banner
Breaking
Monthly Archives

August 2020

ଯୁକ୍ତ ୨ ବାଣିଜ୍ୟ ପରୀକ୍ଷା ଫଳ ପ୍ରକାଶିତ। ନୟାଗଡ଼ ଜିଲ୍ଲାରେ ସର୍ବାଧିକ ପାସହାର।

ଭୁବନେଶ୍ବର,୧୯/୮(ଓଡ଼ିଆ ନ୍ୟୁଜ):ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ଚଳିତ ବର୍ଷର ଯୁକ୍ତ ଦୁଇ ବାଣିଜ୍ୟ ପରୀକ୍ଷା ଫଳ ବୁଧବାର ପ୍ରକାଶ ପାଇଛି।ପାସ ହାର ୭୪.୯୫% ରହିଛି। ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଏହି ସୂଚନା ଦେଇଛନ୍ତି। ଚଳିତ ବର୍ଷ ରାଜ୍ୟରେ…
Read More...

ରାଜ୍ୟରେ ଆଜି ପୁଣି ୨୫୮୯ ପଜିଟିଭ ଚିହ୍ନଟ ଓ ୧୦ ମୃତ।

ଭୁବନେଶ୍ଵର,୧୯/୮(ଓଡ଼ିଆ ନ୍ୟୁଜ):ରାଜ୍ୟରେ ଆଜି ପୁଣି ୨୫୮୯ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୫୭୪ ଜଣ ସଙ୍ଗରୋଧ କେନ୍ଦ୍ରରୁ ରହିଥିବା ବେଳେ ୧୦୧୫ ସ୍ଥାନୀୟ ଅଞ୍ଚଳରୁ ରହିଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସ°ଖ୍ୟା ୬୭ ହଜାର ୧୨୨କୁ ବୃଦ୍ଧି ପାଇଛି।ଏନେଇ…
Read More...

ଭାରତ ନିର୍ମିତ ଟୀକାର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ଆରମ୍ଭ ହେବ।

ନୂଆଦିଲ୍ଲୀ: ଭାରତ ତିଆରି କରୁଥିବା କୋଭିଡ-୧୯ ଟୀକା ପାଇବାକୁ ହେଲେ ଲୋକଙ୍କୁ ଆହୁରି ଅନେକ ସମୟ ଅପେକ୍ଷା କରିବାକୁ ପଡିବ। ଟୀକା ​‌କେବେ​‌ ଆସିବ ତାହା କହିବା କଷ୍ଟକର ବୋଲି ​‌ସରକାର ସ୍ପଷ୍ଟ କରିଛନ୍ତି। ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଡକ୍ଟର ଭି.କେ ପାଲ କହିଛନ୍ତି। ସେ ଆହୁରି କହିଛନ୍ତି…
Read More...

କରୋନା ଯୋଦ୍ଧାଙ୍କୁ ସମ୍ବର୍ଦ୍ଧିତ କଲା ପରିଚୟ ଫାଉଣ୍ଡେସନ୍‌

ଭୁବନେଶ୍ୱର,୧୮/୮(ଓଡ଼ିଆ ନ୍ୟୁଜ):କରୋନା ସମୟରେ ଯୋଦ୍ଧା ସାଜି ନିଜ କର୍ତ୍ତବ୍ୟ ପରାୟଣତାର ପରିଚୟ ଦେଇଥିବା ଓ ସମାଜ ପାଇଁ ସେବା କରିଥିବା ଲୋକଙ୍କୁ ସମ୍ବର୍ଦ୍ଧିତ କରିଛି ପରିଚୟ ଫାଉଣ୍ଡେସନ୍ । ଭର୍ଚୁଆଲ୍ ମାଧ୍ୟମରେ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପାଣିଗ୍ରାହୀ ଏହି ସମ୍ବର୍ଦ୍ଧନା…
Read More...

ରାଜ୍ୟରେ ଆଜି ପୁଣି ୨୨୩୯ ପଜିଟିଭ ଚିହ୍ନଟ ଓ ୯ ମୃତ।

ଭୁବନେଶ୍ୱର,୧୮।୮(ବ୍ୟୁରୋ): ରାଜ୍ୟରେ ଆଜି ପୁଣି ୨୨୩୯ ନୂଆ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୪୧୬ ଜଣ କ୍ୱାରାଣ୍ଟାଇନ୍‌ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୮୨୩ ଜଣ ସ୍ଥାନୀୟ ଅଞ୍ଚଳରୁ ରହିଛନ୍ତି।ଏହାକୁ ମିଶାଇ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୬୪୫୩୩କୁ…
Read More...

ARIIA ରାଙ୍କିଙ୍ଗ ୨୦୨୦: ଦେଶରେ ପ୍ରଥମ ସ୍ଥାନରେ କିଟ୍ ବିଶ୍ୱବିଦ୍ୟାଳୟ।

ଭୁବନେଶ୍ଵର, ୧୮।୮(ଓଡ଼ିଆ ନ୍ୟୁଜ): ସୃଜନ କ୍ଷେତ୍ରରେ କିଟକୁ ମିଳିଛି ଭାରତ ସରକାରଙ୍କ ସ୍ଵୀକୃତି। ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରାଳୟର ଅଟଳ ରାଙ୍କିଙ୍ଗ ଅଫ୍ ଇନଷ୍ଟିଚ୍ୟୁଟସ ଅନ୍ ଇନୋଭେସନ୍ ଆଚିଭମେଣ୍ଟ (ଏଆରଆଇଆଇଏ)ରେ ସମଗ୍ର ଭାରତର ଘରୋଇ ଶିକ୍ଷାନୁଷ୍ଠାନ କ୍ଷେତ୍ରରେ କିଟ୍ ବିଶ୍ୱବିଦ୍ୟାଳୟ…
Read More...

କମିଶନରେଟ ପୋଲିସରେ ଅଦଳବଦଳ।

ଭୁବନେଶ୍ୱର,୧୭।୮(ଓଡ଼ିଆ ନ୍ୟୁଜ):କଟକ-ଭୁବନେଶ୍ୱର କମିଶନରେଟ ପୋଲିସରେ ବଡ଼ଧରଣର ବଦଳି ହୋଇଛି। ୨ ଡିସିପିଙ୍କ ସମେତ ୧୭ ଥାନା ଅଧିକାରୀ ଓ ୫ ଏସ୍‌ଆଇଙ୍କୁ ବଦଳି କରାଯାଇଥିବା ନେଇ ସୋମବାର ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। କମିଶନରେଟ ପୋଲିସ ମୁଖ୍ୟାଳୟରେ କାର୍ଯ୍ୟକରୁଥିବା ଅତିରିକ୍ତ…
Read More...

ରାଜ୍ୟରେ ଆଜି ପୁଣି ୨୨୪୪ ପଜିଟିଭ ଚିହ୍ନଟ ଓ ୧୦ ମୃତ।

ଭୁବନେଶ୍ୱର,୧୭/୮(ଓଡ଼ିଆ ନ୍ୟୁଜ): ରାଜ୍ୟରେ ଆଜି ପୁଣି ୨୨୪୪ ପଜିଟିଭ ଚିହ୍ନଟ ହୋଇଛନ୍ତି।ସେମାନଙ୍କ ମଧ୍ୟରୁ ୧୩୯୦ ଜଣ ସଙ୍ଗରୋଧ କେନ୍ଦ୍ରରୁ ରହିଥିବା ବେଳେ ୮୫୪ ଜଣ ସ୍ଥାନୀୟ ଅଞ୍ଚଳରୁ ରହିଛନ୍ତି। ସୋମବାର ଚିହ୍ନଟ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟର ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୬୨ ହଜାର ୨୯୪ରେ…
Read More...

ଭିଏସ୍‍ଏସ୍‍ ନଗର ଗଡ଼େଶ୍ୱର ହାଟ୍‍ ବଣିକ ସଂଘ ପକ୍ଷରୁ ୭୪ତମ ସ୍ୱାଧୀନତା ଦିବସ ପାଳିତ

ଭୁବନେଶ୍ବର :ଭିିଏସ୍‍ଏସ୍‍ ନଗର ଗଡ଼େଶ୍ୱର ହାଟ ବଣିକ ସଂଘ ପକ୍ଷରୁ ୭୪ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି। କୋଭିଡ୍‍ ନିୟମାନୁସାରେ ସାମାଜିକ ଦୂରତା ଅବଲମ୍ବନ କରି ଜାତୀୟ ପତାକା ଉତ୍ତୋଳନ କରାଯାଇଥିଲା। ଭିଏସ୍‍ଏସ୍‍ ନଗର ଫାଣ୍ଡି ଭାରପ୍ରାପ୍ତ ଅଧିକାରୀ ଚିତ୍ତରଞ୍ଜନ ରାଉତ ମୁଖ୍ୟଅତିଥି…
Read More...

କଂଗ୍ରେସ ମୁଖପାତ୍ର ରାଜୀବ ତ୍ଯାଗୀ ଙ୍କ ମୃତ୍ୟୁ ପାଇଁ ଗିରଫ ଦାବି କଲା ଯୁବ କଂଗ୍ରେସ।

ଜଗତସିଂହପୁର,୧୬/୮(ଓଡ଼ିଆ ନ୍ୟୁଜ):ଜଗତସିଂହପୁର ଜିଲ୍ଲା ଯୁବ କଂଗ୍ରେସ ତରଫରୁ ହୃଦଘାତରେ କଂଗ୍ରେସ ମୁଖପାତ୍ର ରାଜୀବ ତ୍ଯାଗୀ ଙ୍କ ମୃତ୍ୟୁ ଘଟଣା କୁ ନେଇ ସମ୍ବିତ ପାତ୍ରଙ୍କୁ ଦାୟୀ କରି ସମ୍ବିତ ପାତ୍ରଙ୍କ ଗିରଫ ଦାବି କରି ଜଗତସିଂହପୁର ଜିଲ୍ଲା ଯୁବ କଂଗ୍ରେସ ସଭାପତି ପ୍ରଶାନ୍ତ ମଲ୍ଲିକଙ୍କ…
Read More...