banner
Breaking
Monthly Archives

November 2020

ବାଲେଶ୍ବର ଓ ତିର୍ତ୍ତୋଲରେ ବିଜେଡିର ବାଜିମାତ୍।

ଭୁବନେଶ୍ୱର,୧୦/୧୧(ଓଡ଼ିଆ ନ୍ୟୁଜ): ନବୀନଙ୍କ ଲୋକପ୍ରିୟତା ପୁଣି ପ୍ରମାଣ କରିଛି। ବାଲେଶ୍ୱର ଓ ତିର୍ତ୍ତୋଲରେ ବିଜେଡି ବାଜିମାତ କରିଛି। ବାଲେଶ୍ୱର ବିଜେଡି ପାର୍ଥି ସ୍ୱରୂପ ଦାସ ବିଜୟୀ ହୋଇଛନ୍ତି। ବାଲେଶ୍ବରରେ ୧୩ ହଜାରରୁ ଅଧିକ ଭୋଟରେ ସ୍ବରୂପ ଦାସ ବିଜୟୀ ହୋଇଛନ୍ତି। ସେହିପରି…
Read More...

ଆଜି ଆଇପିଏଲର ଶେଷ ମହାସମର। ଟସ୍ ଜିତି ବ୍ୟାଟିଂ କରିବ ଦିଲ୍ଲୀ।

ଦୁବାଇ,୧୦/୧୧(ବ୍ୟୁରୋ): ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍‌) ଇତିହାସରେ ସବୁଠାରୁ ରୋଚକ ଓ ପ୍ରତିଦ୍ବନ୍ଦ୍ବିତାମୂଳକ ଟୁର୍ଣ୍ଣାମେଣ୍ଟର ଯବନିକା ପଡ଼ିବାକୁ ଯାଉଛି। ଦୁବାଇ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମଠାରେ ଆଜି ଆଇପିଏଲର ଶେଷ ମ୍ୟାଚ୍‌ ଅର୍ଥାତ ଫାଇନାଲ ମ୍ୟାଚ ଖେଳାଯାଉଛି ।…
Read More...

ସରପଙ୍କ ନାମରେ ମିଥ୍ୟା ଅଭିଯୋଗ ନେଇ ଡିସିପି ଅଫିସ ଘେରାଉ କଲେ ମହିଳା

ଭୁବନେଶ୍ୱର ୯/୧୧, ରଘୁନାଥପୁର ଗ୍ରାମ ପଞ୍ଚାୟତର ସରପଞ୍ଚା ପବିତ୍ର ପାତ୍ରଙ୍କ ନାମରେ ହୋଇଥିବା ମିଥ୍ୟା ଅଭିଯୋଗକୁ ବିରୋଧ କରି ଶତାଧିକ ମହିଳା ଡିସିପି ଅଫିସ ଘେରାଉ କରିଛନ୍ତି । ପଞ୍ଚାୟତର ସମିତିସଭ୍ୟା ଝୁନାରାଣୀ ରାଉତଙ୍କ ନେତୃତ୍ୱରେ ଆଜି ଦିନ ୧୨ଟା ସମୟରେ ଗ୍ରାମ ପଞ୍ଚାୟତର ୱାଡ…
Read More...

ରୋଟ୍ରାକ୍ଟ କ୍ଲବ ପକ୍ଷରୁ ପ୍ରଦୂଷଣ ମୁକ୍ତ ଦୀପାବଳୀ ପାଇଁ ଆହ୍ବାନ।

ଭୁବନେଶ୍ୱର,୮/୧୧(ଓଡ଼ିଆ ନ୍ୟୁଜ): ନୀଳାଦ୍ରି ବିହାର ସ୍ଥିତ ମା ମଙ୍ଗଳା ବସ୍ତିରେ ଭୁବନେଶ୍ୱର ରୋଟ୍ରାକ୍ଟ କ୍ଲବ ପକ୍ଷରୁ କରୋନା ସଚେତନତା ସହିତ ପ୍ରଦୂଷଣ ମୁକ୍ତ ଦୀପାବଳୀ ପାଇଁ ଆହ୍ୱାନ କରାଯାଇଛି। ରୋଟ୍ରାକ୍ଟ କ୍ଲବର ସଭାପତି ସଚିନ କୁମାର ମିର୍ଲିଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି…
Read More...

ନାବାଳିକା ଦୁଷ୍କର୍ମ ଅଭିଯୋଗ ମିଥ୍ୟା ଓ ମନଗଢ଼ା ଉଚ୍ଚସ୍ତରୀୟ ତଦନ୍ତ ଦାବି କଲେ ପରିବାର

ଭୁବନେଶ୍ୱର : ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁର ଥାନାରେ ମଞ୍ଜୁ ମୁଣ୍ଡା ନାମ୍ନୀ ଜଣେ ଝିଅର ଲିଖିତ ଅଭିଯୋଗକୁ କେବଳ ଭିତ୍ତି କରି ଗତ ୪ଦିନ ଧରି ବିଭିନ୍ନ ଗଣମାଧ୍ୟମରେ ପ୍ରକାଶିତ/ ପ୍ରସାରିତ ଖବର ଉପରେ ଆମେ ବିସ୍ତୃତ ସ୍ପଷ୍ଟୀକରଣ। ସମ୍ପୃକ୍ତ ଝିଅର ଅଭିଯୋଗ ଅନୁଯାୟୀ ସେ ଭୁବନେଶ୍ୱରର ବରିଷ୍ଠ…
Read More...

କନ୍ଧମାଳ ସଂସଦୀୟ କ୍ଷେତ୍ରରେ ବେକାର ଓ ପ୍ରବାସୀ ଶ୍ରମିକଙ୍କୁ ନିଯୁକ୍ତି ଦେବା ନିମନ୍ତେ ସାଂସଦଙ୍କ ପ୍ରୟାସ

ଫୁଲବାଣୀ, ୫/୧୧(ଓଡ଼ିଆ ନ୍ୟୁଜ): କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତଙ୍କ ପ୍ରୟାସ ଓ ଜିଲ୍ଲା ପ୍ରଶାସନର ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଗତ ଜାନୁଆରୀ ମାସରେ କନ୍ଧମାଳ ସଂସଦୀୟ କ୍ଷେତ୍ରର ହଜାର ହଜାର ବେକାର ଯୁବକ ଯୁବତୀ କର୍ମ ସଂସ୍ଥାନ ପାଇ ପାରିଥିଲେ। ସେତେବେଳେ ଆୟୋଜିତ ମେଗା ନିଯୁକ୍ତି ମେଳାରେ…
Read More...

ଜାନୁଆରୀ ୩୧ରେ ସିଟିଇଟି ଟେଷ୍ଟ।

ଭୁବନେଶ୍ୱର,୫।୧୧(ବ୍ୟୁରୋ): ସିବିଏସ୍‌ଇ ଦ୍ୱାରା ପରିଚାଳିତ ସେଣ୍ଟ୍ରାଲ ଟିଚର ଏଲିଜିବିଲିଟି ଟେଷ୍ଟ (ସିଟିଇଟି) ୨୦୨୧ ଜାନୁୟାରୀ ୩୧ରେ ଅନୁଷ୍ଠିତ ହେବ। କୋଭିଡ୍‌ ସଂକ୍ରାନ୍ତ ସୁରକ୍ଷା ଓ ଗାଇଡ୍‌ଲାଇନ୍‌କୁ ଗୁରୁତ୍ୱ ଦିଆଯାଇ ଦେଶର ୧୩୫ ସହରରେ ଏହି ପରୀକ୍ଷା କରାଯିବ। ପୂର୍ବରୁ ଏହି ପରୀକ୍ଷା…
Read More...

ରାଜ୍ୟରେ ଶିଳ୍ପାୟନକୁ ତ୍ବରାନ୍ବିତ କରିବା ସହିତ ନିଯୁକ୍ତି ସୃଷ୍ଟି କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ।

ଭୁବନେଶ୍ୱର,(ଓଡ଼ିଆ ନ୍ୟୁଜ): ରାଜ୍ୟରେ ଶିଳ୍ପାୟନର ବିକାଶକୁ ତ୍ୱରାନ୍ୱିତ କରିବା ଉପରେ ଗୁରୁତ୍ୱ ଦେବା ସହ ରାଜ୍ୟରେ ନିଯୁକ୍ତି ସୃଷ୍ଟି କରିବା ଲକ୍ଷ୍ୟରେ ଦ୍ରୁତ ଶିଳ୍ପାୟନ ଲକ୍ଷ୍ୟ ହାସଲ ନିମନ୍ତେ ରାଜ୍ୟ ସରକାରଙ୍କ ସମସ୍ତ ସଂସ୍ଥାକୁ ସମନ୍ୱିତ ଭାବେ କାର୍ଯ୍ୟ କରିବାକୁ ମୁଖ୍ୟମନ୍ତ୍ରୀ…
Read More...

ଭୁବନେଶ୍ୱରରେ ସାଇବର କମ୍ପ୍ଲେକ୍ସ ଉଦଘାଟିତ।

ଭୁବନେଶ୍ୱର,୩।୧୧ (ବ୍ୟୁରୋ): ରାଜ୍ୟରେ ବଢ଼ି ଚାଲିଥିବା ସାଇବର ଅପରାଧକୁ ରୋକିବା ପାଇଁ ଓଡ଼ିଶା ପୋଲିସ ନୂଆ ପ୍ରୟାସ ଆରମ୍ଭ କରିଛି। ଭୁବନେଶ୍ୱର କେଶରୀ ନଗରଠାରେ ଏକ ସାଇବର କମ୍ପ୍ଲେକ୍ସ ସ୍ଥାପନ କରାଯାଇଛି। ସୋମବାର ଏହାକୁ ପୋଲିସ ଡିଜି ଅଭୟ ଉଦ୍‌ଘାଟନ କରିଛନ୍ତି। ଏହି ଅବସରରେ ଡିଜିପି…
Read More...

ଯୁକ୍ତ ୩ ସ୍ପଟ ନାମଲେଖା ପାଇଁ ବିଜ୍ଞପ୍ତି ପ୍ରକାଶ।

ଭୁବନେଶ୍ୱର, ୩।୧୧(ବ୍ୟୁରୋ): ଯୁକ୍ତ ୩ ପ୍ରଥମ ବର୍ଷ ସ୍ପଟ୍‌ ନାମଲେଖା ପାଇଁ ସୋମବାର ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ବିଭିନ୍ନ ଡିଗ୍ରୀ କଲେଜରେ ଖାଲିଥିବା ସିଟ୍‌ ନେଇ ନଭେମ୍ବର ୯ରେ ବିଭାଗୀୟ ୱେବ୍‌ସାଇଟ୍‌ରେ ସୂଚନା ପ୍ରଦାନ କରାଯିବ ଓ ୧୦ରୁ ୧୩ ତାରିଖ ପର୍ଯ୍ୟନ୍ତ…
Read More...