banner
Breaking
Yearly Archives

2020

କେନ୍ଦ୍ର ସରକାରଙ୍କ ପୂଜା ପାଇଁ ୧୦ ହଜାର ଟଙ୍କା ଭେଟି।

ନୂଆଦିଲ୍ଲୀ : କେନ୍ଦ୍ର ସରକାରଙ୍କ ସ୍ୱତନ୍ତ୍ର ଫେଷ୍ଟିଭାଲ୍ ଆଡଭାନ୍ସ ଯୋଜନା ସମସ୍ତ କର୍ମଚାରୀଙ୍କୁ ୧୦,୦୦୦ ଟଙ୍କା ପ୍ରଦାନ କରିବା ନେଇ ଅର୍ଥମନ୍ତ୍ରୀ ସ୍ବତନ୍ତ୍ର ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ କରୋନା ଦେଶର ଅର୍ଥନୀତି ଉପରେ ପ୍ରଭାବ ପକାଇଛି ଏବଂ ଚାହିଦା ବୃଦ୍ଧି ପାଇଁ ସେ ନୂତନ…
Read More...

ରାଜ୍ୟରେ ଆଜି ପୁଣି ୨୪୨୩ ପଜିଟିଭ ଚିହ୍ନଟ ଓ ୧୮ ମୃତ।

ଭୁବନେଶ୍ୱର,୧୨ା୧୦(ଓଡ଼ିଆ ନ୍ୟୁଜ): ରାଜ୍ୟରେ ଆଜି ପୁଣି ୨୪୨୩ ନୂଆ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରରୁ ୧୪୧୭ ଜଣ ଚିହ୍ନଟ ହୋଇଥିବା ବେଳେ ୧୦୦୬ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୨,୫୪,୬୬୨କୁ…
Read More...

ବିଜେଡିର ଉପନିର୍ବାଚନ ପାର୍ଥୀ ଘୋଷଣା। ବାଲେଶ୍ବରରୁ ସ୍ବରୂପ ଓ ତିର୍ତ୍ତୋଲରୁ ବିଜୟ।

ବାଲେଶ୍ୱର,୧୨ ।୧୦(ଓଡ଼ିଆ ନ୍ୟୁଜ): ରାଜ୍ୟର ୨ଟି ଉପନିର୍ବାଚନ ପାଇଁ ଆଜି ବିଜେଡି ନିଜର ପ୍ରାର୍ଥୀ ଘୋଷଣା କରିଛି । ବାଲେଶ୍ୱର ସଦର ପାଇଁ ଶ୍ରୀ ସ୍ୱରୂପ କୁମାର ଦାସ ବିଜେଡିର ପ୍ରାର୍ଥୀ ହୋଇଛନ୍ତି । ଅନ୍ୟପଟେ ତିର୍ତ୍ତୋଲରୁ ବିଜେଡି ପକ୍ଷରୁ ଲଢିବେ ବିଜୟ ଶଙ୍କର ଦାସ । ପୂର୍ବତନ ମନ୍ତ୍ରୀ…
Read More...

ଆଜିଠାରୁ ଓଜେଇଇ ପରୀକ୍ଷା ଆରମ୍ଭ।

ଭୁବନେଶ୍ୱର,୧୨/୧୦(ଓଡ଼ିଆ ନ୍ୟୁଜ): ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ) ସୋମବାରଠାରୁ ଆରମ୍ଭ ହୋଇ ଅକ୍ଟୋବର ୧୯ ତାରିଖ ପର୍ଯ୍ୟନ୍ତ ଚାଲିବ। ଚଳିତ ବର୍ଷ ସର୍ବାଧିକ ୭୯,୭୮୮ ବିଦ୍ୟାର୍ଥୀ ପ୍ରବେଶିକା ପରୀକ୍ଷା ଦେବାକୁ ପଞ୍ଜୀକରଣ କରିଛନ୍ତି। ପ୍ରଥମ କରି ଓଜେଇଇ ପଶ୍ଚିମବଙ୍ଗ, ଝାଡଖଣ୍ଡ…
Read More...

ଆସନ୍ତାକାଲି ନରସାପୁର-ବିଶାଖାପାଟଣା ମଧ୍ୟରେ ଅତିକ୍ରମ କରିବ ବାତ୍ୟା।

ଭୁବନେଶ୍ବର : ଆଣ୍ଡାମାନ ସାଗରରେ ସୃଷ୍ଟ ଲଘୁଚାପ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଅବପାତରେ ପରିଣତ ହେବା ପରେ ପଶ୍ଚିମ-ଉତ୍ତର ପଶ୍ଚିମରେ ଗତି କରି ଏବେ ବିଶାଖାପାଟଣାଠାରୁ ଦକ୍ଷିଣ-ଦକ୍ଷିଣ ପୂର୍ବରେ ୩୦୦କିମି, ଆନ୍ଧ୍ରପ୍ରଦେଶର କାକିନଡ଼ାଠାରୁ ଦକ୍ଷିଣ ପୂର୍ବରେ ୩୫୦ କିମି ଏବଂ ନରସାପୁରଠାରୁ…
Read More...

ଦିଲ୍ଲୀକୁ ହରାଇ ମୁମ୍ବାଇ ଶୀର୍ଷରେ।

ଆବୁଧାବି : ଚଳିତ ଆଇପିଏଲରେ ପଏଣ୍ଟ ଟେବୁଲର ଶୀର୍ଷ ସ୍ଥାନ ହାସଲ କରିବା ପାଇଁ ମୁମ୍ବଇ ଇଣ୍ଡିଆନ୍‍ସ ଓ ଦିଲ୍ଲୀ କ୍ୟାପିଟାଲ୍‍ସ ମଧ୍ୟରେ ଛକାପଞ୍ଝା ଚାଲିଛି। ରବିବାର ୨ୟ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍‍ସକୁ ୫ ୱିକେଟରେ ପରାସ୍ତକରି ମୁମ୍ବଇ ଇଣ୍ଡିଆନ୍‍ସ ପୁଣି ଥରେ ଶୀର୍ଷରେ ପହଞ୍ଚିଛି। ମୁମ୍ବଇ…
Read More...

ଆଜି ଆପଣଙ୍କ ଦିନ କେମିତି କଟିବ ଜାଣନ୍ତୁ।

ମେଷ:-ଆଜି ଅନ୍ୟମାନଙ୍କ ପ୍ରରୋଚନାରେ ଆପଣ ଭୁଲ୍‌ ନିଷ୍ପତ୍ତି ନେଇ ପଶ୍ଚାନ୍ତେ ଅନୁତାପ କରିବାକୁ ପଡିପାରେ । ସାମାନ୍ୟ ବିଳମ୍ବିତ ସମୟରେ ଚେଷ୍ଟା କରୁଥିବା ଦିଗରୁ ଧନ ପାଇ ଖୁସି ହୋଇପାରନ୍ତି । ପରିବାର, ଯାନବାହନ, ପରିବହନ ଏବଂ ବାଣିଜ୍ୟ, ଶିଳ୍ପ କ୍ଷେତ୍ରରେ ମଧ୍ୟ ଶିଥିଳତା ଦେଖାଦେବ ।…
Read More...

ରାଧେ ସୁଟି° ସେଟରେ ସଲମାନ ଓ ଦିଶା।

ମୁମ୍ବାଇ ୧୧/୧୦: କରୋନା ଭୂତାଣୁ ମହାମାରୀ ସହ ଭାରତ ଏବେ ସଂଘର୍ଷ କରୁଥିବା ବେଳେ ଚଳଚ୍ଚିତ୍ର ଶିଳ୍ପ ପୁଣି ସକ୍ରିୟ ହୋଇଉଠିଛି । ୬-୭ ମାସ ବ୍ୟବଧାନ ପରେ ବିଭିନ୍ନ ଫିଲ୍ମର ସୁଟିଂ ଆରମ୍ଭ ହୋଇଯାଇଛି । ସଲ୍‌ମାନ ଖାନଙ୍କ ଅଭିନୀତ ଆଗାମୀ ଚଳଚ୍ଚିତ୍ର ‘ରାଧେ’ର ସୁଟିଂ ମଧ୍ୟ ଆରମ୍ଭ ହୋଇଯାଇଛି ।…
Read More...

ହାଇଦ୍ରାବାଦକୁ ହରାଇଲା ରାଜସ୍ଥାନ। ମ୍ୟାଚ ଥିଲା ସଙ୍ଘର୍ଷ ପୁର୍ଣ୍ଣ।

ଦୁବାଇ, ୧୧।୧୦: ଚଳିତ ଆଇପିଏଲ୍‌ରେ ରବିବାର ଖେଳାଯାଇଥିବା ୨୬ତମ ମୁକାବିଲାରେ ସନ୍‌ରାଇଜର୍ସ ହାଇଦ୍ରାବାଦ୍‌କୁ ୫ ଉଇକେଟ୍‌ରେ ପରାସ୍ତ କରିଛି ରାଜସ୍ଥାନ ରୟାଲ୍ସ। ସ୍ଥାନୀୟ ଦୁବାଇ ଇଣ୍ଟରନ୍ୟାଶନାଲ କ୍ରିକେଟ୍‌ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରି ହାଇଦ୍ରାବାଦ୍‌…
Read More...

ରାଜଧାନୀରେ ଏଟିଏମ କାଟି ଲକ୍ଷାଧିକ ଲୁଟ।

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରରେ ମାତିଲେ ଏଟିଏମ ଲୁଟେରା। ଭୁବନେଶ୍ୱର ଇନଫୋସିଟି ଥାନା ଅନ୍ତର୍ଗତ ପଟିଆ ଷ୍ଟେସନ ରୋଡ୍‌ରେ ଥିବା ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ(PNB) ଏଟିଏମ୍‌ରୁ ଲକ୍ଷାଧିକ ଟଙ୍କା ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି। ଗତକାଲି ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ଗ୍ୟାସ୍‌…
Read More...