banner
Breaking
Monthly Archives

July 2020

ଆଜି ଆପଣଙ୍କ ଦିନ କେମିତି କଟିବ ଜାଣନ୍ତୁ।

ମେଷ:-ଆଜି କର୍ମକ୍ଷେତ୍ର ପ୍ରଶସ୍ତ ରହିବ ବନ୍ଧୁମାନଙ୍କ ପରାମର୍ଶ କ୍ରମେ ମନୋରଞ୍ଜନ ଉପକରଣ ଓ ଭୋଗ ବିଳାସ ସମ୍ପର୍କିତ ଦ୍ରବ୍ୟମାନଙ୍କ ପ୍ରତି ଆଗ୍ରହୀ ହେବେ । ଗୃହ ମରାମତି, ଭୂମିକ୍ରୟ, ଗାଡିମୋଟର କିଣାବିକା କ୍ଷେତ୍ରରେ ସମସ୍ୟା ଉପୁଜିପାରେ । ବୃଷ:-ଆଜି ନିକଟ ସମ୍ପର୍କୀୟମାନଙ୍କ ସାହାଯ୍ୟ…
Read More...

ଭୁବନେଶ୍ୱରରୁ ଆଜି ପୁଣି ୧୯ ପଜିଟିଭ ଚିହ୍ନଟ।

ଭୁବନେଶ୍ବର,୫/୭(ଓଡ଼ିଆ ନ୍ୟୁଜ): ଭୁବନେଶ୍ବରରୁ ପୁଣି ୧୯ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୯ ଜଣ କ୍ବାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଥିବାବେଳେ ୮ ଜଣ ସ୍ଥାନୀୟ ଅଞ୍ଚଳରୁ ଓ ୨ଜଣ କୋଭିଡ ଯୋଦ୍ଧା ଚିହ୍ନଟ ହୋଇଛନ୍ତି। କ୍ବାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ୯ ଜଣଙ୍କ…
Read More...

ରାଜ୍ୟରେ ଆଜି ପୁଣି ୪୬୯ କରୋନା ପଜିଟିଭ ଚିହ୍ନଟ ଓ ୨ ମୃତ।

ଭୁବନେଶ୍ୱର,୫/୭(ଓଡ଼ିଆ ନ୍ୟୁଜ): ରାଜ୍ୟରେ ଆଜି ପୁଣି ୪୬୯ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୯୦୭୦କୁ ବୃଦ୍ଧିପାଇଛି । ଆଜି ଚିହ୍ନଟ ହୋଇଥିବା ୪୬୯ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୩୧୭ଜଣ କ୍ୱାରେଣ୍ଟାଇନ୍ କେନ୍ଦ୍ରରୁ ହୋଇଥିବାବେଳେ ଅନ୍ୟ ୧୫୨ଜଣ…
Read More...

ଆତ୍ମନିର୍ଭର ଭାରତ ଆପ୍ ନିର୍ମାଣ ପାଇଁ ମୋଦିଙ୍କ ଆହ୍ବାନ।

ଆତ୍ମନିର୍ଭର ଭାରତ ଆପ୍‌ ନିର୍ମାଣ ଓ ବିକାଶ କାର୍ୟ୍ୟରେ ସହଯୋଗ କରିବାକୁ ବୈଷୟିକ ସମୁଦାୟକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆହ୍ୱାନ ଦେଇନାହାନ୍ତି। ଲିଙ୍କଡ଼ଇନ‌ରେ ପ୍ରକାଶିତ ଏକ ପୋଷ୍ଟରେ ପ୍ରଧାନମନ୍ତ୍ରୀ ଭାରତର ସମୃଦ୍ଧ ଟେକ୍‌ ଓ ଷ୍ଟାର୍ଟଅପ୍‌ ପରିବେଶ ସଂପର୍କରେ ଉଲ୍ଲେଖ କରି ଏହାର…
Read More...

୮ ତାରିଖ ପର୍ଯ୍ୟନ୍ତ କଟକ ସଟଡାଉନ।

କଟକ,୪/୭(ଓଡ଼ିଆ ନ୍ୟୁଜ): ଆସନ୍ତା ଜୁଲାଇ ୮ ତାରିଖ ଯାଏଁ ସଟଡାଉନ୍ ରହିବ କଟକ ସହର । ବଢ଼ୁଥିବା କରୋନା ସଂକମ୍ରିତଙ୍କ ସଂଖ୍ୟାକୁ ଦେଖି ସିଏମ୍‌ସି ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି । ଜୁଲାଇ ୮ ତାରିଖ ମଧ୍ୟ ରାତ୍ର ୧୨ ଟା ଯାଏଁ କଟକ ସହର ସଟ୍‌ଡାଉନ୍ ରହିବ ବୋଲି ଆଜି ଘୋଷଣା କରିଛି କଟକ…
Read More...

ଭୁବନେଶ୍ୱରରେ ପୁଣି ୪୫ ପଜିଟିଭ ଚିହ୍ନଟ। ପ୍ରତିଦିନ ନୂଆ ଏରିଆକୁ ପଞ୍ଝା ମାରୁଛି କରୋନା।

ଭୁବନେଶ୍ୱର,୪।୭(ଓଡ଼ିଆ ନ୍ୟୁଜ): ଭୁବନେଶ୍ୱରରେ ଗୋଟିଏ ପରେ ଗୋଟିଏ କଲୋନୀ ଓ ବସ୍ତିକୁ ପଞ୍ଝା ମାରୁଛି କରୋନା। ପ୍ରତିଦିନ କେଉଁଠୁ ନା କେଉଁଠି ନୂଆ ଏରିଆରୁ ଚିହ୍ନଟ ହେଉଛନ୍ତି ଆକ୍ରାନ୍ତ।ଶନିବାର ଭୁବନେଶ୍ୱରରେ ପୁଣି ୪୫ ନୂଆ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଭୁବନେଶ୍ୱରରେ…
Read More...

ଜେଇଇ ଓ ନିଟ୍ ପରୀକ୍ଷା ଘୁଞ୍ଚିଲା।

ନୂଆଦିଲ୍ଲୀ - ଛାତ୍ରଛାତ୍ରୀଙ୍କ ସୁରକ୍ଷା ଓ ଉନ୍ନତମାନର ଶିକ୍ଷା ପାଇଁ କେନ୍ଦ୍ର ସରକାର ଜେଇଇ ଓ ନିଟ୍‌ ପରୀକ୍ଷାକୁ ଘୁଞ୍ଚାଇ ଦେଇଛନ୍ତି।ଜେଇଇ ମେନ ପରୀକ୍ଷା ୧ରୁ୬ ସେପ୍ଟେମ୍ବର ମଧ୍ୟରେ ହେବାକୁ ଧାର୍ଯ୍ୟ କରାଯାଇଥିବାବେଳେ ଜେଇଇ ଆଡଭାନ୍ସଡ ପରୀକ୍ଷା ସେପ୍ଟେମ୍ବର ୨୭ରେ ହେବ। ସେହିଭଳି ନିଟ୍‌…
Read More...

୪ଟି ହସ୍ପିଟାଲରେ ହୋଇପାରିବ କରୋନା ଟେଷ୍ଟ । ଫି ୨୨୦୦ ଟଙ୍କା ।

ଭୁବନେଶ୍ୱର, : ରାଜ୍ୟ ସରକାର ଆର୍‌ଟି-ପିସିଆର୍‌ ଟେଷ୍ଟ ପାଇଁ ସର୍ବାଧିକ ଫି’ ଧାର୍ଯ୍ୟ କରିଛନ୍ତି। ଜିଏସ୍‌ଟି ସହ ସର୍ବାଧିକ ଫି’ ୨୨ଶହ ଧାର୍ଯ୍ୟ କରାଯାଇଛି। ଏହି ଟେଷ୍ଟ ପାଇଁ ରାଜଧାନୀର ୪ ଘରୋଇ ଲ୍ୟାବ୍‌କୁ ଅନୁମତି ପ୍ରଦାନ କରାଯାଇଛି। ଆପୋଲୋ ଏବଂ ସମ୍‌ ହସ୍ପିଟାଲ ସହ ଆଇଏନ୍‌ଡିଏନ୍‌ଏ…
Read More...

ଗୃହ ବିଭାଗର ସ୍ବତନ୍ତ୍ର ସଚିବ ହେଲେ ଅମିତାଭ ଠାକୁର

ଭୁବନେଶ୍ୱର,୪/୭(ବ୍ୟୁରୋ): ଆଇଜି (ଅପରେଶନ) ଅମିତାଭ ଠାକୁରଙ୍କୁ ରାଜ୍ୟ ସରକାର ଗୃହ ବିଭାଗର ସ୍ବତନ୍ତ୍ର ସଚିବ ଭାବେ ଅତିରିକ୍ତ ଦାୟିତ୍ୱ ଦେଇଛନ୍ତି। ଏନେଇ ଗୁରୁବାର ଗୃହ ବିଭାଗ ପକ୍ଷରୁ ଟ୍ବିଟ୍‌ କରି ସୂଚନା ଦିଆଯାଇଛି। ରାଜ୍ୟରେ କୋଭିଡ଼-୧୯ ମହାମାରୀ ପରିସ୍ଥିତିର ମୁକାବିଲା କ୍ଷେତ୍ରରେ…
Read More...

କିନ୍ନର ମାନଙ୍କ ପାଇଁ ଲାଗୁହେବ ପେନସନ ଯୋଜନା।

ଭୁବନେଶ୍ୱର,୪।୭(ବ୍ୟୁରୋ): କିନ୍ନରମାନଙ୍କୁ ମଧୁବାବୁ ପେନ୍‌ସନ ଯୋଜନାରେ ମିଳିବ ଭତ୍ତା। ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି। ବୟସାନୁସାରେ କିନ୍ନରମାନେ ୫୦୦ରୁ ୯୦୦ ପର୍ଯ୍ୟନ୍ତ ଭତ୍ତା ପାଇବେ। ଏନେଇ କିନ୍ନରମାନଙ୍କୁ ଆବେଦନ କରିବାକୁ ସାମାଜିକ ସୁରକ୍ଷା ମନ୍ତ୍ରୀ ଅଶୋକ…
Read More...