banner
Breaking
Yearly Archives

2020

୨୦ରୁ କମ୍ ପିଲା ଥିବା ସ୍କୁଲ ବନ୍ଦ ହେବନାହିଁ।

ଭୁବନେଶ୍ୱର,୬।୬(ବ୍ୟୁରୋ): ରାଜ୍ୟରେ ୨୦ରୁ କମ୍‌ ଛାତ୍ରୀଛାତ୍ର ଥିବା ସ୍କୁଲ ବନ୍ଦ ହେବ ନାହିଁ। ଗତବର୍ଷ ଯେଉଁ ସବୁ ସ୍କୁଲରେ ନାମଲେଖା ହୋଇଥିଲା ଚଳିତ ବର୍ଷ ମଧ୍ୟ ହେବ। କରୋନା ପାଇଁ ସବୁ ସ୍କୁଲରେ ଆଡମିଶନ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ସୋମବାରଠାରୁ ଜୁଲାଇ ୧୫ ଯାଏ ନାମଲେଖା ଚାଲିବ ବୋଲି…
Read More...

ଭରତପୁରରେ ଦୁଇ ଗୋଷ୍ଠୀ ମଧ୍ୟରେ ଢେଲାମାଡ।

ଭୁବନେଶ୍ୱର,୭/୬(ବ୍ୟୁରୋ): ଭୁବନେଶ୍ୱରର ଭରତପୁରରେ ୨ ଗୋଷ୍ଠୀ ମଧ୍ୟରେ ଗୋଷ୍ଠୀ ସଂଘର୍ଷ ହୋଇଛି । ଦୁଇ ଗୋଷ୍ଠୀ ମଧ୍ୟରେ ଢ଼େଲା ପଥର ମାଡ ହେବା ସହ ଉତ୍ତେଜନା ଜାରି ରହିଛି । ଖବର ପାଇ ଘଟଣାସ୍ଥଳରେ ଖଣ୍ଡଗିରି ପୋଲିସ ପହଞ୍ଚି ସ୍ଥିତିକୁ ନିୟନ୍ତ୍ରଣ କରୁଛି । ଢେଲାପଥର ମାଡ ହେବା ଫଳରେ କିଛି…
Read More...

ରାଜ୍ୟ ପାଇଁ ଖୁସି ଖବର। ଗୋଟିଏ ଦିନରେ ସର୍ବାଧିକ ୧୭୮ ସୁସ୍ଥ।

ଭୁବନେଶ୍ୱର,୭।୬(ଓଡ଼ିଆ ନ୍ୟୁଜ): ରାଜ୍ୟ ପାଇଁ ଖୁସି ଖବର।ରାଜ୍ୟରେ ଗୋଟିଏ ଦିନରେ ସର୍ବାଧିକ ୧୭୮ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆରୋଗ୍ୟ ସଂଖ୍ୟା ୧,୮୯୪ରେ ପହଞ୍ଚିଛି। ସୁସ୍ଥ ବ୍ୟକ୍ତିମାନଙ୍କ ମଧ୍ୟରେ ଖୋର୍ଦ୍ଧାର ୩୯, ଗଜପତିର ୨୩, ନୂଆପଡ଼ାର ୨୨, ଭଦ୍ରକର…
Read More...

ରାଜ୍ୟରେ ପୁଣି ୭୫ ପଜିଟିଭ ଚିହ୍ନଟ। ଆକ୍ରାନ୍ତଙ୍କ ସ°ଖ୍ୟା ୨୮୫୬ କୁ ବୃଦ୍ଧି।

ଭୁବନେଶ୍ଵର,୭।୬(ଓଡ଼ିଆ ନ୍ୟୁଜ): ରାଜ୍ୟରେ ପୁଣି ୭୫ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କୁ ମିଶାଇ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୨୮୫୬ରେ ପହଞ୍ଚିଛି । ସେହିପରି କରୋନାରେ ଆଉ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ସୂଚନା ଦେଇଛି । ଏହି ମୃତକଙ୍କୁ…
Read More...

ବନ୍ଦେ ଉତ୍କଳ ଜନନୀ କୁ ମିଳିଲା ରାଜ୍ୟ ସଙ୍ଗୀତର ମାନ୍ୟତା।

ଭୁବନେଶ୍ୱର,୭।୬(ଓଡ଼ିଆ ନ୍ୟୁଜ): ଲୋକସଭା ଭବନରେ ଆଜି ରାଜ୍ୟ କ୍ୟାବିନେଟ୍ ବୈଠକ ଶେଷ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଭିଡିଓ କନଫରେନ୍ସିଂ ଜରିଆରେ ଅନୁଷ୍ଠିତଏହି କ୍ୟାବିନେଟ୍ ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। "ବନ୍ଦେ ଉତ୍କଳ ଜନନୀ’କୁ ରାଜ୍ୟ…
Read More...

ଦ୍ବିତୀୟ ଭୂଇଁ ରଥ ଉପରକୁ ଉଠିଲା।

ପୁରୀ ,୭।୬(ବ୍ୟୁରୋ): ଜୁନ୍‌ ୨୩ରେ ରଥଯାତ୍ରା। ଏଥିପାଇଁ ରଥଖଳାରେ ଚାଲିଛି ତିନିରଥ ନିର୍ମାଣ। ତିନିରଥର ମୁଖ୍ୟ ମହାରଣା ସେବକଙ୍କ ତତ୍ତ୍ବାବଧାନରେ କାମ ଜାରି ରହିଛି। ଶନିବାର ରଥଖଳାରେ ତୃତୀୟ ଭୂଇଁ କାମ ଶେଷ ହୋଇଛି। ଏତଦ୍‌ବ୍ୟତୀତ ତିନିରଥରେ ନଡ଼ିଆ ଗର (ଖଦିଓରା) ରଥଦଣ୍ଡା ସହ ୧୪ ନାହାକା…
Read More...

ପ୍ରଭୁଙ୍କୁ ଜ୍ବର, ଅଣସର ପିଣ୍ଡିରେ ଚାଲିଛି ଗୁପ୍ତ ସେବା।

ପୁରୀ ,୭।୬(ଓଡ଼ିଆ ନ୍ୟୁଜ): ଦେବସ୍ନାନ ପୂର୍ଣ୍ଣିମାରେ ସ୍ନାନବେଦୀରେ ୧୦୮ଗଡୁ ଜଳରେ ସ୍ନାନ କରିବା ପରେ ଜ୍ୱରରେ ପଡ଼ିଛନ୍ତି ମହାପ୍ରଭୁ। ଅଣସର ପିଣ୍ଡିରେ ଚାଲିଛି ଦାରୁବିଗ୍ରହଙ୍କ ଗୁପ୍ତ ସେବା। ମହାପ୍ରଭୁଙ୍କ ସେବାରେ ଲାଗି ପଡ଼ିଛନ୍ତି ଶ୍ରୀଅଙ୍ଗ ସେବକ ଦଇତାପତି। ମଧ୍ୟାହ୍ନ ଧୂପ ସରିବା ପରେ…
Read More...

ରାଜ୍ୟ ପୋଲିସର ବଡ ଧରଣର ଅଦଳବଦଳ।

କଟକ ,୭।୬(ବ୍ୟୁରୋ): ରାଜ୍ୟ ପୋଲିସରେ ଇନ୍ସପେକ୍ଟର, ସବ୍‌-ଇନ୍ସପେକ୍ଟର ଓ ଆସିଷ୍ଟାଣ୍ଟ ସବ୍‌-ଇନ୍ସପେକ୍ଟର ସ୍ତରରେ ଶନିବାର ଅଦଳବଦଳ କରାଯାଇଛି। ଏନେଇ ରାଜ୍ୟ ପୋଲିସ ମୁଖ୍ୟାଳୟ ବଦଳି ନିର୍ଦ୍ଦେଶ ଜାରି କରିଛି। ବଦଳି ତାଲିକାରେ ରହିଛନ୍ତି ୧୫ ଜଣ ଇନ୍ସପେକ୍ଟର, କେବିକେ ଓ କନ୍ଧମାଳରେ ୫ବର୍ଷ…
Read More...

ଆଜି ଆପଣଙ୍କ ଦିନ କେମିତି କଟିବ ଜାଣନ୍ତୁ।

ମେଷ:-ଆଜି ମନର ଅସନ୍ତୋଷକୁ କଠୋର ବାକ୍ୟରେ ପ୍ରକାଶ କରିପାରନ୍ତି। ବହୁତଦିନରୁ ଟଙ୍କା ନେଇଥିବା ଲୋକ ବିଷୟରେ କିମ୍ବା ବ୍ୟବସାୟିକ କିଛି ବିଫଳତାକୁ ନେଇ ଚିନ୍ତିତ ରହିପାରନ୍ତି। ଅଫିସିଆଲି କାମ ଚାପରେ ନିଜକୁ ଆଡଜଷ୍ଟ କରିବାକୁ ବାଧ୍ୟ ହେବେ। ଯାନ୍ତ୍ରିକ ଜିନିଷର ବ୍ୟବସାୟ ପାଇଁ ଭଲ।…
Read More...

ଉତ୍କଳ ବିଶ୍ବବିଦ୍ୟାଳୟର ତିନୋଟି ବିଭାଗ ସିଲ୍।

ଭୁବନେଶ୍ବର,୬/୬(ଓଡ଼ିଆ ନ୍ୟୁଜ) : ବାଣୀବିହାର ଅଧ୍ୟାପିକାଙ୍କ ଝିଅ କରୋନା ଆକ୍ରାନ୍ତ ହୋଇଛନ୍ତି। ଅଧ୍ୟାପିକା ଝିଅ ସଂସ୍ପର୍ଶରେ ଆସିବା ପରେ ଅଫିସ୍‌ ଆସିଥିଲେ ଏବଂ କ୍ୟାମ୍ପସରେ ବୁଲାବୁଲି କରିଥିଲେ। ଏହା ଜଣାପଡ଼ିବା ପରେ ଉତ୍କଳ ବିଶ୍ବବିଦ୍ୟାଳୟ ପକ୍ଷରୁ ଅଧ୍ୟାପିକା କାର୍ଯ୍ୟ କରୁଥିବା ଅଫିସ…
Read More...