banner
Breaking

ପାରାଦୀପ ନିର୍ବାଚନମଣ୍ଡଳୀର ବିଜୁ ଯୁବ ଜନତା ଦଳ ପକ୍ଷରୁ କରୋନା ଯୋଦ୍ଧାଙ୍କୁ ସମ୍ବର୍ଦ୍ଧନା

0

ପାରାଦୀପ,୩୧/୫(ଓଡ଼ିଆ ନ୍ୟୁଜ):ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଆହ୍ୱାନ କ୍ରମେ ପାରାଦୀପର ବିଧାୟକ ଶ୍ରୀଯୁକ୍ତ ସମ୍ବିତ ରାଉତରାୟଙ୍କ ପ୍ରେରଣାରେ ନିର୍ବାଚନ ମଣ୍ଡଳୀ ବିଜୁ ଯୁବ ଜନତା ଦଳର ସଭାପତି ତ୍ରିଲୋଚନ ତରାଇ ଙ୍କ ନେତୃତ୍ୱରେ ସାମାଜିକ ଦୂରତା ରକ୍ଷା କରି କୁଜଙ୍ଗ ଥାନା ଅଧିକାରୀ ଓ କର୍ମଚାରୀମାନଙ୍କୁ କରୋନା ଯୋଦ୍ଧା ରୂପେ ସମ୍ବର୍ଦ୍ଧନା କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବ୍ଲକ ଯୁବ ସଭାପତି ଦିଲୀପ କୁମାର ମହାପାତ୍ର ,ଉପସଭାପତି ରାଜେନ୍ଦ୍ର ସାହୁ ଯୁବ ନେତା ଟୁଟୁ ମାଝି,ତୁଷାର କାନ୍ତ ପରିଡ଼ା,ସମୀର ତରାଇ ,ରଂଜନ କୁମାର ସେଠୀ ପ୍ରମୁଖ ଉପସ୍ଥିତ ରହିଥିଲେ ।

Khansweb Solution Bhubaneswar

Leave A Reply

Your email address will not be published.