banner
Breaking
Yearly Archives

2020

କେନ୍ଦ୍ରାପଡାରେ ଆଜି ୫୦ ପଜିଟିଭ ଚିହ୍ନଟ।

କେନ୍ଦ୍ରାପଡ଼ା,୧ା୬: ଆଜି ଗୋଟିଏ ଦିନରେ କେନ୍ଦ୍ରାପଡ଼ା ଜିଲାରେ ୫୦ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏବେ କରୋନା ହଟ୍‌ସ୍ପଟ୍‌ ପାଲଟିଛି । ଏପ୍ରିଲ ୭ରେ ଜିଲାରେ ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ଇତିମଧ୍ୟରେ ଏହା ୧୦୦ ଟପିଛି। ସୋମବାର ଘୋଷଣା ହୋଇଥିବା ରାଜ୍ୟର ୧୫୬ ନୂତନ…
Read More...

ଓଡିଶାରେ ହୁହୁ ହୋଇ ବଢୁଛି କରୋନା। ଆଜି ପୁଣି ସର୍ବାଧିକ ୧୫୬ ପଜିଟିଭ୍ ଚିହ୍ନଟ।

ଭୁବନେଶ୍ୱର,୧/୬(ଓଡ଼ିଆ ନ୍ୟୁଜ): ଓଡିଶାରେ ହୁହୁ ହୋଇ ବଡ଼ିଲାଣି କରୋନା। ରାଜ୍ୟରେ ଆଜି ପୁଣି ୧୫୬ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ତେବେ ଗୋଟିଏ ଦିନରେ ୧୫୬ ଆକ୍ରାନ୍ତ ଚିହ୍ନଟ ହେବା ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ସର୍ବାଧିକ ବୋଲି ଜଣାପଡିଛି । ଏହି ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ…
Read More...

ପାରାଦୀପ ନିର୍ବାଚନମଣ୍ଡଳୀର ବିଜୁ ଯୁବ ଜନତା ଦଳ ପକ୍ଷରୁ କରୋନା ଯୋଦ୍ଧାଙ୍କୁ ସମ୍ବର୍ଦ୍ଧନା

ପାରାଦୀପ,୩୧/୫(ଓଡ଼ିଆ ନ୍ୟୁଜ):ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଆହ୍ୱାନ କ୍ରମେ ପାରାଦୀପର ବିଧାୟକ ଶ୍ରୀଯୁକ୍ତ ସମ୍ବିତ ରାଉତରାୟଙ୍କ ପ୍ରେରଣାରେ ନିର୍ବାଚନ ମଣ୍ଡଳୀ ବିଜୁ ଯୁବ ଜନତା ଦଳର ସଭାପତି ତ୍ରିଲୋଚନ ତରାଇ ଙ୍କ ନେତୃତ୍ୱରେ ସାମାଜିକ ଦୂରତା ରକ୍ଷା କରି କୁଜଙ୍ଗ ଥାନା…
Read More...

ଆଜି ଆପଣଙ୍କ ଦିନ କେମିତି କଟିବ ଜାଣନ୍ତୁ।

ମେଷ:-ଆଜି ଚନ୍ଦ୍ର ଓ ମଙ୍ଗଳ ଷଡାଷ୍ଟକ ସ୍ଥିତିରେ ରହିଥିବାରୁ ମନ ଅନୁଯାୟୀ କୌଣସି କାମ କରିପାରିବେ ନାହିଁ। ପାରିପାର୍ଶ୍ୱିକ ପରିସ୍ଥିତି ଓ ପରିବେଶ ଆପଣଙ୍କ ପାଇଁ ଅନୁକୂଳ ରହି ନ ପାରେ। ତଥାପି କୃତ୍ତିକାର ସମ୍ପତ୍‌ ତା’ର ହେତୁ ଜନ ସମାଜରେ ଆଦୃତି ଲାଭ ସଙ୍ଗକୁ ଯାନବାହନ, ପ୍ରଶାସନିକ କ୍ଷେତ୍ର…
Read More...

ମାନବ ଜାତିକୁ କରୋନା ଦାଉରୁ ରକ୍ଷା କରିବା ପାଇଁ ୭୧ ଦିନଧରି ହୋମଯଜ୍ଞ ଜାରି ରଖିଛନ୍ତି ସମାଜସେବୀ ନିବେଦିତା ଲେଙ୍କା।

ଭୁବନେଶ୍ୱର,୩୧/୫(ଓଡ଼ିଆ ନ୍ୟୁଜ): ମହାମାରୀ କରୋନାକୁ ପରାଜିତ କରିବା ଏବଂ ତାର ସଂକ୍ରମଣ ପଥରୋଧ କରିବା ସମଗ୍ର ବିଶ୍ୱପାଇଁ ଏକ ଚ୍ୟାଲେଞ୍ଜ ପରିସ୍ଥିତି ସୃଷ୍ଟି କରିଛି। ମାରାତ୍ମକ ନୋବେଲ କରୋନା ଭୂତାଣୁ ବା କୋଭିଡ଼-୧୯ ତାର ଭୟଙ୍କର କାୟା ବିସ୍ତାର କରିଚାଲିଛି। ଦୁର୍ବଳ ହେବାର ନାଁ ହିଁ…
Read More...

ସରିଲା ଲକଡାଉନ୍। କାଲିଠାରୁ ୩୦ ଦିନ ଅନଲକଡାଉନ୍-୧

ନୂଆଦିଲ୍ଲୀ,୩୧/୩(ଓଡ଼ିଆ ନ୍ୟୁଜ): କେନ୍ଦ୍ର ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା ଲକ୍‌ଡାଉନ୍ ୪.୦‌ ଶେଷ ହେବା ଦିନକ ପୂର୍ବରୁ ସରକାର ଜୁନ୍‌ ୩୦ ପର୍ଯ୍ୟନ୍ତ ଲକ୍‌ଡାଉନ୍‌ ଅବଧିକୁ ବୃଦ୍ଧି କରିଛନ୍ତି।ଏହାକୁ ଅନ୍ ଲକଡାଉନ୍ ୧ ବୋଲି କୁହାଯାଇଛି। ଏଥିରେ ଧାର୍ମିକସ୍ଥଳ, ହୋଟେଲ୍‌ ଓ ସପିଂମଲ୍‌କୁ…
Read More...

ଭୁବନେଶ୍ୱରର ଚନ୍ଦକାରେ ହେବ ବିଶ୍ବସ୍ତରୀୟ ପ୍ରାଣୀ ଚିକିତ୍ସାଳୟ।

ଭୁବନେଶ୍ୱର,୩୧/୫(ଓଡ଼ିଆ ନ୍ୟୁଜ): ଭୁବନେଶ୍ୱର ଚନ୍ଦକା ବନାଞ୍ଚଳରେ ହେବ ବନ୍ୟପ୍ରାଣୀଙ୍କ ପାଇଁ ବିଶ୍ୱସ୍ତରୀୟ ପ୍ରାଣୀ ଚିକିତ୍ସାଳୟ।  ଏଥିସହ ରାଜ୍ୟର ହାତୀ କରିଡର ସଂଖ୍ୟା ୧୪ରୁ ୧୬କୁ ବଢାଯିବ ବୋଲି ଲୋକସେବା ଭବନରେ ହାତୀଙ୍କ ସୁରକ୍ଷା ପାଇଁ ଆୟୋଜିତ ବୈଠକରେ ମୁଖ୍ୟ ଶାସନ ସଚିବ ଅସିତ…
Read More...

ବନ୍ଦେ ଉତ୍କଳ ଜନନୀ ଗାଇ କରୋନା ଯୋଦ୍ଧାଙ୍କୁ ସମ୍ମାନ ଜଣାଇଲେ ସରସ୍ବତୀ କଳା ପରିଷଦ ଓ ଭାରତୀୟ ଜନତା ପାର୍ଟି ସମବାୟ ସେଲ…

କଟକ,୩୦/୫(ଓଡ଼ିଆ ନ୍ୟୁଜ):ସରସ୍ବତୀ କଳା ପରିଷଦ, କଳାବିହାର,କନ୍ଦରପୁର ଓ ଭାରତୀୟ ଜନତା ପାର୍ଟି ସମବାୟ ସେଲ ପକ୍ଷରୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ କ୍ରମେ ଓ ତାଙ୍କ ବାର୍ତାରେ ଅନୁପ୍ରାଣିତ ହୋଇ କରୋନା ଯୋଦ୍ଧାଙ୍କୁ ସମ୍ମାନ ଜଣାଇ,ସେମାନଙ୍କୁ ଉତ୍ସାହ ଯୋଗାଇବା ପୂର୍ବକ କାନ୍ତକବି…
Read More...

ବନ୍ଦେ ଉତ୍କଳ ଜନନୀ ଗୁଞ୍ଜରଣରେ ପୂରି ଉଠିଲା ଜଗତସିଂହପୁର।

ଜଗତସିଂହପୁର,୩୦/୫(ଓଡ଼ିଆ ନ୍ୟୁଜ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଆହ୍ୱାନ କ୍ରମେ କରୋନା ଯୋଦ୍ଧା ମାନଙ୍କ ସମ୍ମାନାର୍ଥେ ଜଗତସିଂହପୁର ବିଜୁ ଜନତା ଦଳ ତରଫରୁ ସାମାଜିକ ଦୂରତା ରକ୍ଷା କରି ପ୍ରବାଦ ପୁରୁଷ ବିଜୁବାବୁଙ୍କ ପ୍ରତିମୂର୍ତ୍ତି ନିକଟରେ ମାନ୍ୟବର ବିଧାୟକ,ଜିଲ୍ଲା ଯୋଜନା କମିଟି…
Read More...

ରାଜ୍ୟରେ ଆଜି ସର୍ବାଧିକ ୧୨୯ ପଜିଟିଭ୍ ଚିହ୍ନଟ।ଆକ୍ରାନ୍ତଙ୍କ ସ°ଖ୍ୟା ୧୯୪୮ କୁ ବୃଦ୍ଧି।

ଭୁବନେଶ୍ୱର,୩୧/୫(ଓଡ଼ିଆ ନ୍ୟୁଜ): ରାଜ୍ୟରେ ପୁଣି ଆଜି ସର୍ବାଧିକ ୧୨୯ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ୧୧୯ଜଣ କ୍ବାରେଣ୍ଟାଇନରୁ ଓ ୧୦ ଜଣ ସ୍ଥାନୀୟ ଲୋକ।ଏହାକୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୯୪୮କୁ ବୃଦ୍ଧି ପାଇଛି । ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ…
Read More...