banner
Breaking

ରାଜଧାନୀରେ ଫୋନ କଲେ ମିଳିବ ଅଣ୍ଡା, ମାଛ,ମା°ସ

0

ଭୁବନେଶ୍ୱର,୧୨।୬(ଓଡ଼ିଆ ନ୍ୟୁଜ): ରାଜ୍ୟରେ କରୋନା ପ୍ରଭାବକୁ ଦୃଷ୍ଟିରେ ରଖି ଜୁନ ୩୦ ପର୍ଯ୍ୟନ୍ତ ୧୧ ଜିଲାରେ ପ୍ରତି ଶନିବାର ଓ ରବିବାର ସଟ୍‌ଡାଉନ୍‌ ଘୋଷଣା କରାଯାଇଛି। ଏହି ସମୟରେ ଔଷଧ ଏବଂ କିଛି ଅତ୍ୟାବଶ୍ୟକୀୟ ସେବାକୁ ଛାଡ଼ି ବାକି ସବୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ରହିଛି। ହେଲେ ଆଗାମୀ ଦିନରେ ସଟ୍‌ଡାଉନ୍‌ ସମୟରେ ରାଜଧାନୀବାସୀଙ୍କୁ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗ ତରଫରୁ ଅଣ୍ଡା, ସ୍ବାସ୍ଥ୍ୟପ୍ରଦ କୁକୁଡ଼ା ମାଂସ, ମାଛ ଓ ଚିଙ୍ଗୁଡ଼ି ଘରେ ଉପଲବ୍ଧ କରାଯିବାର ବନ୍ଦୋବସ୍ତ କରାଯାଇଛି। ଭୁବନେଶ୍ୱରସ୍ଥିତ ଓପୋଲ୍‌ଫେଡ୍‌ ଓ ଚିଲିକା ଫ୍ରେସ୍‌ ବିକ୍ରୟ କେନ୍ଦ୍ର ମାଧ୍ୟମରେ ‘ହୋମ୍‌ ଡେଲିଭରି’ କରାଯିବ। ଏଥିପାଇଁ ଶୁକ୍ରବାର ମୋବାଇଲ୍‌ ନଂ ଜାରି କରାଯାଇଛି।

ଚିଲିକା ଫ୍ରେସ୍‌ ବିକ୍ରୟ କେନ୍ଦ୍ରର ଯୋଗାଯୋଗ ଦୂରାଭାଷ ନଂ:
ଜେନେରାଲ ମ୍ୟାନେଜର୍‌: ୭୮୯୪୯୨୧୫୩୭
ଶିରିପୁର ଚିଲିକା ଫ୍ରେସ୍‌: ୯୦୪୦୧୪୪୦୬୫
ସିଆର୍‌ପି ଚିଲିକା ଫ୍ରେସ୍‌: ୯୦୪୦୭୧୧୫୬୬
ଶହୀଦନଗର ଚିଲିକା ଫ୍ରେସ: ୯୮୬୧୫୧୧୧୯୮

ଓପୋଲ୍‌ଫେଡ୍‌ ବିକ୍ରୟ କେନ୍ଦ୍ରର ଯୋଗାଯୋଗ ଦୂରାଭାଷ ନଂ:
ଶହୀଦନଗର ଓପୋଲ୍‌ଫେଡ୍‌: ୮୪୮୦୨୨୬୦୮୬/ ୯୯୩୮୨୮୮୪୬୮

ଆଇଆର୍‌ସି ଭିଲେଜ୍‌ ଓପୋଲଫେଡ୍‌: ୮୪୮୦୨୨୮୦୫୩/ ୯୪୩୯୩୪୯୫୨୧
ଓୟୁଏଟି ପରିସର ଓପୋଲ୍‌ଫେଡ୍‌: ୭୮୭୩୦୦୯୬୧୯/ ୭୮୭୩୫୫୮୮୩୩
ଚନ୍ଦ୍ରଶେଖରପୁର ଓପୋଲଫେଡ୍‌: ୯୮୬୧୦୯୨୧୩୮/ ୯୦୪୦୫୧୬୪୯୬

Khansweb Solution Bhubaneswar

Leave A Reply

Your email address will not be published.