banner
Breaking
Yearly Archives

2020

କଟକ ମେଡିକାଲ ପୂନର୍ବିନ୍ୟାସ ପାଇଁ ଥଇଥାନ ପ୍ୟାକେଜ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୫।୧(ଓଡ଼ିଆ ନ୍ୟୁଜ): କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ଓ ହସ୍‌ପିଟାଲ(ଏସ୍‌ସିବି) ପୁନର୍ବିନ୍ୟାସ କାର୍ଯ୍ୟକ୍ରମରେ କ୍ଷତିଗ୍ରସ୍ତଙ୍କ ପାଇଁ ଥଇଥାନ ଏବଂ ସହାୟତା ପ୍ୟାକେଜକୁ ଶନିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି। ଏହି ପ୍ୟାକେଜରେ ସ୍ଥାୟୀ…
Read More...

ବିମାନବନ୍ଦରରେ ଛାତ ଭୁଶୁଡିବା ଘଟଣାର ତଦନ୍ତ କରିବ ଏକ୍ସପୋର୍ଟ ଟିମ-ଡିସିପି

ଭୁବନେଶ୍ୱର,୨୫।୧(ବ୍ୟୁରୋ): ବିମାନବନ୍ଦର ଛାତ ଭୁଶୁଡ଼ିବା ଘଟଣାର ତଦନ୍ତ ଏକ୍ସପର୍ଟ ଟିମ୍‌ କରିବ। ସମ୍ପୃକ୍ତ ଠିକାଦାର ଏବଂ ଇଞ୍ଜିନିୟରମାନଙ୍କୁ ପଚରାଉଚରା ଚାଲିଛି। ଦୁର୍ଘଟଣା କେଉଁ ପରିସ୍ଥିତିରେ ଘଟିଲା ତାହାର ତଦନ୍ତ ପାଇଁ ସ୍ବତନ୍ତ୍ର ଟିମ୍‌ ଗଠନ କରାଯାଇଛି।ଯୋଜନା, କାର୍ଯ୍ୟାନ୍ବୟନ,…
Read More...

ଆଜି ଆପଣଙ୍କ ଦିନ କେମିତି କଟିବ ଜାଣନ୍ତୁ।

ମେଷ: ଦଶମରେ ଚନ୍ଦ୍ରଙ୍କ ଚଳନ ହେତୁ ଦିଅଁ ଦର୍ଶନର ସୁଯୋଗ ମିଳିବ। କର୍ମ ଚଞ୍ଚଳ ରହିବେ। ଶୁଭ ଖବର ପାଇ ସୁଖୀ ହୋଇପାରନ୍ତି। କର୍ମକ୍ଷେତ୍ରରେ ସଫଳତା ମିଳିବ। ଆର୍ଥିକ ସ୍ଥିତିରେ ସ୍ବଚ୍ଛଳତା ଦେଖା ଦେବ। ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ଅଛି। ବିବାଦରେ ବିଜୟୀ ହେବେ। ବୃଷ: ନବମ ଚନ୍ଦ୍ର…
Read More...

ଦେଶରେ ଚାଲିଥିବା ଗ୍ୟାସ ପ୍ରକଳ୍ପକୁ ରାଜ୍ୟ ସରକାର ଗୁରୁତ୍ୱ ଦେବାସହ ସହଯୋଗ କରନ୍ତୁ।

ଭାରତକୁ ଗ୍ୟାସ ଆଧାରିତ ଅର୍ଥନୀତି କରିବାରେ ସମସ୍ତ ଅଂଶୀଦାରଙ୍କ ଯୋଗଦାନ ଉପରେ ଗୁରୁତ୍ୱ କଚ୍‍ରୁ କୋହିମା ଏବଂ କାଶ୍ମୀରରୁ କୋଚି ପର୍ଯ୍ୟନ୍ତ ଗ୍ୟାସ ପାଇପଲାଇନ ବ୍ୟବସ୍ଥାର ପ୍ରସ୍ତୁତି ଚାଲିଛି -ପ୍ରଥମ ଥର ଭାରତ ସରକାର ପୂର୍ବ ଏବଂ ଉତର-ପୂର୍ବ ଅଞ୍ଚଳରେ ଗ୍ୟାସ ପାଇପଲାଇନ କାର୍ଯ୍ୟରେ…
Read More...

ପ୍ରଥମ ଟି୨୦ ରେ ନ୍ୟୁଜିଲାଣ୍ଡକୁ ହରାଇଲା ଭାରତ।

ଅକ୍‌ଲାଣ୍ଡ,(ବ୍ୟୁରୋ) : ଭାରତ ଓ ନ୍ୟଜିଲାଣ୍ଡ ମଧ୍ୟରେ ଶୁକ୍ରବାର ନ୍ୟୁଜିଲାଣ୍ଡର ଅକ୍‌ଲାଣ୍ଡରେ ଖେଳାଯାଇଥିବା ପାଞ୍ଚଟିକିଆ ଟ୍ବେଣ୍ଟି-୨୦ ସିରିଜର ପ୍ରଥମ ମ୍ୟାଚରେ ଭାରତ ଘରୋଇ ଦଳକୁ ୬ୱିକେଟରେ ପରାସ୍ତ  କରିଛି। ପ୍ରଥମେ ଟସ୍ ଜିତି ଟିମ୍ ଇଣ୍ଡିଆର ଅଧିନାୟକ ବିରାଟ କୋହଲି ନ୍ୟୁଜିଲାଣ୍ଡକୁ…
Read More...

ମୋ ସରକାର ଅଧିନକୁ ଆସିବ ରାଜସ୍ୱ ବିଭାଗ । ଦିନକରେ ମିଳିବ ଜମିବାଡ଼ି କାଗଜପତ୍ର।

ଭୁବନେଶ୍ବର,୨୪/୧(ଓଡ଼ିଆ ନ୍ୟୁଜ) : “ମୋ ସରକାର” ଅଧିନକୁ ରାଜସ୍ବ ବିଭାଗ ଆସିବାକୁ ଥିବାବେଳେ ଏହା ଫେବୃଆରୀ ୧୦ରୁ କାର୍ଯ୍ୟକାରୀ କରିବ। ଯାହାଫଳରେ ଏପ୍ରିଲ ୧ରୁ ମାତ୍ର ଏକ ଘଣ୍ଟା ସମୟ ମଧ୍ୟରେ ଜମିବାଡ଼ି କାଗଜପତ୍ର ମିଳିପାରିବ। ଜମିବାଡ଼ି କାଗଜପତ୍ର ପାଇଁ ଲୋକମାନଙ୍କ ଆଉ ମାସ ମାସ ଧରି…
Read More...

ରନ୍ଧା ଖାଦ୍ୟରୁ ବାହାରିଲା ବିଷଧର ସାପ। ମହାପ୍ରଭୁ ହରଣକଲେ ବିଷ।

ପଟ୍ଟାମୁଣ୍ଡାଇ,(ଓଡ଼ିଆ ନ୍ୟୁଜ): କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଚନ୍ଦନନଗର ପଞ୍ଚାୟତର ଦେଉଳି ଗ୍ରାମରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଏସ.ଏଚ.ଜି ଗ୍ରୁପର ମହିଳାମାନେ ଏକ ସ୍ଥାନରେ ଭୋଜି କରୁଥିଲେ। କିଛି ମହିଳା ଖାଇସାରିବା ପରେ ଅନ୍ୟ ମାନଙ୍କୁ ଖାଇବା ପରସିବା…
Read More...

ରାଜଧାନୀରେ ଲଜ୍ଜା। ୮ ବର୍ଷର ଝିଅକୁ ବଳତ୍କାର।

ଭୁବନେଶ୍ୱର,୨୪ା୧(ବ୍ୟୁରୋ):ରାଜଧାନୀରେ ପୁଣି ଲଜ୍ଜା। ଖଣ୍ଡଗିରି ଥାନା ଆଇଗଣିଆ ଅଞ୍ଚଳରେ ଥିବା ଏକ ବସ୍ତିରେ ଜଣେ ୮ବର୍ଷର ଶିଶୁ କନ୍ୟାଙ୍କୁ ଗଣବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ପୀଡ଼ିତା ଶିଶୁ କନ୍ୟାଙ୍କ ପରିବାର ଲୋକେ ଥାନାରେ ଅଭିଯୋଗ କରିବାପରେ ପୋଲିସ ଏକ ବଳାତ୍କାର ମାମଲା ରୁଜୁ…
Read More...

ଯୋଗୀ ଆଦିତ୍ୟନାଥ ଦେଶର ନମ୍ବର ୧ ମୁଖ୍ୟମନ୍ତ୍ରୀ। ନବୀନ ୪ର୍ଥ ସ୍ଥାନରେ।

ନୂଆଦିଲ୍ଲୀ,୨୪ା୧:ଇଣ୍ଡିଆ ଟୁଡେ ମୁଡ୍‌ ଅଫ୍‌ ଦି ନେଶନ ପକ୍ଷରୁ ଜାନୁୟାରୀରେ କରାଯାଇଥିବା ସର୍ଭେ ଅନୁଯାୟୀ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଦେଶର ଶ୍ରେଷ୍ଠ ମୁଖ୍ୟମନ୍ତ୍ରୀ ଭାବେ ଅଭିହିତ କରାଯାଇଛି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ଏବଂ ପଶ୍ଚିମବଙ୍ଗ…
Read More...

ସାବିତ୍ରୀ ରଥ ହେବେ ହାଇକୋର୍ଟର ବିଚାରପତି।

କଟକ,୨୪ା୧:ହାଇକୋର୍ଟ ଆଡଭୋକେଟ ସାବିତ୍ରୀ ରଥ ଓଡ଼ିଶା ହାଇକୋର୍ଟର ବିଚାରପତି ହେବେ। ସୁପ୍ରିମକୋର୍ଟଙ୍କ କଲେଜିୟମ ପକ୍ଷରୁ ସାବିତ୍ରୀଙ୍କ ନାମ ଗତ ବୁଧବାର ସୁପାରିସ କରାଯାଇଥିଲା। କଲେଜିୟମର ସୁପାରିସ ଉପରେ କେନ୍ଦ୍ର ଆଇନ ମନ୍ତ୍ରଣାଳୟ ମୋହର ମାରିବା ପରେ ରଥ ନିଯୁକ୍ତି ପାଇବେ। ସାବିତ୍ରୀ ଏବେ…
Read More...