banner
Breaking
Yearly Archives

2020

ଭୁବନେଶ୍ୱରରୁ ଉଡିଲା ବିମାନ।

ଭୁବନେଶ୍ୱର, ୨୬ା୫ (ବ୍ୟୁରୋ): ଦୀର୍ଘ ଦୁଇମାସ ପରେ ସୋମବାରଠାରୁ ଦେଶର ବିଭିନ୍ନ ରାଜ୍ୟରେ ଘରୋଇ ବିମାନ ସେବା ଆରମ୍ଭ ହୋଇଛି। ଏହି ପରିପ୍ରେକ୍ଷୀରେ ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରକୁ ବିମାନ ଚଳାଚଳ କରିଛି। ପ୍ରଥମେ ଦିଲ୍ଲୀରୁ ଭିସ୍ତାରା (ୟୁକେ୭୮୫) ବିମାନ ୭୦ଜଣ…
Read More...

ହାତ ଟେକିଦେଲେ ସରକାର। ଏବେ କେବଳ ଜଗନ୍ନାଥ ଭରଷା-ନିରଞ୍ଜନ

ଭୁବନେଶ୍ୱର, ୨୭ା୫ (ବ୍ୟୁରୋ): ରାଜ୍ୟ ସ୍ଥିତିକୁ ଦେଖିଲେ ବର୍ତ୍ତମାନ ବହୁତ ବିଚଳିତ ଏବଂ ବ୍ୟସ୍ତ ଲାଗୁଛି। ସରକାର କିଭଳି କରୋନାକୁ ମୁକାବିଲା କରିବାକୁ ଚାହୁଁଛନ୍ତି, ତାହା କିଛି ବୁଝା ପଡୁନି ବୋଲି ପ୍ରଦେଶ କଂଗ୍ରେସ କମିଟି(ପିସିସି) ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି। ନିରଞ୍ଜନ ଏକ…
Read More...

ଆଜି ଆପଣଙ୍କ ଦିନ କେମିତି କଟିବ ଜାଣନ୍ତୁ।

ମେଷ:-ଆଜି ଆପଣ ସମାଜକଲ୍ୟାଣ କାର୍ଯ୍ୟରେ, ଆନୁଷ୍ଠାନିକକ୍ଷେତ୍ରରେ, ସଭାସମିତିରେ ସାମିଲ ହେଲେ ସମ୍ମାନିତ ହେବେ। ଦୂରସ୍ଥ ସନ୍ତାନଙ୍କ ପାଇଁ ମନ ଉଦ୍‌ବେଗ ରହିବ ଫଳରେ ମାନସିକ ଅସ୍ଥିରତା ଭିତରେ ଚଳିବାକୁ ବାଧ୍ୟ ହେବେ। ପ୍ରଶାସନିକ ସ୍ତରରେ କେତେକ ସମସ୍ୟାକୁ କେନ୍ଦ୍ର କରି ଅର୍ନ୍ତଦ୍ୱନ୍ଦ୍ୱ…
Read More...

ଏବେ ଗରମର ପ୍ରକୃତ କାରଣ ଜାଣନ୍ତୁ।

ଭୁବନେଶ୍ୱର ,୨୬/୫ : ଏବେ ଓଡ଼ିଶାର ଚାରିଆଡ଼େ ଅସହ୍ୟ ଗରମ ଅନୁଭୂତ ହେଉଛି। ରାଜ୍ୟ ସରକାର ଅଂଶୁଘାତରୁ ରକ୍ଷା ପାଇବା ପାଇଁ ଦିଶା ନିର୍ଦେଶ ଜାରି କଲେଣି। ଭୁବନେଶ୍ୱର ପଠାଣି ସାମନ୍ତ ପ୍ଲାନେଟାରିୟମ୍‍ ଉପନିର୍ଦେଶକ ଡ.ଶୁଭେନ୍ଦୁ ପଟ୍ଟନାୟକ କହିଛନ୍ତି ଯେ, ଆମେ ସବୁଦିନ ଦେଖୁ ସୂର୍ଯ୍ୟ ପୂର୍ବ…
Read More...

ଚୀନ ହରକତ ଉପରେ ତିନି ସେନା ମୁଖ୍ୟଙ୍କ ସହ ଆଲୋଚନା କଲେ ମୋଦି।

ନୂଆଦିଲ୍ଲୀ,୨୬/୫-: ସୀମାରେ ଚୀନ୍ ସେନାର ହରକତ୍ ବଢ଼ୁଛି । ଗତ କିଛି ସପ୍ତାହ ହେଲା ଭାରତ ସୀମା ଭିତରକୁ ଚୀନ ସେନା ଅନୁପ୍ରବେଶ କରିବା ଓ ହେଲିକପ୍ଟର ଛାଡ଼ିବା ଘଟଣାରେ ଭାରତ ପ୍ରତିବାଦ କରିଛି । ଏହା ସତ୍ବେ ଚୀନ ଚେତୁନାହିଁ । ସୀମାନ୍ତରେ ସେନା ଛାଉଣୀ ଲଗାଇବା, ହେଲିକପ୍ଟର ମୁତୟନ କରିବା…
Read More...

କରୋନା ଯୋଦ୍ଧାଙ୍କୁ ହାଇଡ୍ରୋକ୍ସିକ୍ଲୋରକ୍ବିନ୍।

ନୂଆଦିଲ୍ଲୀ: କରୋନା ସଂକ୍ରମିତଙ୍କ ଚିକିତ୍ସା ନିମନ୍ତେ ହାଇଡ଼୍ରୋକ୍ସିକ୍ଲୋରୋକ୍ବିନର ଉପାଦେୟତା ଏବେ ବି ଏକ ପ୍ରଶ୍ନ ହୋଇ ଉଭା ହୋଇଛି । ଆମେରିକା ଚିକିତ୍ସାବିତ୍ ଓ ଆମେରିକା ରାଷ୍ଟ୍ରପତି କରୋନା ସଂକ୍ରମଣକୁ ରୋକିବା ଏବଂ ଏଥିରୁ ସୁସ୍ଥ ହେବା ପାଇଁ ହାଇଡ଼୍ରୋକ୍ସିକ୍ଲୋରୋକ୍ବିନ ଉପଯୁକ୍ତ…
Read More...

ଖୁବଶୀଘ୍ର ଚାଲିବ ବସ।

ଭୁବନେଶ୍ବର,୨୬/୫(ଓଡ଼ିଆ ନ୍ୟୁଜ): ଘରୋଇ ବସ୍ ଚଳାଚଳ ନେଇ ସୃଷ୍ଟି ଅଚଳାବସ୍ଥା କିଛି ପରିମାଣରେ ଦୂରହୋଇଛି । ବସ୍ ମାଲିକ ସଂଘ ଓ ସରକାରଙ୍କ ମଧ୍ୟରେ ଆଜି ଆଲୋଚନା ପରେ ଆସନ୍ତାକାଲି ଏ ସମ୍ପର୍କରେ କିଛି ନିଷ୍ପତ୍ତି ହୋଇପାରେ ବୋଲି ଅନୁମାନ କରାଯାଉଛି । ସରକାର ସବୁଜ ସଙ୍କେତ ଦେବା ସତ୍ତ୍ବେ…
Read More...

ଓଡିଶାରେ ୧୫ ଦିନ କରାଯିବ ବ୍ୟାପକ ସଚେତନତା।

ଭୁବନେଶ୍ୱର,୨୬/୫(ଓଡ଼ିଆ ନ୍ୟୁଜ): ଓଡ଼ିଶାରେ ଟେଷ୍ଟିଂ ହାର ଜାତୀୟ ହାରଠାରୁ ଯଥେଷ୍ଟ ଅଧିକ। ରାଜ୍ୟରେ କୋଭିଡ୍ ସଂପର୍କରେ ୧୫ ଦିନ ଧରି କରାଯିବ ବ୍ୟାପକ ସଚେତନତା। ବୟସ୍କ ଓ ସଂକ୍ରମିତ ଆଶଙ୍କା ଥିବା ଲୋକଙ୍କ ତଥ୍ୟ ନିଆଯିବ ବୋଲି କହିଛନ୍ତି ମୁଖ୍ୟ ଶାସନ ସଚିବ। ନୂଆ ଗାଇଡଲାଇନ୍ ଅନୁସାରେ…
Read More...

କେନ୍ଦ୍ରାପଡାରୁ ଚିହ୍ନଟ ହେଉଥିବା ଆକ୍ରାନ୍ତ ସବୁ ସଙ୍ଗରୋଧରୁ

କେନ୍ଦ୍ରାପଡା,୨୬ା୫(ବ୍ୟୁରୋ): କେନ୍ଦ୍ରାପଡା ଜିଲା ଡେରାବିଶ, ମହାକାଳପଡା ବ୍ଲକ ଅଞ୍ଚଳରୁ ମଙ୍ଗଳବାର ନୂତନ ୬ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଜିଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬୧ରେ ପହଞ୍ଚିଛି। ତେବେ ସେମାନଙ୍କ ମଧ୍ୟରୁ ୨୬ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏ ନେଇ…
Read More...

ପଞ୍ଚାୟତ ସ୍ତରରେ ହେବ ଜୋନ୍ ବ୍ୟବସ୍ଥା।

ଭୁବନେଶ୍ୱର,୨୬।୫(ଓଡ଼ିଆ ନ୍ୟୁଜ): କରୋନା ମୁକାବିଲା ପାଇଁ ଲକ୍‌ଡାଉନ୍‌ ୪ର୍ଥ ପର୍ଯ୍ୟାୟ ଜାରି ରହିଛି। ପୂର୍ବରୁ କରୋନା ସଂକ୍ରମିତ ଚିହ୍ନଟ ହେବାକୁ ନେଇ ଜିଲାଗୁଡ଼ିକୁ ରେଡ୍‌, ଅରେଞ୍ଜ, ଗ୍ରୀନ୍‌ ଜୋନ ଘୋଷଣା କରାଯାଉଥିଲା। ହେଲେ ଏଭଳି କରାଯିବା ଫଳରେ ଅର୍ଥନୈତିକ କାରବାର ଉପରେ ରୋକ…
Read More...