banner
Breaking
Monthly Archives

May 2020

ରାଜ୍ୟରେ ଗୋଟିଏ ଦିନରେ ୩୪ ଆକ୍ରାନ୍ତ ଚିହ୍ନଟ। ସେଥିରୁ ୩୦ ସୁରତ ଫେରନ୍ତା।

ଭୁବନେଶ୍ୱର:୬ ।୫(ଓଡ଼ିଆ ନ୍ୟୁଜ): ରାଜ୍ୟରେ ଗୁରୁବାର ଗୋଟିଏ ଦିନରେ ସର୍ବାଧିକ ୩୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ସୁରତ ଫେରନ୍ତା ୩୦ ଜଣ କଲିକତା ଫେରନ୍ତା ଜଣେ ଓ ଅନ୍ୟ ୩ ଜଣ ଭୁବନେଶ୍ୱରଙ୍କ ତଥ୍ୟ ମିଳିନାହିଁ। ଆକ୍ରାନ୍ତଙ୍କ ସ°ଖ୍ୟା ବୃଦ୍ଧି ପାଇ ୨୧୯ ରେ ପହଞ୍ଚିଛି।…
Read More...

ବିପଦରେ ଚନ୍ଦ୍ରଶେଖରପୁର ଅଞ୍ଚଳ।

ଭୁବନେଶ୍ୱର, ୭/୫(ଓଡ଼ିଆ ନ୍ୟୁଜ) ଭୁବନେଶ୍ୱରର ବୃହତ୍ତମ ଅଞ୍ଚଳ ଚନ୍ଦ୍ରଶେଖରପୁରକୁ କରୋନା ବିପଦ ମାଡି ଆସୁଛି।କାରଣ ବହୁ କଲିକତା ଫେରନ୍ତା ଓ ହଟସ୍ପଟ ଅଞ୍ଚଳର ଲୋକ ଚନ୍ଦ୍ରଶେଖରପୁରର ବିଭିନ୍ନ ଅଞ୍ଚଳରେ ପହଞ୍ଚି ବିନଦାସରେ ବୁଲାବୁଲି କରୁଛନ୍ତି। ସୁଚନା ଅନୁସାରେ ନୀଳାଦ୍ରିବିହାର…
Read More...

ରାଜ୍ୟରେ ପୁଣି ୨୦ ଆକ୍ରାନ୍ତ ଚିହ୍ନଟ। ମୟୂରଭଞ୍ଜରେ ପହଞ୍ଚିଲା କରୋନା।

ଭୁବନେଶ୍ୱର,(ଓଡ଼ିଆ ନ୍ୟୁଜ): ରାଜ୍ୟରେ ଆଉ ୨୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ଆକ୍ରାନ୍ତଙ୍କ ମଧ୍ୟରୁ ୧୭ଜଣ ଗଞ୍ଜାମ ଓ ୩ଜଣ ମୟୁରଭଞ୍ଜ ଅଂଚଳର ଅଟନ୍ତି । ସମସ୍ତ ଆକ୍ରାନ୍ତ ସୁରତ ଫେରନ୍ତା ଓ ଏମାନଙ୍କ ମଧ୍ୟରେ ଜଣେ ମହିଳା ଅଛନ୍ତି । ଏମାରଙ୍କ ବୟସ ୧୮ରୁ ୫୦ ବର୍ଷ ମଧ୍ୟରେ ଓ…
Read More...

ଆଜି ଆପଣଙ୍କ ଦିନ କେମିତି କଟିବ ଜାଣନ୍ତୁ।

ମେଷ:-ଆଜି ଆପଣଙ୍କର ସ୍ବାସ୍ଥ୍ୟରେ ଉନ୍ନତି, ଯାତ୍ରା, ବ୍ୟବସାୟ ,ବାଣିଜ୍ୟ, ପରିବହନ, ସଂଗଠନ, ରାଜନୀତି ପାଇଁ ବହୁତ ଭଲ । ମାତ୍ର କର୍ମ କ୍ଷେତ୍ରରେ କେତେକ ବ୍ୟତିକ୍ରମ ଲାଗି ରହିବା କାରଣରୁ ଟେନସନ୍ ପିଛା ଛାଡିବ ନାହିଁ । ପରିବାରର ଖର୍ଚ୍ଚ ରୋକିବା ପାଇଁ ଚେଷ୍ଟିତ ହେବେ, କିନ୍ତୁ ପାରିବେ…
Read More...

ନୟାଗଡ଼ କୋଭିଡ ହସ୍ପିଟାଲ ବୁଲିଲେ ୫ ଟି ସଚିବ ଓ ଉନ୍ନୟନ କମିଶନର

ନୟାଗଡ,୬/୫(ଓଡ଼ିଆ ନ୍ୟୁଜ) : ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଏନେଇ ରାଜ୍ୟର ସବୁ ଜିଲାରେ କୋଭିଡ଼ ହସ୍ପିଟାଲ ନିର୍ମାଣ କରିବାକୁ ସରକାର ନିର୍ଦ୍ଦେଶ ଦେଇଥିଲେ । ତେଣୁ ସବୁ ଜିଲ୍ଲାରେ ଏହି କୋଭିଡ଼ ହସ୍ପିଟାଲର ନିର୍ମାଣ କାର୍ଯ୍ୟ ସଠିକ ଭାବେ…
Read More...

ଜନ୍ମଦିନରେ ରକ୍ତଦାନ ଶିବିର। ୨୫ ୟୁନିଟ ସ°ଗୃହୀତ।

ଭୁବନେଶ୍ବର,୬/୫(ଓଡ଼ିଆ ନ୍ୟୁଜ) : ଲକ ଡାଉନ ସମୟରେ ରକ୍ତ ଭଣ୍ଡାରରେ ରକ୍ତ ଅଭାବ ଦେଖାଦେଇଥିବା ବେଳେ ନିଆରେ ଢଙ୍ଗରେ ଜଣେ ଯୁବକ ନିଜ ଜନ୍ମଦିନ ପାଳନ କରିଛନ୍ତି। ଭୁବନେଶ୍ବର ଇଞ୍ଜଣା ଗ୍ରାମର ଦେବାଶିଷ ପତି ତାଙ୍କ ଜନ୍ମ ଦିନରେ ଥାଲାସେମିଆ ରୋଗୀମାନଙ୍କ ଉଦେଶ୍ୟରେ ରକ୍ତଦାନ ଶିବିର…
Read More...

କରୋନା ପଞ୍ଝାରେ ଜଗତସିଂହପୁର। ପୁଣି ୬ ପଜିଟିଭ୍ ଚିହ୍ନଟ।

ଭୁବନେଶ୍ୱର, ୬ା୫(ଓଡ଼ିଆ ନ୍ୟୁଜ): ରାଜ୍ୟରେ ଆଉ ୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାସହ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ୧୮୫ କୁ ବୃଦ୍ଧି ପାଇଛି । ଜଣେ ଆକ୍ରାନ୍ତ ଯାଜପୁରର ହୋଇଥିଲା ବେଳେ ଅନ୍ୟ ୪ ଜଣ ଜଗତସିଂହପୁରର ଏବଂ ଜଣେ କେନ୍ଦ୍ରାପଡାର ବୋଲି ଜଣାପଡ଼ିଛି । ଏଥି ସହିତ ଆଉ…
Read More...

ପୁଣି ୨ ପଜିଟିଭ୍ । ଆକ୍ରାନ୍ତଙ୍କ ସ°ଖ୍ୟା ୧୭୯ କୁ ବୃଦ୍ଧି।

ଭୁବନେଶ୍ୱର, ୬ା୫(ଓଡ଼ିଆ ନ୍ୟୁଜ): ରାଜ୍ୟରେ ଆଉ ଦୁଇ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାସହ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ୧୭୯କୁ ବୃଦ୍ଧି ପାଇଛି । ଜଣେ ଆକ୍ରାନ୍ତ ବାଲେଶ୍ୱରର ହୋଇଥିଲା ବେଳେ ଅନ୍ୟ ଜଣଙ୍କ ଯାଜପୁରର ବୋଲି ଜଣାପଡ଼ିଛି । ବାଲେଶ୍ୱରରେ ଆକ୍ରାନ୍ତଙ୍କ ସଂଖ୍ୟା ୨୫ରେ…
Read More...

ଟୀକା ଓ ଟେଷ୍ଟି° କ୍ଷେତ୍ରରେ ଭାରତ ଶେଷ ପର୍ଯ୍ୟାୟରେ ପହଞ୍ଚିଛି।

ନୂଆଦିଲ୍ଲୀ,୬/୫(ବ୍ୟୁରୋ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧକ୍ଷତାରେ ଅନୁଷ୍ଠିତ କରୋନାଭାଇରସ୍ ଟିକା ବିକାଶ ସମ୍ବନ୍ଧୀୟ ଟାସ୍କ ଫୋର୍ସ ବୈଠକରେ ଟିକା ବିକାଶ, ଔଷଧ ଆବିଷ୍କାର, ନିଦାନ ଓ ପରୀକ୍ଷଣ ଆଦିରେ ଭାରତର ସାମ୍ପ୍ରତିକ ଉଦ୍ୟମ ବିଷୟରେ ପୁଙ୍ଖାନୁପୁଙ୍ଖ ସମୀକ୍ଷା କରିଥିଲେ।…
Read More...

ମଦ ପାଇଁ ଠେଲାପେଲା। ୧୦୦୦ କୋଟି ପିଇଦେଲେ।

ନୂଆଦିଲ୍ଲୀ,୬।୫(ବ୍ୟୁରୋ) : ୪୦ ଦିନର ଲକ୍‌ଡାଉନ୍‌ ଯୋଗୁ ଦେଶରେ ଆର୍ଥିକ କାର୍ଯ୍ୟକଳାପ ଠପ୍‌ ହୋଇପଡ଼ିଛି । କଳାକାରଖାନା, ପରିବହନ, ଶିଳ୍ପ, ବିମାନ ଚଳାଚଳ, ରେଳ, ସଫ୍ଟୱେର, ରିଅଲ୍‌ ଇଷ୍ଟେଟ୍‌ ଆଦି କ୍ଷେତ୍ର ଅତ୍ୟନ୍ତ ପ୍ରଭାବିତ ହୋଇଛି । ଏଥିଯୋଗୁ ଘରୋଇ ଅର୍ଥନୀତି ସାଂଘାତିକ ଭାବେ ଖସିବ…
Read More...