ରାଜ୍ୟରେ ପୁଣି ୧୨୦ କରୋନା ଆକ୍ରାନ୍ତ ସୁସ୍ଥ।
ଭୁବନେଶ୍ୱର,୧୩।୬(ଓଡ଼ିଆ ନ୍ୟୁଜ): ରାଜ୍ୟରେ ଆଉ ୧୨୦ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଆରୋଗ୍ୟମାନଙ୍କ ମଧ୍ୟରେ ଗଞ୍ଜାମର ସର୍ବାଧିକ ୩୩ ଜଣ ଥିବା ବେଳେ ଗଜପତିର ୧୮, ସୋନପୁରର ୧୩, ବାଲେଶ୍ୱର ୧୨, ବଲାଙ୍ଗୀର-ଖୋର୍ଦ୍ଧାର ୮, ମୟୂରଭଞ୍ଜର ୭, କଟକର ୪, ଯାଜପୁର-ନୟାଗଡ଼-ନୂଆପଡ଼ାର ୩,…
Read More...
Read More...