ),ପ୍ରତ୍ୟୁଷକୁମାର ଦାଶ,ଅମ୍ବିକାକାନ୍ତ ଦାଶ,ଆଶୁତୋଷ ଦାଶ,ସୋମ୍ୟରଞ୍ଜନ ଦାଶ ପ୍ରମୁଖ ଉପସ୍ଥିତ ରହି ଉକ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

Khansweb Solution Bhubaneswar

Leave A Reply

Your email address will not be published.