banner
Breaking
Yearly Archives

2020

ରାଜ୍ୟରେ ୧୬ଟି ଜିଲ୍ଲାରେ ୧୭ କୋଭିଡ-୧୯ ହସ୍ପିଟାଲ।

ଭୁବନେଶ୍ୱର, ୧୪ା୪(ଓଡ଼ିଆ ନ୍ୟୁଜ): ଭାରତରେ କରୋନା କାୟା ବିସ୍ତାର କରୁଥିବା ବେଳେ ବିଭିନ୍ନ ରାଜ୍ୟ ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି। ଏଥିମଧ୍ୟରୁ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଳିଷ୍ଠ ପଦକ୍ଷେପ ଓ ରାଜ୍ୟ ବାସୀଙ୍କ ସାହାଯ୍ୟ ସହଯୋଗ ପାଇଁ ଓଡିଶା ଅନ୍ୟ ରାଜ୍ୟଠାରୁ ବହୁ…
Read More...

ଆଜି ଆପଣଙ୍କ ଦିନ କେମିତି କଟିବ ଜାଣନ୍ତୁ।

ମେଷ:-ଆଜି ଆପଣଙ୍କ ସ୍ବାସ୍ଥ୍ୟରେ ଉନ୍ନତି ଘଟିବା ସହ ପ୍ରତ୍ୟେକ କାମକୁ ଶୃଙ୍ଖଳିତ ଭାବରେ ସମ୍ମାନର ସହ ସମାପନ କରିପାରିବେ। ଘରକାମ ହେଉ କିମ୍ବା କର୍ମକ୍ଷେତ୍ରର କାମ ହେଉ, କୌଣସି କାମ ଅଟକି ରହିବନାହିଁ। ଭଟ୍ଟା ପଡିଯାଇଥିବା ବନ୍ଧୁଙ୍କ ସହ ସମ୍ପର୍କ ପୁଣି ଯୋଡି ହୋଇଯିବ। ଆର୍ଥିକ ଦିଗଟି ଭଲ…
Read More...

ଅନଲାଇନ କ୍ଲାସରେ ଆସିଗଲା ସେକ୍ସ ଭିଡିଓ।ତାପରେ କଣ ହେଲା ଜାଣନ୍ତୁ

କଟକ,(ଓଡ଼ିଆ ନ୍ୟୁଜ):କରୋନା ପାଇଁ ସାରା ରାଜ୍ୟରେ ଲକ୍ ଡାଉନ୍ । ସ୍ପୁଲ କଲେଜ ଛୁଟି । ତେଣୁ ପିଲାଙ୍କ ପାଠପଢ଼ା ଯେପରି ବ୍ୟାଘାତ ନହେବ ସେଥିପାଇଁ କିଛି ଶିକ୍ଷାନୁଷ୍ଠାନ ଆରମ୍ଭ କରିଛନ୍ତି ଅନ ଲାଇନ କ୍ଳାସ ।ସେମିତି କଟକ ଚାଉଳିଅଗଂଜର ଏକ ପ୍ରତିଷ୍ଠିତ ପ୍ରତିଷ୍ଠାନର ଦ୍ୱାଦଶ ଶ୍ରେଣୀର ଅନ ଲାଇନ…
Read More...

ଓଡିଶାବାସୀଙ୍କୁ ରାଜ୍ୟ ସରକାରଙ୍କ ପଦକ୍ଷେପ ଉପରେ ସୂଚନା ଦେଲେ ବାଗଚୀ

ଭୁବନେଶ୍ବର,୧୩/୪(ଓଡ଼ିଆ ନ୍ୟୁଜ) : ରାଜ୍ୟରେ କରୋନା ସ୍ଥିତିକୁ ନେଇ ପ୍ରତିଦିନ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଉଛି। ଓଡ଼ିଶା ସରକାର ଗ୍ରହଣ କରିଥିବା ବିଭିନ୍ନ ପଦକ୍ଷେପ ଉପରେ କରୋନା ଭୂତାଣୁ ସଂକ୍ରମଣ ସଚେତନତା କମିଟି ମୁଖ୍ୟ ପ୍ରବକ୍ତା ସୁବ୍ରତୋ ବାଗ୍‌ଚୀ, ମହିଳା ଓ ଶିଶୁ ବିକାଶ ଏବଂ ମିଶନ…
Read More...

୪ ଆକ୍ରାନ୍ତଙ୍କ ଗ୍ରସ୍ତ ବିବରଣୀ।

ଭୁବନେଶ୍ୱର,୧୩/୪(ଓଡ଼ିଆ ନ୍ୟୁଜ): ରାଜ୍ୟରେ ଚିହ୍ନଟ ହୋଇଥିବାଚାରି ଆକ୍ରାନ୍ତଙ୍କ ଗସ୍ତ ବିବରଣୀ ସମ୍ପର୍କରେ ଜଣାପଡ଼ିଛି । ୫୧ନମ୍ବର ଆକ୍ରାନ୍ତଙ୍କ ବୟସ ୬୭ବର୍ଷ । ତାଙ୍କ ଘର ସୁନ୍ଦରଗଡ଼ ବିସ୍ରା ଅଞ୍ଚଳରେ । ସେ ଦିଲ୍ଲୀ ନିଜାମୁଦ୍ଦିନ ଫେରନ୍ତା ବୋଲି ସ୍ପଷ୍ଟ ହୋଇଛି । ଆକ୍ରାନ୍ତ ଜଣଙ୍କ…
Read More...

ଚିନ୍ତା ବଢ଼ାଇଛି ବିଳମ୍ବ ରିପୋର୍ଟ।

ସମ୍ବଲପୁର, (ବ୍ୟୁରୋ): ସମଗ୍ର ରାଜ୍ୟର ବିଭିନ୍ନ ଜିଲାରେ କରୋନା ଭୂତାଣୁ ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ପଶ୍ଚିମ ଓଡିଶାର କଳାହାଣ୍ଡି ଓ ସୁନ୍ଦରଗଡ ଜିଲାରେ ୨ଟି ଲେଖାଏଁ ପଜିଟିଭ ରିପୋର୍ଟ ପ୍ରକାଶ ପାଇଛି । ଏହାକୁ ନେଇ ସମ୍ବଲପୁର ଜିଲାବାସୀଙ୍କ ମନରେ ଭୟର ବାତାବରଣ ଖେଳି…
Read More...

ରାଜଧାନୀରେ ଚୋରି।

ଭୁବନେଶ୍ଵର : କରୋନା ମହାମାରୀ ପାଇଁ ସାରା ରାଜ୍ୟ ଲକ୍ ଡାଉନ ହୋଇ ରହିଛି । ରାଜ୍ୟ ରାଜଧାନୀ ଭୁବନେଶ୍ଵର ରାଜ୍ୟର କରୋନା ହଟସ୍ପଟ ଭାବେ ଚିହ୍ନଟ ହେବାପରେ କଡାକଡି ଭାବେ ପାଳନ ହେଉଛି ଲକ୍ ଡାଉନ ଆଇନ । ସଦାସର୍ବଦା ଜନଗହଳିରେ ପୂର୍ଣ୍ଣ ରହୁଥିବା ରାଜଧାନୀ ବର୍ତ୍ତମାନ ଖାଁ ଖାଁ ଲାଗୁଛି । ଏହାରି…
Read More...

ଓଡିଶାବାସୀଙ୍କୁ ମହାବିଷୁବ ସ°କ୍ରାନ୍ତି ଓ ରାଜଧାନୀ ପ୍ରତିଷ୍ଠା ଦିବସର ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୩/୪(ଓଡ଼ିଆ ନ୍ୟୁଜ) : ଆଜି ହେଉଛି ପବିତ୍ର ମହା ବିଷୁବ ସଂକ୍ରାନ୍ତି । ଓଡ଼ିଆ ପଞ୍ଜିକାର ଗଣନା ଅନୁସାରେ ମହାବିଷୁବ ସଂକ୍ରାନ୍ତି ହିଁ ବର୍ଷର ପ୍ରଥମ ସଂକ୍ରାନ୍ତି । ଆଜିର ଦିନକୁ ଓଡ଼ିଆ ନବବର୍ଷ ହିସାବରେ ମଧ୍ୟ ପାଳନ କରାଯାଏ । ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି…
Read More...

ଗରିବ ଲୋକଙ୍କୁ ସାହାଯ୍ୟ କରିବାକୁ ପରାମର୍ଶ ଦେଲେ ଧର୍ମେନ୍ଦ୍ର ପ୍ରଧାନ।

ଅନୁଗୋଳ , ୧୩।୪(ଓଡ଼ିଆ ନ୍ୟୁଜ)- ଅନୁଗୋଳ ଜିଲାର ବରିଷ୍ଠ ଭାଜପା ନେତାମାନଙ୍କ ସହ ରବିବାର ଭିଡିଓ କନ୍‌ଫରେନ୍ସ (ଭିସି) ମାଧ୍ୟମରେ ଆଲୋଚନା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଦଳୀୟ ନେତାମାନଙ୍କୁ ନାନା ପରାମର୍ଶ ଦେଇଥିଲେ। ପ୍ରଧାନ କହିଥିଲେ…
Read More...

ଆଜି ଆପଣଙ୍କ ଦିନ କେମିତି କଟିବ ଜାଣନ୍ତୁ।

ମେଷ:-ଆଜି କୌଣସି ପ୍ରିୟବନ୍ଧୁଙ୍କ ଆଗମନର ସୂଚନା ପାଇବା ସାଙ୍ଗକୁ ନୂତନ ସ୍ଥାନକୁ ବୁଲିଯିବାର ସୁଯୋଗ ମିଳିବ । ଆନୁଷ୍ଠାନିକ କାମରେ ସହଯୋଗ ଓ ସୁଖ ସମ୍ମାନ ପାଇ ଖୁସି ହେବେ । ଆଶଙ୍କା କରୁଥିବା ଘଟଣା ସେମିତି କିଛି ହେବ ନାହିଁ । ବୃଷ:-ଆଜି ଆପଣଙ୍କ ସ୍ବାସ୍ଥ୍ୟ ଭଲ ରହିବ ଏବଂ ଭୋଗବିଳାସରେ…
Read More...