banner
Breaking
Yearly Archives

2020

ମୋବାଇଲ ଦ୍ବାରା ବ୍ୟାପିପାରେ କରୋନା।

ଭୁବନେଶ୍ୱର:୨୩ ।୪(ଓଡ଼ିଆ ନ୍ୟୁଜ): କରୋନା ସଂକ୍ରମଣ ରୋକିବାକୁ ବିଭିନ୍ନ ପ୍ରକାରର କଟକଣା ଲଗାଯାଇଛି। ପ୍ରଥମେ ହାତରେ ମୁହଁ ଛୁଇବା ଉପରେ କଟକଣା ପରେ ଘରୁ ବାହାରିବା ଉପରେ କଟକଣା । ଆଉ ଏବେ ମୋବାଇଲ ଫୋନ ବ୍ୟବହାର ଉପରେ ଲାଗିଛି କଟକଣା । ମୋବାଇଲ ଫୋନ ବି କରୋନା ବାହକ ହୋଇପାରେ । ଏଥିରେ…
Read More...

ବଢିବ କି ଲକଡାଉନ୍ ଅବଧି। କଣ ରିପୋର୍ଟ କହୁଛି ଜାଣନ୍ତୁ।

ନୂଆଦିଲ୍ଲୀ,୨୩ା୪: ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୦ ହଜାର ଟପିଲାଣି। ପ୍ରାୟ ୬୫୦ ଲୋକଙ୍କ ଜୀବନ ଗଲାଣି। ଗତ କିଛିଦିନର ସ୍ଥିତିକୁ ଦେଖିଲେ ସଂକମ୍ରିତ ଓ ମୃତକଙ୍କ ସଂଖ୍ୟା ବଢ଼ି ବଢ଼ି ଚାଲିଛି। ହେଲେ ଏହି ମହାମାରୀ ମେ ମାସ ମଧ୍ୟଭାଗରେ ଶୀର୍ଷସ୍ତରରେ ପହଞ୍ଚତ୍ବ ଏବଂ ଧୀରେ ଧୀରେ ହ୍ରାସ…
Read More...

କରୋନା ପାଇଁ ସରକାର ପ୍ୟାକେଜ୍‌ ଘୋଷଣା କରନ୍ତୁ- ସାମ୍ବାଦିକ ମିଳିତ ମଞ୍ଚ

ଭୁବନେଶ୍ବର,୨୩/୪: କରୋନା ପାଇଁ ଖବର ସଂଗ୍ରହ କରୁଥିବା କାର୍ଯ୍ୟରତ ସାମ୍ବାଦିକଙ୍କ ପାଇଁ ସରକାର ପ୍ୟାକେଜ୍‌ ଘୋଷଣା କରନ୍ତୁ ବୋଲି ସାମ୍ବାଦିକ ମିଳିତ ମଞ୍ଚ ଦାବି କରିଛି। ପ୍ରୋତ୍ସାହନ ରାଶି, ବୀମା ନାହିଁ ଓ ପ୍ୟାକେଜ୍‍ ପାଇଁ ସରକାର ନିଜେ ଏହାର ବିଚାର କରି ପଦକ୍ଷେପ ନିଅନ୍ତୁ ଲଢେଇ ସମୟରେ…
Read More...

ଆସନ୍ତାକାଲି ଠାରୁ ପ୍ରବଳ ବର୍ଷା ଓ ପବନ ବହିବ।

ଭୁବନେଶ୍ବର,୨୩/୪(ଓଡ଼ିଆ ନ୍ୟୁଜ) : ଆସନ୍ତାକାଲିଠାରୁ ରାଜ୍ୟର ବିଭିନ୍ନ ସ୍ଥାନରେ ଝଡ଼ବର୍ଷାର ସମ୍ଭାବନା ଥିବାବେଳେ ୨୪ରୁ ୨୬ ପର୍ଯ୍ୟନ୍ତ କେତେକ ସ୍ଥାନରେ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ସୂତ୍ରରୁ ଜଣାପଡ଼ିଛି।କାଳବୈଶାଖୀ ପ୍ରଭାବରେ ରାଜ୍ୟରେ ତାତିରୁ ସାମାନ୍ୟ ନିସ୍ତାର ମିଳିଛି।…
Read More...

ଆଜି ଆପଣଙ୍କ ଦିନ କେମିତି କଟିବ ଜାଣନ୍ତୁ।

ମେଷ:-ଆଜି ଆତ୍ମୀୟ ସ୍ବଜନଙ୍କ ଗହଣରେ ମନର ଦୁଃଖକୁ ସାମୟିକ ପାସୋରିଦେବେ । ରାଜନୀତିରେ ବହୁତ ଲୋକଙ୍କଠାରୁ ଆଦର ସମ୍ମାନ ପାଇବେ । ପରିବାରରେ କିମ୍ବା ନିଜ ଚତୁଃପାର୍ଶ୍ୱସ୍ଥ ପିଲାମାନଙ୍କ ଦ୍ୱାରା ସମସ୍ୟା ସୃଷ୍ଟି ହୋଇପାରେ । ଶିଳ୍ପ, ବାଣିଜ୍ୟ, ବ୍ୟବସାୟ, ପରିବହନରୁ ଲାଭବାନ ହେବେ ।…
Read More...

ବାହାର ରାଜ୍ୟରୁ ଫେରିବେ ୫ ଲକ୍ଷରୁ ଉର୍ଦ୍ଧ୍ବ ଓଡ଼ିଆ।

ଭୁବନେଶ୍ୱର, ୨୨।୪(ଓଡ଼ିଆ ନ୍ୟୁଜ): ଇତିମଧ୍ୟରେ ରାଜ୍ୟ ସରକାର ୩ଟି ପର୍ଯ୍ୟାୟକୁ ସଫଳତାର ସହ ସାମ୍ନା କରିପାରିଛନ୍ତି। ପ୍ରଥମ ପର୍ଯ୍ୟାୟରେ ବାହାରୁ ଆସୁଥିବା ଲୋକଙ୍କ ପଞ୍ଜୀକରଣ କରାଯାଇଥିଲା। ଦ୍ୱିତୀୟ ପର୍ଯ୍ୟାୟରେ ନିଜାମୁଦ୍ଦିନ ଲିଙ୍କ ଏବଂ ତତ୍‌ଜନିତ ସଂକ୍ରମଣ ରହିଥିଲା। ସେହିଭଳି ତୃତୀୟ…
Read More...

ଭୁବନେଶ୍ୱରରୁ ହଟିଲା କଣ୍ଟେନମେଣ୍ଟ ଜୋନ୍।

ଭୁବନେଶ୍ୱର, ୨୨ା୪(ଓଡ଼ିଆ ନ୍ୟୁଜ):  ଭୁବନେଶ୍ବରର ସମସ୍ତ କଣ୍ଟେନମେଣ୍ଟ ଜୋନ୍‌ ତଥା ଆବଦ୍ଧାଞ୍ଚଳ ବମିଖାଲ, ସତ୍ୟନଗର ଓ ସୂର୍ଯ୍ୟନଗରୁ ଆବଦ୍ଧାଞ୍ଚଳ କଟକଣା ହଟାଯାଇଛି। ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ଦ୍ୱାରା ଜାରି କରାଯାଇଥିବା ବିଜ୍ଞପ୍ତି ସଂଖ୍ୟା ୧୩୯୩୮ରେ ଏହା ସ୍ପଷ୍ଟ କରାଯାଇଛି।…
Read More...

କରୋନା ଯୋଦ୍ଧାଙ୍କୁ ଆକ୍ରମଣ କଲେ ୭ ବର୍ଷ ଜେଲ।

ନୂଆଦିଲ୍ଲୀ,୨୨।୪: କରୋନା ଭାଇରସ୍‌ ମହାସଙ୍କଟ ମଧ୍ୟରେ ଦେଶର ଡାକ୍ତର ଓ ନର୍ସଙ୍କ ଉପରେ କିଛି ଦିନରୁ ଆକ୍ରମଣ ହେଉଥିବା ଘଟଣା ସାମ୍ନାକୁ ଆସୁଛି। ଏହାକୁ ଦୃଷ୍ଟିରେ ରଖି କରୋନା ଯୋଦ୍ଧାଙ୍କ ସୁରକ୍ଷା ଲାଗି ମୋଦି ସରକାର ଏକ ଅଧ୍ୟାଦେଶ ଆଣିଛନ୍ତି। ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ…
Read More...

ମିଳିଲା ଆକ୍ରାନ୍ତଙ୍କ ତଥ୍ୟ।

ଭୁବନେଶ୍ୱର,୨୨।୪(ବ୍ୟୁରୋ): ରାଜ୍ୟରେ କରୋନା ଭାଇରସ୍‌ ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ବୁଧବାର ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୮୩କୁ ପହଞ୍ଚିଛି। ଇତିମଧ୍ୟରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ବୁଧବାର ୧୩ କରୋନା ସଂକ୍ରମିତଙ୍କ ଟ୍ରାଭେଲ ହିଷ୍ଟ୍ରିର ତଥ୍ୟ ପ୍ରଦାନ…
Read More...

ସରପଞ୍ଚଙ୍କୁ କରୋନା ମନ୍ତ୍ର ଦେଲେ ନବୀନ।

ଭୁବନେଶ୍ୱର, ୨୨।୪(ଓଡ଼ିଆ ନ୍ୟୁଜ): ରାଜ୍ୟରେ କରୋନାର ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ୬,୭୮୯ ପଞ୍ଚାୟତର ସରପଞ୍ଚମାନଙ୍କୁ ଦାୟିତ୍ୱର ଶପଥପାଠ କରାଇଛନ୍ତି। ଅନ୍ୟ ରାଜ୍ୟରୁ ଗ୍ରାମକୁ ଆସୁଥିବା ଲୋକଙ୍କୁ କ୍ୱାରାଣ୍ଟାଇନରେ ରଖିବା ଏବଂ ସେମାନଙ୍କର ରହିବା, ଖାଇବା,…
Read More...