banner
Breaking
Yearly Archives

2020

କରୋନା ପୀଡ଼ିତଙ୍କୁ ‘ଫର୍ ୟୁ’ ଟ୍ରଷ୍ଟ ପକ୍ଷରୁ ଶୁଖିଲା ଖାଦ୍ୟ ସାମଗ୍ରୀ ବଣ୍ଟନ ।

ଭୁବନେଶ୍ୱର, ୪/୫(ଓଡ଼ିଆ ନ୍ୟୁଜ) : ରାଜଧାନୀ ଭୁବନେଶ୍ୱରରେ କରୋନା ମହାମାରୀ ପୂର୍ବାପେକ୍ଷା ଅଧିକ ଆୟତ୍ତକୁ ଆସିଯାଇଥିଲେ ମଧ୍ୟ ଲକ୍ ଡାଉନ ଆଗଭଳି ବଳବତ୍ତର ରହିଛି ଏବଂ ନିମ୍ନ ମଧ୍ୟବିତ୍ତ ଶ୍ରେଣୀଙ୍କ ଅବସ୍ଥା ଦିନକୁ ଦିନ ଦୟନୀୟ ହେବାରେ ଲାଗିଛି । ଯେଉଁମାନଙ୍କ ପାଖରେ ରାସନ କାର୍ଡ ନାହିଁ…
Read More...

ରାଜ୍ୟ କିମ୍ବା ରାଜ୍ୟ ବାହାରୁ ଯିବାଆସିବା ପାଇଁ କଟକଣା ଜାରି।

ଭୁବନେଶ୍ବର , ୪/୫(ବ୍ୟୁରୋ) : ଓଡ଼ିଶା ବାହାରକୁ ଡାକ୍ତରୀ ଚିକିତ୍ସା ପାଇଁ କିମ୍ବା ଜରୁରୀ କାର୍ଯ୍ୟ ପାଇଁ ଯେଉଁମାନେ ଯିବାକୁ ଚାହୁଁଥିବେ, ସେମାନେ ଆବଶ୍ୟକ ତଥ୍ୟ ଯାଞ୍ଚ ପରେ ସ୍ଥାନୀୟ ଉପ-ଜିଲ୍ଲାପାଳ ବା ତହସିଲଦାର କିମ୍ବା ଡିସିପି, ଭୁବନେଶ୍ୱର-କଟକ, ପୋଲିସ୍‌ କମିଶନରେଟ୍‌ଙ୍କଠାରୁ ଅନୁମତି…
Read More...

ରଥଯାତ୍ରା ପାଇଁ ଆଶା ସ°ଚାର। କାଲିଠାରୁ ଆରମ୍ଭ ହେବ ରଥ ନିର୍ମାଣ।

ପୁରୀ,୪/୫(ଓଡ଼ିଆ ନ୍ୟୁଜ) : ଜଗନ୍ନାଥଙ୍କ ଲୀଳା ଅପାର। ସେ ଚାହିଁଲେ ସବୁ ଅସମ୍ଭବ ସମ୍ଭବ ହୋଇଯାଏ। ତେଣୁ ସେ କୋଟି ବ୍ରହ୍ମାଣ୍ଡର ଦେବତା। ରଥଯାତ୍ରାରେ ପ୍ରଭୁ ଛୁଆଁ ଅଛୁଆଁ ଭେଦଭାବ ଭୁଲି ରଥ ଉପରେ ସମସ୍ତଙ୍କୁ ଦର୍ଶନ ଦେଇଥାନ୍ତି। କରୋନା ଛୁଆଁ ରୋଗ ହୋଇଥିବାରୁ ସମସ୍ତେ ବ୍ୟସ୍ତ ବିବ୍ରତ। ହେଲେ…
Read More...

ଭୁବନେଶ୍ୱରରେ ନିୟମ କଡାକଡି କଲେ କମିଶନର-ସୁଧାଂଶୁ ଷଡ଼ଙ୍ଗୀ

ଭୁବନେଶ୍ୱର, ୪/୫(ଓଡ଼ିଆ ନ୍ୟୁଜ): ଭୁବନେଶ୍ୱରରେ କରୋନା ସଂକ୍ରମଣକୁ ରୋକିବା ପାଇଁ କମିଶନରେଟ ପୋଲିସ ପକ୍ଷରୁ ବହୁ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରାଯାଇ ଥିବାରୁ କରୋନା ନିୟନ୍ତ୍ରଣରେ ରହିଛି। ବର୍ତ୍ତମାନ ବାହାର ରାଜ୍ୟରୁ ପ୍ରବାସୀ ଓଡିଆମାନେ ଫେରୁଛନ୍ତି। ସେ ଦୃଷ୍ଟିରୁ ସତର୍କତା…
Read More...

ରେଡ ଜୋନରେ ଭୁବନେଶ୍ୱର ବିଏମସି ଅଞ୍ଚଳ।

ଭୁବନେଶ୍ୱର (ବ୍ୟୁରୋ): ଆସନ୍ତାକାଲି ତୃତୀୟ ପର୍ଯ୍ୟାୟ ଲକ୍ଡ଼ାଉନ ଆରମ୍ଭ ହେଉଛି । ଏହି ଲକ୍ଡ଼ାଉନ କାଳରେ ଗ୍ରୀନ, ଅରେଞ୍ଜ ଓ ରେଡ଼୍ ଜୋନ୍ ନିମନ୍ତେ ଅଲଗା ମାର୍ଗଦର୍ଶିକା ଜାରି କରାଯାଇଛି । ରାଜ୍ୟର କରୋନା ହଟସ୍ପଟ ପାଲଟିଥିବା ଯାଜପୁର, ଭଦ୍ରକ ଓ ବାଲେଶ୍ବର ଜିଲା ରେଡ଼୍ ଜୋନରେ ଥିବାବେଳେ…
Read More...

ଅଟୋ ଚାଳକ ମାନଙ୍କୁ ଆର୍ଥିକ ସହୟତା ପ୍ରଦାନ ପାଇଁ ଅଟୋ ମହାସଂଘର ଦାବି।

ଭୁବନେଶ୍ୱର ,୩ା୫(ଓଡ଼ିଆ ନ୍ୟୁଜ):- ସାରା ରାଜ୍ୟ ଲକ ଡାଉନ୍‌ରେ ଥିବାରୁ ଅଧିକାଶଂ ଲୋକଙ୍କ ଜୀବନ ଜୀବିକା ଉପରେ ଘୋର ପ୍ରଭାବ ପଡିଛି । ବିଶେଶ କରି ଅଟୋ ଚଳାଇ ପରିବାର ଭରଣ ପୋଷଣ କରୁଥିବା ଅଟୋ ଚାଳକ ମାନେ ବହୁ ଅସୁବିଧାର ସମ୍ମୁଖିନ ହେଉଛନ୍ତି । ଲକଡାଉନ୍ କାରଣରୁ ଅଟୋ ବନ୍ଦ ରହିଥିବା ବେଳେ…
Read More...

କୃଷିକୁ ଗୁରୁତ୍ୱ ଦେଲେ ମୋଦି।

ନୂଆଦିଲ୍ଲୀ,୩/୫(ଓଡ଼ିଆ ନ୍ୟୁଜ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି କୃଷି କ୍ଷେତ୍ରର ବିଭିନ୍ନ ସମସ୍ୟା ଏବଂ ଏଥିରେ ଆବଶ୍ୟକ ସୁଧାର ଆଣିବା ଲାଗି ବିଚାରବିମର୍ଷ କରିବା ନେଇ ଏକ ସମୀକ୍ଷା ବୈଠକ କରିଛନ୍ତି। ଏହି ବୈଠକରେ କୃଷି ବିପଣନ, କୃଷି ଉତ୍ପାଦର ପରିଚାଳନା, କୃଷକ ନିକଟରେ ସଂସ୍ଥାଗତ ଋଣ…
Read More...

ରାଜ୍ୟରେ ପୁଣି ୩ ପଜିଟିଭ।୧୬ ଜିଲ୍ଲାରେ କରୋନା।ମୋଟ ୧୬୦

ଭୁବନେଶ୍ୱର,୩/୫(ଓଡ଼ିଆ ନ୍ୟୁଜ): ରାଜ୍ୟରେ ପୁଣି ୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।ଜଣେ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଦୁଇଜଣ ଗଞାମ ଜିଲ୍ଲାର ହୋଇଥିବା ବେଳେ ଅନ୍ୟ ପଜିଟିଭ୍ ଜଣଙ୍କ ଝାରସୁଗଡା ଜିଲାର ବୋଲି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ସୂଚନା ଦେଇଛି । ଏଥି ସହିତ…
Read More...

ଆଜି ଆପଣଙ୍କ ଦିନ କେମିତି କଟିବ ଜାଣନ୍ତୁ।

ମେଷ:-ଆଜି ଆପଣଙ୍କ କାମ ଗୁଡିକ ସୁବିଧାରେ ଓ ସୁରୁଖୁରୁରେ ହୋଇଯିବ। ଘରେ ନିଜ ପରିସରର ବନ୍ଧୁଙ୍କ ସହିତ ଖୁସିର ଆସର ଜମିପାରେ। ପ୍ରଶାସନ,ଆନୁଷ୍ଠାନିକ କା, ରାଜନୀତି ଓ ସାଙ୍ଗଠନିକ କାର୍ଯ୍ୟରେ ପ୍ରଶଂସିତ ହେବେ। ମାନସିକ ସ୍ଥିତି ବିପନ୍ନ ହୋଇପାରେ। ବ୍ୟବସାୟକୁ ଆଗକୁ ବଢାଇବା ପାଇଁ ପଦକ୍ଷେପ…
Read More...

ଭୁବନେଶ୍ୱରକୁ ଟପିଲା ଯାଜପୁର। ପୁଣି ୮ ପଜିଟିଭ୍। ରାଜ୍ୟରେ ଆକ୍ରାନ୍ତଙ୍କ ସ°ଖ୍ୟା ୧୫୭ରେ ପହଞ୍ଚିଲା।

ଭୁବନେଶ୍ୱର,୨ା୫(ଓଡ଼ିଆ ନ୍ୟୁଜ) : ଶନିବାର ସକାଳେ ଯାଜପୁର ଜିଲାରେ ୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଅପରାହ୍ନରେ ଆଉ ଜଣେ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତଙ୍କ ଘର ବରୀ ବ୍ଲକ ଅଞ୍ଚଳରେ। ସେ ଜଣେ ପୁରୁଷ ଏବଂ ତାଙ୍କ ବୟସ ୬୨ ବର୍ଷ। ସେ କୋଲକାତାରୁ ଫେରିଥିଲେ ବୋଲି…
Read More...