banner
Breaking
Monthly Archives

June 2020

ରାଜ୍ୟରେ ସର୍ବାଧିକ ୨୨୫ ପଜିଟିଭ ଚିହ୍ନଟ। ଆକ୍ରାନ୍ତଙ୍କ ସ°ଖ୍ୟା ୩୭୨୩ କୁ ବୃଦ୍ଧି।

ଭୁବନେଶ୍ୱର,୧୩/୬(ଓଡ଼ିଆ ନ୍ୟୁଜ) : ଆଜି ରାଜ୍ୟରେ ସର୍ବାଧିକ ୨୨୫ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୭୨୩କୁ ବୃଦ୍ଧି ପାଇଛି । ଏହି ୨୨୫ଜଣ ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ୍ କେନ୍ଦ୍ରରୁ ୧୯୬ଜଣ ଚିହ୍ନଟ ହୋଇଥିବାବେଳେ ୨୯ଜଣ…
Read More...

ଆଜି ଆପଣଙ୍କ ଦିନ କେମିତି କଟିବ ଜାଣନ୍ତୁ।

ମେଷ:-ଆଜି ସକାଳୁ ସକାଳୁ ବନ୍ଧୁଙ୍କ ନିକଟରୁ ଶୁଭ ଖବର ପାଇ ମନ ଖୁସୀ ହୋଇଯିବ । ଅପରାହ୍ନରେ ପାରିବାରିକ କ୍ଷେତ୍ରରେ ମାନସିକ ଦ୍ୱନ୍ଦ୍ୱ କୌଣସି କାର୍ଯ୍ୟରେ ପ୍ରତିବନ୍ଧକ ସୃଷ୍ଟି କରିପାରେ । ଫଳରେ ଯୋଜନାକୁ କାର୍ଯ୍ୟକାରୀ କରିବା ସକାଶେ ପରିବାରରୁ ପୂର୍ଣ୍ଣ ସମର୍ଥନ ପାଇବେ ନାହିଁ ।…
Read More...

ରାଜଧାନୀରେ ଫୋନ କଲେ ମିଳିବ ଅଣ୍ଡା, ମାଛ,ମା°ସ

ଭୁବନେଶ୍ୱର,୧୨।୬(ଓଡ଼ିଆ ନ୍ୟୁଜ): ରାଜ୍ୟରେ କରୋନା ପ୍ରଭାବକୁ ଦୃଷ୍ଟିରେ ରଖି ଜୁନ ୩୦ ପର୍ଯ୍ୟନ୍ତ ୧୧ ଜିଲାରେ ପ୍ରତି ଶନିବାର ଓ ରବିବାର ସଟ୍‌ଡାଉନ୍‌ ଘୋଷଣା କରାଯାଇଛି। ଏହି ସମୟରେ ଔଷଧ ଏବଂ କିଛି ଅତ୍ୟାବଶ୍ୟକୀୟ ସେବାକୁ ଛାଡ଼ି ବାକି ସବୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ରହିଛି। ହେଲେ ଆଗାମୀ…
Read More...

କମ୍ପାନୀ ଗୁଡିକୁ ଦରମା ଦେବାପାଇଁ ବାଧ୍ୟ କରିପାରିବେନି କେନ୍ଦ୍ର ସରକାର-ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୧୨।୬: ଲକ୍‌ଡାଉନ୍‌ ସମୟରେ ଘରୋଇ କମ୍ପାନୀଗୁଡିକ କର୍ମଚାରୀଙ୍କୁ ସମ୍ପୂର୍ଣ୍ଣ ଦରମା ଦେବାକୁ କେନ୍ଦ୍ର ସରକାର ବାଧ୍ୟ କରିପାରିବେ ନାହିଁ ବୋଲି ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ମାର୍ଚ୍ଚ ୨୯ରେ ଗୃହ ମନ୍ତ୍ରଣାଳୟ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇ ଲକ୍‌ଡାଉନ ସମୟରେ…
Read More...

ଅନଲାଇନରେ ହେବ ବିପିୟୁଟି ପରୀକ୍ଷା।

ଭୁବନେଶ୍ୱର,୧୨।୬(ବ୍ୟୁରୋ): ଅନ୍‌ଲାଇନ୍‌ରେ ହେବ ବିଜୁ ପଟ୍ଟନାୟକ ୟୁନିଭର୍ସିଟି ଅଫ୍‌ ଟେକ୍ନୋଲୋଜି(ବିପିୟୁଟି)ପରୀକ୍ଷା। ବିପିୟୁଟିର ଅଷ୍ଟମ ସେମିଷ୍ଟାର ପରୀକ୍ଷା ଜୁଲାଇ ପ୍ରଥମ ସପ୍ତାହରେ ହେବ। ସବୁ ଜିଲାରେ ଓ ରାଜ୍ୟ ବାହାରେ ପରୀକ୍ଷା କେନ୍ଦ୍ର କରାଯିବ। ଛାତ୍ରୀଛାତ୍ର ଚାହିଁଲେ…
Read More...

ଭିଜିଲାନ୍ସ ଚଢ଼ାଉ, ଘଟଣା ସ୍ଥଳରୁ ୩ ଲକ୍ଷରୁ ଉର୍ଦ୍ଧ୍ବ ଜବତ ହେଲା

ବାରିପଦା ,୧୨।୬: (ବ୍ୟୁରୋ)- ମୟୂରଭଞ୍ଜ ଜିଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ( ସିଡିଭିଓ) ଡା. ଅଭୟ କୁମାର ତ୍ରିପାଠୀ ଶୁକ୍ରବାର ଭିଜିଲାନ୍ସ ହାତରେ ଧରା ପଡ଼ିଛିନ୍ତି। ସେ ସକାଳେ ସରକାରୀ ଗାଡ଼ିରେ ଭୁବନେଶ୍ୱର ଅଭିମ୍ମୁଖେ ଯାଉଥିବା ବେଳେ ବେତନଟୀଠାରେ ବାଲେଶ୍ୱର ଓ ବାରିପଦା ଭିଜିଲାନ୍ସ…
Read More...

ଚନ୍ଦ୍ରଶେଖରପୁରରେ ୫ ଦିନରେ ଗଲାଣି ୪ ମୁଣ୍ଡ।

ଭୁବନେଶ୍ବର,୧୨/୬(ଓଡ଼ିଆ ନ୍ୟୁଜ): ଚନ୍ଦ୍ରଶେଖରପୁରରେ ଚାଲିଛି ମୃତ୍ୟୁର ଖେଳ। ପାଞ୍ଚ ଦିନରେ ଗଲାଣି ୪ ମୁଣ୍ଡ। ୮ ଓ ୯ ତାରିଖରେ ନୀଳାଦ୍ରି ବିହାର ଏବଂ ଶୈଳଶ୍ରୀବିହାର ଅଞ୍ଚଳରେ ଦୁଇଜଣ ଯୁବକ ଆତ୍ମହତ୍ୟା କରିଥିଲା ବେଳେ ଆଜି ଯାଇଛି ଆଉ ଦୁଇଟି ଜୀବନ। ସେଥିମଧ୍ୟରୁ ଜଣକୁ ପିଟିପିଟି ହତ୍ଯା…
Read More...

ରାଜ୍ୟରେ ପୁଣି ୧୧୨ ପଜିଟିଭ ଚିହ୍ନଟ ଓ ଜଣେ ମୃତ।

ଭୁବନେଶ୍ୱର,୧୨/୬(ଓଡ଼ିଆ ନ୍ୟୁଜ): ରାଜ୍ୟରେ ପୁଣି ୧୧୨ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩୪୯୮କୁ ବୃଦ୍ଧି ପାଇଛି। ଏମାନଙ୍କ ମଧ୍ୟରୁ ୧୦୭ ଜଣ ବିଭିନ୍ନ ସଂଗରୋଧରେ ଥିବା ବେଳେ ୫ଜଣ ସ୍ଥାନୀୟ ଲୋକ ଅଛନ୍ତି । ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ୧୧୩୧…
Read More...

ଆଜି ଆପଣଙ୍କ ଦିନ କେମିତି କଟିବ ଜାଣନ୍ତୁ।

ମେଷ:-ଆଜି ଯେ କୌଣସି ପ୍ରକାରର ପରିସ୍ଥିତିରେ ମଧ୍ୟ ଆପଣ ନିଜକୁ ଠିକ୍‌ ଭାବେ ଆଡ୍‌ଜଷ୍ଟ କରି ଚଳାଇ ନେଇପାରିବେ ନାହିଁ। ଯଦିଓ ବିଶେଷ କିଛି ସମସ୍ୟା ନାହିଁ, ତଥାପି ସାମୟିକ ଭାବେ ଅସୁସ୍ଥତା ଅନୁଭବ କରିବେ। ଉଚ୍ଚାବସ୍ଥାନ ଶନିଙ୍କ ସୁପ୍ରଭାବରୁ ଅଟକି ରହିଯାଇଥିବା କାର୍ଯ୍ୟ ଗୁଡିକ ତ୍ୱରାନ୍ବିତ…
Read More...

କ°ଗ୍ରେସ ଅଭିଯୋଗକୁ ଖଣ୍ଡନ କଲା ବିଜେଡି।

ଭୁବନେଶ୍ୱର,୧୧।୬(ବ୍ୟୁରୋ): କରୋନା ମୁକାବିଲା ପାଇଁ ମାସ୍କ ଅଧିକ ଦରରେ କିଣିବା ଅଭିଯୋଗ ନେଇ ଗୁରୁବାର ଉତ୍ତର ରଖିଛି ବିଜେଡି। ରାଜ୍ୟ ସରକାର କେନ୍ଦ୍ର ସରକାର ଧାର୍ଯ୍ୟ କରିଥିବା ଦର ଅନୁଯାୟୀ ଡାକ୍ତରୀ ଉପକରଣ କିଣିଛନ୍ତି। ମହାମାରୀ ସମୟରେ ଅର୍ଥ ସଞ୍ଚୟ ଅପେକ୍ଷା ଲୋକଙ୍କ ଜୀବନକୁ ରାଜ୍ୟ…
Read More...